Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-11-2021
Share:

By Village Missionary Movement

Tuesday, 23-Nov-2021

ଆଜିର ବାକ୍ୟ (Oriya) 23-11-2021

 

ଅକସ୍ମାତ ସଂହାର 

 

"...କାରଣ ଈଶ୍ୱର ଅହଂକାରୀମାନଙ୍କୁ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି ।" - ୧ ପିତର 5:5

 

ଡି. ଏଲ. ମୋଡ଼ି ନାମକ ଜଣେ ପ୍ରଭୁଙ୍କର ଦାସ, ଦିନେ ଇଂଲଣ୍ଡ ଦେଶର ଏକ ସହରରେ ବହୁତ ବଡ଼ ସମ୍ମିଳନୀରେ ବାକ୍ୟ ପ୍ରଚାର କରି, କୋଠା ଉପରରୁ ତଳକୁ ଓଲାଇଲା !ପାହାଚ ଓଲାଇବା କ୍ଷଣି ଜଣେ ବ୍ୟକ୍ତି ଶୀଘ୍ର ଆସି ମୋଡ଼ିର ହାତକୁ ଧରି, ପ୍ରଶଂସା କରି କହିଲା, ଆଜି ଆପଣ ବହୁତ ଭଲରେ ବାକ୍ୟ କହିଲ !ସଂଗେ ସଂଗେ ମୋଦି ଉତ୍ତର କଲା, ଆଜି ପ୍ରଶଂସା କରିବା ବ୍ୟକ୍ତିଙ୍କ ମଧ୍ୟରେ ତୁମ୍ଭେ ଦ୍ୱିତୀୟ ବ୍ୟକ୍ତି ଅଟ !ସେହି ବ୍ୟକ୍ତି ଘାଵରାଇ ଗଲା !ତାଙ୍କ ପୂର୍ବରୁ କେହି ଦେଖା ଯାଇ ନାହିଁ, ତେଣୁ ସେ ପଚାରିଲା, ମୋ ପୂର୍ବରୁ ତୁମ୍ଭଙ୍କୁ ପ୍ରଶଂସା କରିବା ବ୍ୟକ୍ତି କିଏ ? ମୋଡି ଏପରି କହିଲା, ମୁଁ ବାକ୍ୟ ସମାପ୍ତ କରି ତଳକୁ ଓଲାଇବା ଆଗରୁ ସଇତାନ ମୋ କର୍ଣ୍ଣ ନିକଟକୁ ଆସି ପ୍ରଶଂସା କରି କହିଲା, ମୋଡି ଆଜି ଆପଣଙ୍କର ପ୍ରଚାର ଭଲ ଅଛି !

 

ପବିତ୍ର ଗ୍ରନ୍ଥରେ ପ୍ରେରିତ ପାଉଲ ଏପରି ଲେଖିଛନ୍ତି, ଈଶ୍ୱର ଅହଂକାରୀମାନଙ୍କୁ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି !ଆମ୍ଭେ ଏହି ପୃଥିବୀରେ ବଞ୍ଚିଥିବା ଦିନମାନଙ୍କରେ ଆମ୍ଭ ଠାରେ ଯାହା ଅଛି, ସେ ସମସ୍ତ ପ୍ରଭୁଙ୍କର ଅନୁଗ୍ରହ ଦ୍ଵାରା ହିଁ ପାଇଛୁ !ତେଣୁକରି ଆମ୍ଭେ ଏହି ପୃଥିବୀରେ ବଞ୍ଚି ଥିବା ପର୍ଯ୍ୟନ୍ତ, ଏହା ମୋ ଦ୍ଵାରା ହୋଇଥିବା ଆଶୀର୍ବାଦ, ମୋ ହସ୍ତର ଶକ୍ତି, ଏବଂ ମୋର ସାମର୍ଥ୍ୟ ଏ ସମସ୍ତ ଅର୍ଜନ କଲି ବୋଲି ନ କହି ଜାଗ୍ରତ ହେବା !ଜୀବନରେ ଅହଂକାରକୁ ସ୍ଥାନ ନ ଦେଇ ରହିବା !

 

ଏହା ଶୁଣୁଥିବା ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟିଆନ ଜୀବନରେ ତାଡନା ଅନେକ !ପ୍ରତ୍ୟେକ ତାଡନା ଗୋଟିଏ ଯୁଦ୍ଧର ସାମଞ୍ଜସ୍ୟ ଥିବ !ଯୁଦ୍ଧରେ ବିଜୟୀ ପାଇବାକୁ ହେଲେ, ଯୁଦ୍ଧ ପୂର୍ବରୁ କେତେ ଜାଗ୍ରତରେ ରହିବାକୁ ହେବ !ତାହାଠାରୁ ଦ୍ଵିଗୁଣ ବହୁତ ଜାଗ୍ରତରେ ରହିବାକୁ ହେବ !ବିଜୟୀ ପରେ ଆସିବା ଗର୍ବର ଅହଂକାରର ଆଲୋଚନା ଆମ୍ଭଙ୍କୁ ତଳକୁ ଠେଲି ଦେବା ଏକ ଛାଇର ଲାଖ ବୋଲି କହି ପାରିବା !ହଁ ସଇତାନ ଆମ୍ଭଙ୍କୁ ଠେଲିବାକୁ ଇର୍ଷା , ଅହଂକାର, ସଦୃଶ୍ୟ ବାହାରକୁ ଦେଖା ନ ଯିବା ସଦୃଶ୍ୟ ପାପରେ ପକାଇବାକୁ ସଜ ଦେଖୁଥିବ, ଏହା ଆମ୍ଭେ ଭୁଲିବାକୁ ହେବ ନାହିଁ !ସେଥିପାଇଁ ସବୁବେଳେ ସଜାଗ ରହିବା !ତାହାର ତେରଛା ବାଣରୁ ଖସାଇ ହେବା !

- ଟି. ଶଙ୍କର ରାଜୁ 

 

ପ୍ରାର୍ଥନାର ଅଂଶ :-

କାର୍ଯ୍ୟାଳୟର କାମ ଏବଂ ସେବକ ମାନଙ୍କୁ ଇଶ୍ୱର ପରାୟଣରେ କଢାଇ ନେବାକୁ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking