Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-12-2021 (Kids Special)
Share:

By Village Missionary Movement

Sunday, 19-Dec-2021

ଆଜିର ବାକ୍ୟ (Oriya) 19-12-2021 (Kids Special)

 

ବିଶେଷକରି ଛୋଟପିଲାମାନଙ୍କୁ 

 

“ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି ।“ – 2 ଦ୍ୱିତୀୟ କରନ୍ତିୟ 5:17

 

ହାଲୋ ପିଲାମାନେ, ଆଉ ଖ୍ରୀଷ୍ଟମାସ କେବଳ ପାଞ୍ଚ ଦିନ ହିଁ ଅଛି !ବହୁତ ଖୁସି ଅଛିତ !ଖ୍ରୀଷ୍ଟମାସ ସମସ୍ତେ ଖୁସିରେ ପାଳନ କରିଆସେ !କିନ୍ତୁ ଯୀଶୁ ଆଶା କରିବା ଖ୍ରୀଷ୍ଟମାସ ସଦୃଶ୍ୟ ରହିବାକୁ ହେବ !ହଁ ଆଜି ଆମେ ପ୍ରଜାପତିର କାହାଣୀ ଶୁଣିବା କି ? 

 

ରଙ୍ଗବେରଙ୍ଗର ସୌନ୍ଦର୍ଯ୍ୟ ରହିଥିବା ପ୍ରଜାପତିକୁ ସମସ୍ତେ ଇଚ୍ଛା ହୁଅଂତିତ !ତୁମ୍ଭେମାନେ ମଧ୍ୟ ପ୍ରଜାପତିକୁ ଧରି ଖେଳିଥିବ ତ !ଗୋଟିଏ ପ୍ରଜାପତିକୁ ସମସ୍ତେ ମନରେ ଆଲୋଚନା କରିବା ଶୁଣିପାରିବା ଆଶୀର୍ବାଦ ମିଳିଲା !ସକାଳେ କୁକୁଡ଼ା ଡାକିବା ଶବ୍ଦ ଶୁଣି ଉଠିଥିବା ପ୍ରଜାପତି, ଖ୍ରୀଷ୍ଟମାସ ଆରାଧନାରେ ଥିବା ଅବ୍ରାହାମ ଭାଇ ପାଖକୁ ଗଲା !ଅବ୍ରାହାମ ଆରାଧନା ସମାପ୍ତ କରିବା ସଙ୍ଗେ ସଙ୍ଗେ ଅନେକ ଅନେକ ରଙ୍ଗୀନର ପଟାସ ବିପ୍ସ୍ୱରଣ କରି ସାଙ୍ଗ ସାଥୀଙ୍କ ସହ ଖୁସିରେ ମିଶି ରହି ଆସେ ବୋଲି ଭାବିଲା !ଅବ୍ରାହାମଙ୍କର ସମସ୍ତ ମନ ପଟାସରେ ହିଁ ଥିଲା ବୋଲି ମେରୀ ନିକଟକୁ ଆସିଲା ସେଇ ପ୍ରଜାପତି !ସମସ୍ତଙ୍କ ଠାରୁ ମୁହିଁ ବହୁମୂଲ୍ୟ ଡ୍ରେସ ଓ ହାର ପିନ୍ଧିଛି ବୋଲି ମେରୀ ଭାବିଲା !ଏହି ମେରୀର ସମସ୍ତ ମନ ଡ୍ରେସ ଓ ଅଳଙ୍କାର ହିଁ ବୋଲି ପ୍ରଜାପତି ଜାଣି, ତାପରେ ମାଲେର ନାମକ ନାନୀଙ୍କ ପାଖକୁ ଆସିଲା !ଏହି ବର୍ଷ ଚର୍ଚ୍ଚ ଆସିଥିବା ସମସ୍ତଙ୍କ ଠାରୁ ମୁ ହିଁ ସୁପର ଭାବେ ମେକପ କରିଛି, ସମସ୍ତେ ମୋର ହାର ଦେଖି ପ୍ରଶଂସା କରିବେ ବୋଲି ଗର୍ବିତ ହେଲା ଏହି ନାନୀ !ଛି ଭଦ୍ରର ମନ ମଧ୍ୟ ଏହିପରି ଅଛି ବୋଲି ଭାବନା କରି ପ୍ରଜାପତି ଚାରିପଟେ ଦେଖିଲା !ନିମି ନାମକ ଛୋଟ ଝିଅଟି କାନ୍ଦୁଚି !ଏହି କାଂଦୁନୀ ମୁହଁ ପାଖକୁ ଗଲେ କଣ ଲାଭ ବୋଲି ପ୍ରଜାପତି ଭାବନା କରି, ବାହାରକୁ ଆସି ଉଦ୍ଭିଦ ଉପରେ ବ୍ୟବହୃତ ହେଲା !ଏଠାରେ ଥିବା ବହୁତ ଲୋକ ମହାନ ଧନଶାଳୀ ଅଟନ୍ତି !ପ୍ରଜାପତି ଆଲୋଚନା କଲା, କିଏ ବଡ଼ସ୍କେଲ ଧନୀକ ? ଆରାଧନା ସମାପ୍ତ ହେଲା ପରେ ସମସ୍ତେ ବାହାରକୁ ଆସୁଥାନ୍ତି !ସେତେବେଳେ ନିମି ହିଁ ଧନୀକ ବୋଲି ପରମେଶ୍ୱର ସେଇ ପ୍ରଜାପତିକୁ ଜଣାଇଲା !ପ୍ରଜାପତି ପରମେଶ୍ୱରଙ୍କୁ ପଚାରିଲା, ବହୁମୂଲ୍ୟ ତାଙ୍କ ଠାରେ କିଛି ନାହିଁତ ? ବହୁମୂଲ୍ୟ ସର୍ବଶକ୍ତି ମୁଁହିଁ ତାଙ୍କ ହୃଦୟରେ ଅଛି !ମୁଁ ତାଙ୍କ ହୃଦୟରେ ଜନ୍ମ ହେବାକୁ ହେବ ବୋଲି କାନ୍ଦି କାନ୍ଦି ପ୍ରାର୍ଥନା କଲା !ସମସ୍ତେ ମୋତେ ଭୁଲିଯାଇ ଖ୍ରୀଷ୍ଟମାସ ପାଳନ କରୁଛନ୍ତି ବୋଲି ପ୍ରଭୁ କହିବା କ୍ଷଣି, ସେଇ ପ୍ରଜାପତି ଯୀଶୁଙ୍କ ହୃଦୟକୁ ବୁଝିଲା !

 

ହେ ମୋର ଛୋଟ ଭାଇ ଓ ଭଉଣୀମାନେ, କାହାଣୀ ଶୁଣିଲ କି ? ପ୍ରଭୁଯୀଶୁଖ୍ରୀଷ୍ଟଙ୍କର ହୃଦୟକୁ ତୁମ୍ଭେ ମାନେ ଅର୍ଥ କରିଲ ତ !ଏବେ କେମିତି ଖ୍ରୀଷ୍ଟମାସକୁ ପାଳନ କରିବ ? ଯୀଶୁଙ୍କ ସହ ଏକତ୍ର ହୋଇ ନାଇତ କୋଳାହଳ କି ? ହଁ ପିଲାମାନେ, ଆଜିଠୁ ତୁମ୍ଭେ ସମସ୍ତେ ଯୀଶୁଙ୍କ ସହ ଏକତ୍ର ହୋଇ ସେ ଆଶା କରିଥିବା ଅନୁସାରେ ଖ୍ରୀଷ୍ଟମାସ ପାଳନ କରିବ ବୋଲି ମୁଁ ବିଶ୍ୱାସ କରୁଛି !

 

ଶ୍ରୀମତୀ ଅଣଭି ଜ୍ୟୋତି ଷ୍ଟାଲିନ୍

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet