Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-01-2021
Share:

By Village Missionary Movement

Tuesday, 12-Jan-2021

ଆଜିର ବାକ୍ୟ (Oriya) 12-01-2021

ପରିଶ୍ରମରେ ଆନନ୍ଦ 

“ପୁଣି, ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ।“ - ମାର୍କ 13:10

ସାଧୁ ସୁନ୍ଦର ସିଂ ଅନେକ ଗ୍ରାମ ଗୁଡିକ ଯାଇ ଯୀଶୁଙ୍କର ନାମରେ ପ୍ରକାଶ କରିବା ଦ୍ଵାରା ଅନେକ ଲୋକ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାର କର୍ତ୍ତା ରୂପେ ଗ୍ରହଣ କରିଥିଲେ !ଇଶ୍ୱର ସୁନ୍ଦର ସିଂଙ୍କୁ ବହୁତ ଉତ୍ତମ ରୂପେ ବ୍ୟବହାର କରିଥିଲେ !ସୁସମାଚାର ପାଇଁ ଅନେକ ଲୋକ ତାଡନା ପାଇ ଥିବା ବେଳେ ସେ କିନ୍ତୁ ଆନନ୍ଦରେ, ସହାନୁଭୂତିରେ ରହି ଥିବା ଦେଖି ଅନେକ ଲୋକ ସୁସମାଚାର ଗ୍ରହଣ କରିବାକୁ ଆଗଭରା ହେଲେ !ଦିନେ ଗୋଟିଏ ଗ୍ରାମକୁ ଯାଇ ସେଠାରେ ଥିବା ଗଛ ତଳରେ ବସି ଗୀତ ଗାଇବା ଆରମ୍ଭ କଲେ !ବହୁତ ଲୋକ ଋଣ୍ଡ ହେଲେ !ମାତ୍ର ସେଠାରେ ଯୀଶୁ ଖ୍ରୀଷ୍ଟଙ୍କର ବିଷୟରେ କହୁଥିବା ବେଳେ ଜଣେ ଲୋକ ତାଙ୍କ ଉପରେ ରାଗିଲେ !ସାଧୁ ସୁନ୍ଦର ସିଂଙ୍କୁ ମାରିବା ଦ୍ଵାରା ତାର ଶରୀରରେ କ୍ଷତରେ ଭର୍ତି ହୋଇ ଗଲା !ମୁହଁରୁ ରକ୍ତ ଝରିବା ଆରମ୍ଭ ହେଲା !ସମସ୍ତ ତାଡନା ସହ୍ୟ କରି ଉଠି ସୁସ୍ଥ ସହିତ ସେହି ପ୍ରଜାଙ୍କର କ୍ଷମା ନିମନ୍ତେ ପ୍ରାର୍ଥନା କରି ଯୀଶୁଙ୍କର ପ୍ରେମକୁ ପ୍ରକାଶ କରିବା ଆରମ୍ଭ କଲା !ଏହା ଦେଖିବା ଅନେକ ଲୋକ ଖ୍ରୀଷ୍ଟଙ୍କର ପ୍ରତି ବିଶ୍ୱାସ କରିବାକୁ ପ୍ରାରମ୍ଭ କଲେ !

ଆମେ ବାଇବଲରେ ପ୍ରେରିତ କାର୍ଯ୍ୟବଳିର ପଞ୍ଚମ ଅଧ୍ୟାୟରେ ପ୍ରେରିତ ଯୀଶୁଖ୍ରୀଷ୍ଟଙ୍କର ବିଷୟରେ ଲୋକଙ୍କ ନିକଟରେ ପ୍ରଚାର କରିବା ଦ୍ଵାରା ଅନେକ ମହିଳା, ପୁରୁଷମାନେ  ବିଶ୍ୱାସୀ ଭାବେ ପରିବର୍ତ୍ତନ ହୋଇ ଯୀଶୁଙ୍କର ନିକଟକୁ ଆସିଥିବା ପଢିଅଛୁ !ସେତେବେଳେ ପ୍ରଧାନ ଯାଜକଗଣ ପ୍ରେରିତମାନଂକୁ ଡାକି ସେମାନଙ୍କୁ ମାରି ଯୀଶୁଖ୍ରୀଷ୍ଟଙ୍କର ନାମକୁ ପ୍ରଚାର ନ କରିବା ପାଇଁ ଆଜ୍ଞା କଲେ !ସେମାନେ ଅପମାନିତ ହୋଇ ମଧ୍ୟ ସେମାନେ ତାହା ଆନନ୍ଦରେ ସ୍ୱୀକାର କରି ସେଠାରୁ ବାହାରି ପ୍ରତି ଦିନ ମନ୍ଦିରରେ, ଘରେ ଘରେ କଷ୍ଟରେ ଯୀଶୁଙ୍କର ସୁସମାଚାର କରିଥିଲେ !ତାହା ଦ୍ଵାରା ଅନେକ ଲୋକ ଯୀଶୁଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତା ବୋଲି ଗ୍ରହଣ କରୁ ଥିଲେ !

ମୋର ପ୍ରିୟ ବନ୍ଧୁଗଣ, ଆମକୁ ହିଂସା କରୁଥିବା ବ୍ୟକ୍ତି ଉଦ୍ଧାର ପାଇବାର ଅଛି ବୋଲି ଆମେ ଚେଷ୍ଟା କରୁଛୁ କି ? ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ କି ?  ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି । (1ମ ତିମଥି :-2:4)!ସାଧୁ ସୁନ୍ଦର ସିଂଙ୍କ ପରି, ପ୍ରେରିତମାନଙ୍କ ପରି ଜୀବନରେ ଆମେ ପରିଶ୍ରମକୁ ଆନନ୍ଦରେ ଗ୍ରହଣ କରି ପ୍ରତିବାସିଙ୍କୁ ଯୀଶୁଖ୍ରୀଷ୍ଟଙ୍କର ବିଷୟରେ ଅନ୍ୟ ମାନଂକୁ କହିବା !ତାଙ୍କ ସେବା ଅଧିକରୁ ଅଧିକ କରିବା, ସେ ନୀଚୀତ ଆମକୁ ଆଶୀର୍ବାଦ କରିବେ !
-    ଭାଇ ପି. ଷ୍ଟିଭ ମାଥିଉ 

ପ୍ରାର୍ଥନା କରନ୍ତୁ :-ପ୍ରାର୍ଥନା ମନ୍ଦିର ବାନ୍ଦୀବାକୁ ଆବଶ୍ୟକ ହେଉ ଥିବା ଆର୍ଥିକ ସହାୟତା ପୂର୍ଣ୍ଣ ନିମନ୍ତେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet