Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-01-2021 (Kids Special)
Share:

By Village Missionary Movement

Sunday, 10-Jan-2021

ଆଜିର ବାକ୍ୟ (Oriya) 10-01-2021 (Kids Special)

ଗୋଟିଏ ମାତ୍ର ଆବଶ୍ୟକ 

“କିନ୍ତୁ ଅଳ୍ପ କେତୋଟି, ବରଂ ଗୋଟିଏ ମାତ୍ର ଆବଶ୍ୟକ; ମରିୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ନିଆଯିବ ନାହିଁ ।“ - ଲୂକ 10:42

ଜଣେ ନୂତନ ରାଜା ତାଙ୍କର ଦେଶ ଶାସନ କରିବା ନିମନ୍ତେ ଦାୟିତ୍ୱ ଗ୍ରହଣ କଲେ !ତାଙ୍କର ମୋଉଲିକ ଅଧିକାର ସମସ୍ତ ସଜାଡି ଦିଆ ଗଲା !ରାଜା ତାଙ୍କ ମନରେ ଗୋଟିଏ ନିଷ୍ପତ୍ତି ନେଲେ ! ମୁଁ ସମୟ ପାଇଲେ ଦେଶର ମୁଖ୍ୟ ସାହିକୁ ଯାଇ ଅତି ଦରିଦ୍ର ହୋଇ ରହିଥିବା ଲୋକମାନଙ୍କୁ ମୁଁ ହିଁ ନିଜେ ସାହାଯ୍ୟ କରିବି କହି ନିଷ୍ପତ୍ତି ନେଲେ !ଗୋଟିଏ ଦିନରେ ସେହିପରି ଯିବା ସମୟରେ ଜଣେ ଲୋକଙ୍କ ସହିତ ମିଶିଲେ !ଚିରା ବସ୍ତ୍ର,  ମୁଣ୍ଡରେ ତେଲ ନାହିଁ, ଖାଦ୍ୟ ଅଭାବ ହୋଇ ଥିବା  ଥିବା ଯୋଗୁ ପତଳା ଶରୀର ହୋଇ ଦେହ ସାରା କାଛୁ କୁଣ୍ଡିଆରେ ପରିପୂର୍ଣ ହୋଇ ହାତ ବଢ଼ାଇ ସେହି ବ୍ୟକ୍ତି ଜଣକ ବସିଥାନ୍ତି !ରାଜା ତାଙ୍କ ନିକଟକୁ ଯାଇ ପଚାରିଲା, ମୁଁ ତୁମକୁ କଣ ସାହାଯ୍ୟ କରିବି ? 

ଲୋକଟି ସେହି କଥା ଶୁଣିବା କ୍ଷଣି ଗୋଟିଏ ମିନିଟ ତାଙ୍କର ପରିସ୍ଥିତି ବୁଝି ତୁମ ସହିତ ସବୁବେଳେ ରହିବି, କହି ମାଗିଲେ !ରାଜା ସଂଗେ ସଂଗେ ତାଙ୍କର ରଥ ଉପରେ ଛଡାଇ ରାଜଭବନକୁ ଆଣି କାମ କରୁଥିବା ଲୋକଙ୍କୁ ଡାକି ଏହାର ମୁଣ୍ଡର ବାଳକୁ ଉତ୍ତମ ଭାବେ ସଜାଡି ଦିଅ, ଗାଧେଇ ଦେଇ ବହୁ ମୂଲ୍ୟ ବସ୍ତ୍ର ପରିଧାନ କରାଇ, କାଛୁ କୁଣ୍ଡିଆକୁ ଔଷଧ ଲଗାଇ ଦିଅ କହିଲେ !ରାଜଭାବନାରେ ଏହି ବ୍ୟକ୍ତି ରହିବା ନିମନ୍ତେ ଗୋଟିଏ ସ୍ଥାନ ପ୍ରସ୍ତୁତ କରନ୍ତୁ କହି ରାଜା ଆଜ୍ଞା କଲେ !

କାମ କରୁଥିବା ଲୋକ ସମସ୍ତେ ଆଚାର୍ଯ୍ୟ ହୋଇଗଲେ !ଏହାଙ୍କୁ ଏତେ ବଡ଼ ସଂମ୍ମାନ କିପରି ଆସିଲା !ସେ କହିଲା, ମୋତେ ଖୋଜି ଆଜି ପର୍ଯ୍ୟନ୍ତ କେହି ଆସି ନାହାନ୍ତି !ମୁଁ ଅନେକଙ୍କ ନିକଟକୁ ଯାଇ ଅପମାନିତ ହୋଇ ଫେରି ଆସିଛି !ତେଣୁ ମୋତେ ଖୋଜି ଆସିଥିବା ବ୍ୟକ୍ତିଙ୍କର ପ୍ରେମକୁ ମୋ ହୃଦୟରେ ବୁଝି ପାରି ତାହାଙ୍କ ସହିତ ରହିବା ନିମନ୍ତେ ପଚାରିଲି, ସେ ମୋତେ ଗ୍ରହଣ କଲେ, ବ୍ୟକ୍ତି  କହିଲେ !କାମ କରିବା ଲୋକ ଆମେ ମଧ୍ୟ ରାଜାଙ୍କ ସହିତ ରାଜଭବନରେ କାମ କରୁଛୁ,  କିନ୍ତୁ କେବେ ଆମେ ରାଜାଙ୍କ ସହିତ ରହିବୁ କହି ପଚାରିଲୁ ନାହିଁ !ମାତ୍ର ସେ ଭାଗ୍ୟବାନ ବୋଲି ତାହାର ପରିସ୍ଥିତି ବିଷୟରେ ଚିନ୍ତା କରୁଥାନ୍ତି !

ମୋର ପ୍ରିୟ ପିଲାମାନେ ଆମେ ଚର୍ଚ୍ଚ ଯାଇ ପାରିବା, ପ୍ରାର୍ଥନା କରିପାରିବା, ବାଇବଲ ପଢିପାରିବା, ମାତ୍ର ଯୀଶୁ ବାପାଙ୍କ ସହିତ ରହିବା ସକାଶେ ଇଚ୍ଛା ହୋଇ ତାଙ୍କୁ ପଚାରିଲେ, ତାଙ୍କ ରକ୍ତ ଦ୍ଵାରା ଆମକୁ ଧୋଇ,  ଉଦ୍ଧାରକାରି ବସ୍ତ୍ର ପରିଧାନ କରାଇ, ଆମ ସମସ୍ତ ପାପ ଆମ ଠାରୁ ଦୂର କରି ତାଙ୍କ ଠାରେ ରହିବା ନିମନ୍ତେ ଯୋଗ୍ୟତା ବ୍ୟକ୍ତି ରୂପେ ଆମକୁ ଯୋଗ୍ୟ କରାଇବେ !ଆଜିର ଦିନରେ ହିଁ ମାଗିବା କି ? 
-    ଭଉଣୀ ଦେବୋରା

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet