Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-12-2021
Share:

By Village Missionary Movement

Friday, 24-Dec-2021

ଆଜିର ବାକ୍ୟ (Oriya) 24-12-2021

 

ମାର୍ଗଦର୍ଶୀ ତାରା 

 

“ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ” ମାଥିଉ 2:10

          

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତି ପରେ ଆମେରିକା ଦେଶରେ ସନ୍ଧ୍ୟା ସମୟରେ ଦୁଇ ଜଣ ପିତା ଓ ପୁତ୍ର ଚାଲି ଚାଲି ଯାଉଥାନ୍ତି !ସେହି ଛୋଟ ବାବୁ ଚାରିପଟେ ଥିବା ଘର ଗୁଡିକୁ ଦେଖି ପଚାରିଲା, ବାପା ଏଠାରେ ସମସ୍ତଙ୍କର ଘରେ ନକ୍ଷତ୍ର ଚି଼ହ୍ନ କାହିଁକି ମୁଦ୍ରଣ ହୋଇଛି ? ବାପା ଉତ୍ତର କଲେ, ଏହି ଘରେ ଥିବା କିଏ ଜଣେ ବିଶ୍ୱଯୁଦ୍ଧରେ ଅଂଶ ଗ୍ରହଣ କରି ଥାଇ ପାରନ୍ତି, ତେଣୁ ଆମେରିକା ସରକାର ଏମାନଙ୍କର ସ୍ମରଣାର୍ଥେ ଏହି ନକ୍ଷତ୍ରକୁ ସେମାନଙ୍କର ଘରେ ମୁଦ୍ରଣ କରାଯାଇଛି !ଆଉ କେତେକ ଘରରେ ନକ୍ଷତ୍ରକୁ ସ୍ବର୍ଣ୍ଣ ରଙ୍ଗୀନରେ ମୁଦ୍ରଣ କରାଯାଇଛି !ତାହାର କାରଣଟି ତାହାଙ୍କ ବାପା ବ୍ୟାଖ୍ୟା କଲେ !ଏହି ପରିବାର ତାଙ୍କ ପ୍ରାଣକୁ ଯୁଦ୍ଧରେ ଦେଶ ନିମନ୍ତେ ତ୍ୟାଗ କରିଥିବା ଲୋକେ !ଏଥିପାଇଁ ସରକାର ଏମାନଙ୍କ ଘରରେ ସ୍ବର୍ଣ୍ଣ ରଙ୍ଗୀନରେ ନକ୍ଷତ୍ରକୁ ମୁଦ୍ରଣ କରି ସେମାନଙ୍କୁ ସଂମ୍ମାନନୀତ କରୁଛନ୍ତି !ଆଉ ଅନ୍ଦକାର ହେଉଥିଲେ ଅଳ୍ପ ବାଟ ଗଲା ପରେ ଘର କିଛି ନ ଥିବା ଗୋଟିଏ ପଡ଼ିଆ ନିକଟକୁ ଆସିଲେ !ସେତେବେଳେ ସେହି ବାଳକ ଆକାଶରେ ଗୋଟିଏ ନକ୍ଷତ୍ର ଝଲସିବା ଦେଖି କହିଲା, ବାପା ଆକାଶରେ ଅନେକ ନକ୍ଷତ୍ର ରହିଛି !ସେଥିପାଇଁ ପରମେଶ୍ୱର ତାଙ୍କର ଏକମାତ୍ର ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ଏହି ପୃଥିବୀରେ ପାପରେ ଜୀବନଯାପନ କରିବା ଲୋକମାନଙ୍କ ନିମନ୍ତେ ପଠାଇ କେତେ ପ୍ରେମ ପୃଥିବୀକୁ କଲେ କହିଲେ !

 

ଆମ୍ଭ ବାଇବଲରେ ମଧ୍ୟ ଗୋଟିଏ ନକ୍ଷତ୍ରକୁ ଦେଖାଉଚି !ତାହା ପଣ୍ଡିତମାନଙ୍କୁ ମାର୍ଗଦର୍ଶୀ ନକ୍ଷତ୍ର ଅଟେ !ତାହା ସେମାନଙ୍କୁ ସଳଖ ପଥ କଢାଇ ନେଲା !ସେମାନଙ୍କର ଯାତ୍ରା ରାତ୍ରି ସମୟରେ ହିଁ ହୋଇଥିବ !ହେଲେ ମଧ୍ୟ ସେମାନେ ଶୀତ ବୋଲି ନ ଦେଖି କିପରି ଅବସ୍ଥାରେ ମଧ୍ୟ ଯାତ୍ରା କରି ଯୀଶୁଙ୍କୁ ଅନ୍ୱେଷଣ କରିବାକୁ ନିଜକୁ ଏବଂ ସେମାନଙ୍କର ଉପହାରକୁ ସମର୍ପଣ କଲେ !

 

ପ୍ରିୟ ବନ୍ଧୁଗଣ, ଉପରେ କୁହାଯାଇ ଥିବା ଘଟଣାରୁ ଇଶ୍ୱର ଆମ୍ଭଙ୍କୁ ଶିକ୍ଷା ଦେବା, ସତ୍ୟ କଣ ମାନେ, ସମସ୍ତ ମାନବ ଜାତି ଅନ୍ଧକାର ଅବସ୍ଥା ନୀଚୀତ ଆସିବ !ପଣ୍ଡିତମାନେ ଆକାଶକୁ ଅନାଇଲା ବେଳେ, ସେମାନଙ୍କୁ ନକ୍ଷତ୍ର କେତେ ସଳଖରେ କଢାଇ ନେଲା, ସ୍ୱର୍ଗ ରାଜ୍ୟକୁ ଅପେକ୍ଷାରେ ଥିବା ଆମ୍ଭମାନଙ୍କୁ ମଧ୍ୟ ପରମେଶ୍ୱର ଉତ୍ତମ ମାର୍ଗଦର୍ଶୀ ରୂପେ ରହି, ଯାଉଥିବା ଗମ୍ୟର ସ୍ୱର୍ଗ ରାଜ୍ୟ ନିଚୟ ଆମ୍ଭମାନଙ୍କୁ ନେବେ !ଉପରେ ଆମ୍ଭେ ଦେଖିଥିବା ସେହି ଯୁଦ୍ଧବୀରଗଣ ସେହି ଦେଶର ଅଧିନିୟମକୁ ଅନୁସରଣ କଲା ବେଳେ, ସେହି ଦେଶ ମହାନ ଭାବେ ଗ୍ରହଣ କରି ସଂମ୍ମାନନୀତ କଲାବେଳେ, ଆମ୍ଭେ ଆମ୍ଭର ପ୍ରଭୁଙ୍କର ଆଜ୍ଞାକୁ ମାନିବା ବେଳେ, ତାହା ଠାରୁ ଶ୍ରେଷ୍ଠତମ ନିତ୍ୟ ମହିମାକୁ ଦେବାକୁ ସେ ଶକ୍ତିଶାଳୀ ହୋଇଛନ୍ତି !ଆଲେଲୁଆ, !ଆମେନ !

- ଏସ. ମନୋଜ କୁମାର 

 

ପ୍ରାର୍ଥନାର ଅଂଶ :-

ବିଶେଷକରି ଖ୍ରୀଷ୍ଟମାସ ହେଉଥିବା ସମୟରେ ଉତ୍ତମ ପାଣିପାଗ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet