Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-01-2021
Share:

By Village Missionary Movement

Monday, 11-Jan-2021

ଆଜିର ବାକ୍ୟ (Oriya) 11-01-2021

ଉଠନ୍ତୁ ଉଠନ୍ତୁ 

“ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ ।“ - ଏବ୍ରୀ 12:1

ନିରୂଚାହ ସହିତ ତାଙ୍କ ଜୀବନରେ ବାରମ୍ବାର ଘଟିଥିବା ଅପଜୟର ପରିସ୍ଥିତି ପାଇଁ ଭାବି ଭାବି ଆରୁଣ ବସି ରହିଥାନ୍ତି !ପ୍ରଭୁଙ୍କର ନିମନ୍ତେ ପୌରସ ସହିତ ବଂଚିବା ପାଇଁ ଚେଷ୍ଟା ଚାଲିଥିବା ବେଳେ, କିଛି କରି ନ ପାରି ନିରୁଉଚାହା ହୋଇ ଥିଲା !ସେହି ସମୟରେ ଘରର କୋଣରେ ଥିବା ଏକ ବୁଡିଆଣି ପୋକ ଉପରେ ତାହାର ଦୃଷ୍ଟି ପଡିଲା !ସେହି ବୁଡିଆଣି ପୋକ ତାର ଜାଳ ବୁଣିବା ପାଇଁ ତଳେ ପଡି ଗଲେ ମଧ୍ୟ ପୁଣି  ଉଠି ଜାଳ ବୁଣିବାକୁ ଚେଷ୍ଟା କରୁଥାଏ ଏହା ଆରୁଣ ଦେଖିବାକୁ ପାଇଲେ !କେତେ ଥର ତଳେ ପଡିଗଲେ ମଧ୍ୟ ନିରୂଚାହ  ନ ହୋଇ ତାଙ୍କ କାର୍ଯ୍ୟ ଶେଷ କରିବା ପର୍ଯ୍ୟନ୍ତ ଚେଷ୍ଟା କରୁ ଥିବା ଦେଖି ଆରୁଣ ଉଚାହିଁତ ହେଲା !

ଆମ୍ଭମାନଙ୍କର ଆତ୍ମୀୟ ଜୀବନରେ ମଧ୍ୟ ପଡିବା ଉଠିବା ପରିସ୍ଥିତି ଆସୁଥାଇ ପାରେ !ଏହା ଦ୍ଵାରା ଖ୍ରୀଷ୍ଟିଆନ ଜୀବନରେ ଶେଷ ପର୍ଯ୍ୟନ୍ତ ଠିଆ ହୋଇ ରହି ପାରିବା କି ବୋଲି ଭୟ ଆସିପାରେ !ମାତ୍ର ବ୍ୟତି ବ୍ୟସ୍ତ ହେବାକୁ ହେବ ନାହିଁ !ବାଇବଲରେ ମଶାଙ୍କର ଜୀବନ ଦେଖିବା ଆରମ୍ଭରେ ରାଗରେ ଜଣକୁ ହତ୍ୟା କରି ପୋତି ଦେଇ ଥିଲେ ମଶା !ହତ୍ୟାକାରୀ ଥିବା ରାଗି  ମଶାଙ୍କୁ, ଇଶ୍ୱର ଅରଣ୍ୟରେ ଚାଳିଶି ବର୍ଷ ଶିକ୍ଷା ଦେଇ ତାପରେ ଲକ୍ଷ ଲକ୍ଷ ଇଶ୍ରାଏଲ ଲୋକଙ୍କୁ ଅଧିକାରୀ କରି ଦାଇତ୍ୱ ଦେଲେ !ଇଶ୍ରାଏଲମାନେ ଚାଳିଶି ବର୍ଷ ପ୍ରତିଦିନ ମଶାଙ୍କୁ ବିରକ୍ତି କରି ରାଗ ଆସିଲା ପରି କଥା କହି ବ୍ୟବହାର କଲେ !ମାତ୍ର ମଶା ସାଧୁ ଭାବେ ବ୍ୟବହାର ହେଲା !ଯେଉଁ ରାଗ ଦ୍ଵାରା  ତାଙ୍କର ଦୁର୍ବଳ ଥିଲା ତାହାକୁ ବିଜୟୀ ହୋଇ ସଦା ପ୍ରଭୁଙ୍କର ପ୍ରସଂଶା  ମଧ୍ୟ ପାଇଲା !ଜଗତରେ ସାଧୁ ବୋଲି ପରମେଶ୍ୱର ହିଁ ପ୍ରସଂଶା  କଲେ !

ମୋର ପ୍ରିୟ ବନ୍ଧୁଗଣ ତୁମ୍ଭେମାନେ ମଧ୍ୟ ବାରମ୍ବାର ଆତ୍ମୀୟ ଜୀବନରେ ପଡି ଉଠି ତଳକୁ ଖସି ପଢୁଛ କି ? ତାହାର ମୁଖ୍ୟ କାରଣ ରାଗ ଅଟେ କି ? ସାଧାରଣ ଭାବେ ଆମକୁ କାହିଁକି ରାଗ ଆସେ ? ମୁଁ ଯାହା କହୁଛି ତାହା ହିଁ ଠିକ, ମୁଁ ଯାହା କରୁଛି ତାହା ହିଁ ଠିକ, ଏହା ସମସ୍ତେ ମାନିବାକୁ ହେବ ଏପରି ଗର୍ବ ଆମ ମଧ୍ୟରେ ଲୁଚି ରହିଥିବା ହିଁ ରାଗର କାରଣ !ଆମ ମଧ୍ୟରେ ଅନେକ ଲୋକ ଶୀଘ୍ର ପଡିଯାଇ ବ୍ୟତି ବ୍ୟସ୍ତ ହେବାର କାରଣ ହିଁ ଏହି ରାଗ !ଏହାଠୁ ମୁଁ ପରିବର୍ତ୍ତନ ହୋଇ ପାରୁ ନାହିଁ ବୋଲି ଦୁଃଖିତ ହେଉଛ କି  ? ଚିନ୍ତା କର ନାହିଁ, ବାଇବଲର ଉପଦେଶ ଅନୁସାରେ ଦୀନତାକୁ ଧାରଣ କର, ପ୍ରାର୍ଥନା ସହିତ ସହନଶୀଲ ସହିତ ରହିବାକୁ ଚେଷ୍ଟା କର ! ମଶାଙ୍କୁ ବଦଲାଇ ଥିଲା ପରମେଶ୍ୱର ତୁମକୁ ମଧ୍ୟ ପରିବର୍ତ୍ତନ କରିବେ !ତୁମକୁ ବ୍ୟତୀବ୍ୟସ୍ତ କରୁଥିବା କୋଣସି ଦୁର୍ବଳ ଥିଲେ ବି,  ଇଶ୍ୱରଙ୍କର ସାହାଯ୍ୟରେ ତୁମେ ବିଜୟୀ ହେବ !
-    ଭାଇ ଆରୁଣ ଆଇୟାପାନ 

ପ୍ରାର୍ଥନା କରନ୍ତୁ :-ପ୍ରାର୍ଥନା ଘର ଗୁଡିକ ବାନ୍ଦୀବା  ଶୀଘ୍ର ପ୍ରସ୍ତୁତି ନିମନ୍ତେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet