Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-11-2021
Share:

By Village Missionary Movement

Tuesday, 16-Nov-2021

ଆଜିର ବାକ୍ୟ (Oriya) 16-11-2021

 

ଗୁରୁତ୍ୱପୂର୍ଣ୍ଣ 

 

“କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।“ - ମାଥିଉ 6:33

 

ସ୍କଟଲାଣ୍ଡ ଦେଶର ନିବାସୀ ଏରିକଲେଦେଲ ନାମକ ଯୁବକ ଚୀନ ଦେଶକୁ ମିଶିନାରୀ ଭାବେ ଯିବାକୁ ସମର୍ପିତ ହୋଇଥିଲେ !ସେ ଜଣେ ଉତ୍ତମ ଫୁଟବଳ ଖେଳାଳି ଏବଂ ଦୌଡ ପ୍ରତିଯୋଗିତା ଖେଳାଳି ଭାବେ ବିଖ୍ୟାତ ଥିଲା !ଏକ ଶହ ମିଟର ଦୌଡ ପ୍ରତିଯୋଗିତାରେ ଏରିକ କରିଥିବା ସାଧନାକୁ ଇଂଲଣ୍ଡ ଦେଶରେ ପଇତିରିଶ ବର୍ଷ ହେଲା, କେହି ଭାଙ୍ଗି ପାରି ନାହାନ୍ତି !1924 ମସିହାରେ ପ୍ୟାରୀସରେ ହୋଇଥିବା ଅଲପିକସରେ ଇଏ ପ୍ରତିଯୋଗିତା କରିବାକୁ ସୁଯୋଗ ମିଳିଲା !କିନ୍ତୁ ଦୌଡ ପ୍ରତିଯୋଗିତାକୁ ବଛାବଛି ଏକ ରବିବାର ହୋଇଥିଲା !ଏରିକ ରବିବାର ଆରାଧନାକୁ ଯିବାକୁ ହେବ ବୋଲି ସେଥିରେ ଭାଗ ନେବାକୁ ତୀରସ୍କାର କଲା !ପୃଥିବୀର ମହତ୍ୱ ଅର୍ଜନ କରିବା ବଦଳରେ ପରମେଶ୍ୱରଙ୍କର ଆଜ୍ଞାବହ ହିଁ, ଏକ ମହାନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉତ୍ତମ ରୂପେ ଜାଣି ପାରିଲା !ଏହାଙ୍କର ଏହି କାର୍ଯ୍ୟକୁ ଇଶ୍ୱର ମହାନତା କଲେ !କିପରି ? ତିନି ଦିନ ପରେ ହୋଇଥିବା ସେହି ଅଲମପିକ ଦୌଡ ପ୍ରତିଯୋଗିତାରେ ଉତ୍ତମ ରୂପେ ଦୌଡ଼ି ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କଲା !

 

ଯୀଶୁଖ୍ରୀଷ୍ଟ ତାଙ୍କର ପାର୍ବତ୍ଵ ପ୍ରଚାରରେ ସର୍ବପ୍ରଥମେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ବୋଲି କହୁଛନ୍ତି !ଆମ୍ଭେ ଯୀଶୁ ବାପାଙ୍କୁ ଅନୁସରଣ କରି ତାହାର ରାଜ୍ୟକୁ ସର୍ବ ପ୍ରଥମେ ଖୋଜିବାକୁ ଆପଣାକୁ ସମର୍ପଣ କରି ଜୀବନଯାପନ କରିବା ଶିଖିବା !ସେହିପରି ହେଲେ ସେ ଆମ୍ଭ ଜୀବନ ମାର୍ଗରେ ଆବଶ୍ୟକ ହେଉଥିବା ସମସ୍ତକୁ ଦେଖିବେ !

 

ଏହା ପାଠ କରୁଥିବା ଆମ୍ଭେ ପରମେଶ୍ୱରଙ୍କୁ କେମିତି ଗୁରୁତ୍ୱ ଦେଉଛୁ ? କେତେ ଦିନ ଛୋଟ ଛୋଟ କାର୍ଯ୍ୟଗୁଡିକ ମୋଜାରେ ଦେଖାଇ, ମଣ୍ଡଳୀର ଆରାଧନାକୁ ତିରସ୍କାର କରିଥିବୁ !କେତେଙ୍କ ଜୀବନରେ ପରିଶ୍ରମ, ସଂଗ୍ରାମ, ଦୁଃଖ ଆସୁଥାଏ ଛଡା ପ୍ରଭୁଙ୍କୁ ଖୋଜିବା ଚିନ୍ତା ନ ରହି, ଅଛନ୍ତି !ସେମାନେ ଗୁରୁତ୍ୱ ଦେବା ସମାଜରେ, କେବଳ ମର୍ଯ୍ୟାଦା ଏବଂ ଧନଶାଳୀ ଜୀବନ ନିମନ୍ତେ !ଆମ୍ଭେ ପରମେଶ୍ୱରଙ୍କୁ ଗୁରୁତ୍ୱ ସ୍ଥାନ ଦେଇ ଜୀବନଯାପନ କରିବା !ତାଙ୍କୁ ମହତ୍ୱ ଦେଉଥିବା ଲୋକଙ୍କୁ ମହାନତା କରିବା ଇଶ୍ୱର ଆମ୍ଭମାନଙ୍କୁ ମଧ୍ୟ ସମସ୍ତଙ୍କ ସମୁଖରେ ମହାନତା କରନ୍ତୁ !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ଆମ୍ଭ ଗେତସମନି କ୍ୟାମ୍ପସରେ ନିର୍ମାଣ ହେଉଥିବା ନିର୍ମାଣ କାମର ଆର୍ଥିକ ଆବଶ୍ୟକତା ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet