Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-11-2021 (Kids Special)
Share:

By Village Missionary Movement

Sunday, 21-Nov-2021

ଆଜିର ବାକ୍ୟ (Oriya) 21-11-2021 (Kids Special)

 

ବିଶେଷକରି ଛୋଟ ପିଲାଙ୍କୁ 

 

"...କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର, ସେହି ମନ୍ଦିର ତୁମ୍ଭେମାନେ ।" - କରିନ୍ଥୀୟ 3:17

 

ଶୀତଳ ପବନ ବହୁଥିବା ସନ୍ଧ୍ୟା ସମୟରେ, ପକ୍ଷୀଙ୍କର ସୁମଧୁର ସ୍ୱରରେ, ଛୋଟ ପିଲାମାନଙ୍କ ମଧୁର ସ୍ୱରରେ ପାଠ ଶୁଣିବାକୁ ମିଳିଲା !ହଁ.. ହଁ.. ସେଠାରେ ସଣ୍ଡେସ୍କୁଲ ହେଉଛି !ଏଫସିବା ଦିଦି ଆରମ୍ଭ ପ୍ରାର୍ଥନା କରି, ନୂଆ ନୂଆ ପାଠ, କାହାଣୀ, ଘୋଷାପଦ ଗୁଡିକ ସବୁ ପିଲାଙ୍କୁ ଶିଖାଉଛନ୍ତି !ଅଭିନୟ ଗୀତ ଗାଇ ସମସ୍ତ ପିଲାମାନେ ଧୂଳି ଉଡ଼ାଇ ଦେଲେ !ତୁମ୍ଭେ ମଧ୍ୟ ସୁପର ଭାବେ ଅଭିନୟ କରିବ ତ !ଭେରୀ ଗୂଡ଼ !ଗତ ସପ୍ତାହରେ ଶିଖାଇ ଥିବା ପାଠର ଘୋଷାବାକ୍ୟ କାହା କାହାକୁ ଜଣା ବୋଲି ପ୍ରଶ୍ନ କଲେ ଏଫସିବା ଦିଦି !ବହୁତ ପିଲାମାନେ ଠିଆ ହୋଇ ଘୋଷାବାକ୍ୟ କହିଲେ !କହିଥିବା ସମସ୍ତଙ୍କୁ ଉପହାର ଦେଇ ଉଚ୍ଚାହିତ କଲା ଏଫସିବା ଦିଦି !କଣ ପିଲାମାନେ, ତୁମ୍ଭେ ମଧ୍ୟ ଘୋଷାବାକ୍ୟ କହି ଉପହାର ନେବ କି ?ଭେରୀ ଗୂଡ଼ !

 

ତାପରେ ଆମ ଏଫସିବା ଦିଦି ପ୍ରଶ୍ନ କଲା, ଆମ୍ଭ ପରମେଶ୍ୱର ବଡ଼ ଲୋକ ନା ଛୋଟ ଲୋକ ? ସମସ୍ତେ ସଂଗେ ସଙ୍ଗେ ଉତ୍ତର ଦେଲେ, ବଡ଼ ଲୋକ ମହାନ ଲୋକ ଅଟନ୍ତି !କିନ୍ତୁ ମିମି ନାମକ ଝିଅଟି ଉଠି ଠିଆ ହେଲା !ଦିଦି ପଚାରିଲା, କଣ ମିମି, କଣ କହିବାକୁ ଯାଉଛୁ ? ଯୀଶୁ ବାପା ମୋର ଛୋଟ ହୃଦୟରେ ଅଛନ୍ତି ତ ? ହେଲେ ଇଶ୍ୱର ଛୋଟ ତ ବୋଲି ମିମି କହିବା କ୍ଷଣି, ସମସ୍ତେ ଆଚର୍ଯ୍ୟ ହୋଇଗଲେ !ଏଫସିବା ଦିଦି ମିମିଙ୍କୁ ପ୍ରଶଂସା କରି ଉପହାର ଦେଲା !ମିମି ବହୁତ ଆନନ୍ଦ ହେଲା !ତୁମ୍ଭେ ସମସ୍ତେ କହିବା ପରି ଯୀଶୁ ମହାନ ମହାନ କାର୍ଯ୍ୟ କରିବା ଦ୍ଵାରା ସେ ମହାନ ଅଟେ !କିନ୍ତୁ ମିମି କହିବା ପରି ଛୋଟ ହୃଦୟରେ ଯୀଶୁ ବାପା ବାସ କରି, ଆମ୍ଭ ସହ ବସବାସ କରି ସେ ନିଜକୁ ବଦେଲେଇ ଦେଉଛି !ଆମ୍ଭେ ପ୍ରଭୁଙ୍କର ମନ୍ଦିର ହୋଇ ରହିଛୁ !ତୁମ୍ଭେ ମଧ୍ୟ ଆପଣା ହୃଦୟରେ ଯୀଶୁ ବାପାଙ୍କୁ ସ୍ଥାନ ଦେବ କି ? ଯୀଶୁ ହିଁ ହୃଦୟକୁ ଆସିଗଲେ, ତୁମ୍ଭ ଜୀବନକୁ ସୁପର ଭାବେ ବଦଳାଇ ଦେବ !ପ୍ରକୃତ ଆନନ୍ଦରେ ତୁମ୍ଭ ହୃଦୟ ଫୁଲି ଉଠିବ !ଯୀଶୁ ବାପା ମୋ ହୃଦୟକୁ ଆସନ୍ତୁ ବୋଲି ଆଶାରେ ଡାକିବା କ୍ଷଣି ସେ ଆମ୍ଭ ହୃଦୟକୁ ଆସିଯିବେ !ମିମି ହୃଦୟରେ ଯୀଶୁ ବାପା ଅଛନ୍ତି, ତେଣୁକରି ସେ ସାହାସରେ ଉତ୍ତର କହିଲା !ତୁମ୍ଭେ ସେହିପରି କହି ପାରିବ କି ? ନାଇଁତ ଆଜି ହିଁ ଯୀଶୁ ବାପାଙ୍କୁ ଡାକ !ଯୀଶୁ ବାପା ତୁମ୍ଭ ହୃଦୟକୁ ଆସିଗଲେ ଯଥେଷ୍ଟ !ତାପରେ କୌଣସି ଅସୁବିଧା ରହିବ ନାହିଁ !ଜୀବନ ସାରା ଖୁସି !କଣ ପିଲାମାନେ ଯୀଶୁଙ୍କୁ ଆପଣା ହୃଦୟରେ ସ୍ଥାନ ଦେବାକୁ ପ୍ରସ୍ତୁତ ତ ? ସୁପର !ହଁ ପିଲାମାନେ ଆମ୍ଭେ ସମସ୍ତେ ମିମିଙ୍କ ସଦୃଶ୍ୟ ଆମ୍ଭ ହୃଦୟରେ ସ୍ଥାନ ଜାଣିଲୁ ତ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom grandpashabet perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet