By Village Missionary Movement
Tuesday, 28-Dec-2021ଆଜିର ବାକ୍ୟ (Oriya) 28-12-2021
ସର୍ବତୋଭାବେ ଗ୍ରହଣ ଯୋଗ୍ୟ
“ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତକୁ ଆସିଲେ; ଏହି ବାକ୍ୟ ବିଶ୍ୱାସ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ; ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ ।“ - ୧ ତୀମଥି 1:15
ଦିନେ ଜଣେ ଯୁବତୀ ସ୍ତ୍ରୀକୁ ସୁସମାଚାର କହିବାକୁ ଚେଷ୍ଟା କଲି !ସେ କହିଲା, ମୁଁ ଜଣେ ଖ୍ରୀଷ୍ଟିଆନ !ତାଙ୍କ ଠାରେ ଆଉ କଥା ହୋଇ ତୁମେ ପରିତ୍ରାଣ ପାଇଛ କି, ବୋଲି ପଚାରିବାରୁ, ସେ ସଙ୍ଗେ ସଙ୍ଗେ ଉତ୍ତର କଲା, ମୁଁ କାହିଁକି ପରିତ୍ରାଣ ପାଇବି ? ମୁଁ ଜନ୍ମରୁ ତ ଖ୍ରୀଷ୍ଟିଆନ ଅଟେ !ମୁଁ ଖ୍ରୀଷ୍ଟିଆନ ଭାବେ ବଢୁଛି !ତାପରେ ମୋତେ କାହିଁକି ପରିତ୍ରାଣ ଆବଶ୍ୟକ ବୋଲି ଓଲଟା ପଚାରିଲା !ତାହାକୁ ପରିତ୍ରାଣ କଣ ବୋଲି ପଚାରିବାରୁ, ସେ ଉତ୍ତର ଦେଇ ପାରିଲାନି !ସଙ୍ଗେ ସଙ୍ଗେ ତାଙ୍କ ଠାରେ କୃଶରେ ଯୀଶୁଖ୍ରୀଷ୍ଟଙ୍କୁ ଚଢାଇ, ରକ୍ତ ଝରାଇ, ମୃତ୍ୟୁ ହୋଇ, ତୃତୀୟ ଦିନ ପୁନଃର୍ବାର ଉଠିଲେ !ଏହି ପୃଥିବୀରେ ଆମ୍ଭ ଜୀବନ ଶେଷ ହୋଇଯିବା ବେଳେ, ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିବାର ଆବଶ୍ୟକ ନାହିଁ !ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିବାର ଉଦ୍ଦେଶ୍ୟ, ପ୍ରତ୍ୟେକ ଜଣ ପାପ କ୍ଷମା ପାଇ, ପରିତ୍ରାଣ ହେବା ଉଚିତ !ତେଣୁ ପାପରୁ ବିମୋଚ ହୋଇଥିବା ଲୋକେ ସ୍ୱର୍ଗ ରାଜ୍ୟକୁ ଯିବେ !ସେହିପରି ଯଦି ପାପରେ ରୁହନ୍ତି, ତେବେ ନର୍କକୁ ଯିବେ !ତେଣୁ ପ୍ରତ୍ୟେକ ଜଣ ପାପରୁ ଉଦ୍ଧାର ହେବା ହେଉଛି ପ୍ରଭୁଙ୍କର ଇଚ୍ଛା ଥିବା ବେଳେ, ସେ କହିଥିବା ଉତ୍ତର ମୁଁ କୌଣସି ପାପ କରିନାହିଁ !ବାଇବଲ କୁହେ, ଆମ୍ଭମାନଙ୍କର ପାପ ନାହିଁ ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ (1ମ ଯୋହନ 1:8)!ଏହା ନ ଜାଣି ମୋ ଠାରେ ପାପ ନାହିଁ, ମୁଁ କାହିଁକି ପରିତ୍ରାଣ ପାଇବି ବୋଲି ଭାବିବା ଲୋକ ଅନେକ ଅଛନ୍ତି !ସେହିପରି ନୁହେଁ, ଆମ୍ଭ ଠାରେ ଥିବା ପାପ ଗୁଡିକ ସ୍ୱୀକାର କରି ପରିତ୍ରାଣ ପାଇକି ଥିବା !
ପ୍ରିୟ ବନ୍ଧୁଗଣ, ଆଜି ମଧ୍ୟ ଏହିପରି ଲୋକ ଅନେକ ଅଛନ୍ତି !ମୁଁ ଏବଂ ଆମ୍ଭର ବଂଶଭଵ ଖ୍ରୀଷ୍ଟିଆନ ବୋଲି କହନ୍ତି !କିନ୍ତୁ ପରିତ୍ରାଣ ପାଇଛ କି ବୋଲି ପଚାରିବା ବେଳେ, ନାହିଁ କହନ୍ତି !ବାଇବଲରେ ଯଦି ଆମେ ଦେଖୁ, ଯୀଶୁଖ୍ରୀଷ୍ଟ (ଯୋହନ :-3:3)ରେ ନୀକଦୀମକୁ ଏପରି କହନ୍ତି, ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରେ ନାହି !ତେଣୁ ପାପରୁ ବିମୋଚନ ହୋଇ ଖ୍ରୀଷ୍ଟଙ୍କ ଠାରେ ପୁନଃର୍ବାର ଜନ୍ମ ହେବା ଅନୁଭବ ପାଇବା !ଏହା ପାଠ କରିଥିବା ଆପଣ ମଧ୍ୟ ପରିତ୍ରାଣ ପାଇଛ କି ? ଏହାକୁ ପ୍ରମାଣ କର !ଯୀଶୁଖ୍ରୀଷ୍ଟ ଆପଣଙ୍କୁ ପରିତ୍ରାଣ ଦେବାକୁ ପ୍ରସ୍ତୁତ ଅଛନ୍ତି !ତାହାଙ୍କର ପରିତ୍ରାଣ କେହିବି ପାଇ ପାରିବେ !ନୂତନ ବର୍ଷ ପର୍ଯ୍ୟନ୍ତ ବିଳମ୍ବ କରନ୍ତୁ ନାହିଁ !ଆଜି ହିଁ ସେହି ପରିତ୍ରାଣକୁ ପାଆନ୍ତୁ !
- ଭାଇ ପି. ଭି. ବିଲିଅମ୍ସ
ପ୍ରାର୍ଥନାର ଅଂଶ :-
ସାତ ହଜାର ମିଶିନାରୀ ଏକ ଲକ୍ଷ ଗ୍ରାମ ଦର୍ଶନ ପାଇବା ଯୋଜନାରେ ସମସ୍ତ ରାଜ୍ୟରୁ ବାର ଜଣ ସେବକକୁ ସଦାପ୍ରଭୁ ଆମ୍ଭଙ୍କୁ ଦୟା କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.