Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 29-12-2021
Share:

By Village Missionary Movement

Wednesday, 29-Dec-2021

ଆଜିର ବାକ୍ୟ (Oriya) 29-12-2021

 

ଏହି ପରି ଆହ୍ୱାନ 

 

“ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ ।“ - ଯୋହନ 1:9

 

ଷ୍ଟିଫେନ ଓ ଶ୍ୟାମ ଦୁଇ ଜଣ ଯୁବକ ଅଟନ୍ତି !ସେହି ବର୍ଷ ଆରମ୍ଭରେ ସେମାନଙ୍କ ମଧ୍ୟରେ ଗୋଟିଏ ଆହ୍ୱାନ କଲେ !କଣ ସେହି ଆହ୍ୱାନ ? ଗୋଟିଏ ବର୍ଷରେ ଏକ ଶହ ଯୁବତୀ ଝିଅମାନଙ୍କୁ ବନ୍ଧୁ କରି, ସେମାନଙ୍କର ଫୋନ ନମ୍ବର ଗୁଡିକ ନିଆଯିବା ଉଚିତ !ଷ୍ଟିଫେନ ଯୀଶୁଙ୍କୁ ପ୍ରେମ କରୁଥିବା ଯୁବକ ଥିଲେ !ଯୀଶୁଙ୍କ ପ୍ରତି ବହୁତ ପ୍ରେମ ଦେଖାଉ ଥିବା ବ୍ୟକ୍ତି ଥିଲେ !ହେଲେବି ସେହି ଅପବ୍ୟୟ ପୁତ୍ରଙ୍କ ସଦୃଶ୍ୟ, ଯୀଶୁଙ୍କୁ ପରିତ୍ୟାଗ କରି ଏହି ଆହ୍ୱାନକୁ ଗ୍ରହଣ କଲା !କେବଳ ସେତିକି ନୁହେଁ, ସେ କଣ କହିଲେ ଜାଣିଛ କି ? ଦେଖ ଏହି ଆହ୍ୱାନରେ ମୁଁ ହିଁ ବିଜୟୀ ହେବି !ଏଥିପାଇଁ ଅନେକ କାର୍ଯ୍ୟ ଗୁଡିକ କରିବାକୁ ଆରମ୍ଭ କଲା !ତାହାର କେଶର ଷ୍ଟାଇଲ, ଡ୍ରେସର, ଚରିତ୍ର ସମସ୍ତ ଝିଅମାନେ ଦେଖିବାକୁ ହେବ, ଆକର୍ଷିତ ହେବାକୁ ହେବ, ଏହି ଉଦ୍ଦେଶ୍ୟରେ ସମସ୍ତ ପରିବର୍ତ୍ତନ କଲା !ପାଖାପାଖି ସେହି ଦିନ ଠାରୁ ଯୀଶୁଙ୍କୁ ଭୁଲି ଗଲା, ମାତ୍ର ଯୀଶୁ ତାହାକୁ ଭୁଲି ନାହାନ୍ତି !କାହିଁକିନା ଲୁକ :-15:20 ଅନୁସାରେ ଯୀଶୁ ବାସ୍ତବରେ ଅଛନ୍ତି !ଷ୍ଟିଫେନ ସାତ ମାସରେ ଛଅସ୍ତରୀ ଝିଅଙ୍କ ସହ ବନ୍ଧୁତା କରିଲା !ଏଥିରେ ଏହାହିଁ ତାହାର ଲକ୍ଷ୍ୟ ହୋଇ ଥିଲା !ଏହି ବିଷୟରେ ଇଏ ଅନେକ ଜ୍ଞାନରେ ଟର୍ନ ଆଉଟ ହୋଇଗଲା !

 

ଆଜିର ଡିସେମ୍ବର ଅଣତିରିଶ ତାରିଖ ଷ୍ଟିଫେନଙ୍କ ସହ ପରମେଶ୍ୱର କଥା କହିବା ଆରମ୍ଭ କଲା !ସେ ଦିନ ରାତ୍ରି ସମୟରେ ପରମେଶ୍ୱର କଥା ହେଲେ !ତୁମ୍ଭ ପାଇଁ ମୁଁ ମୃତ୍ୟୁବରଣ କଲି, ମୋ ପାଇଁ ତୁମ୍ଭେ କଣ କରିଛ ? ତୁମ୍ଭ ପ୍ରତି ମୁଁ ମହାନ ଯୋଜନାର ଉଦ୍ଦେଶ୍ୟ ମୋର ଅଛି !ତୁମ୍ଭେ ସେବା କାର୍ଯ୍ୟ କରିବାକୁ ସେବା ମଧ୍ୟ ପ୍ରସ୍ତୁତ କରିଅଛି !ମୋ ନିମନ୍ତେ ତୁମ୍ଭେ କଣ କରିବାକୁ ଯାଉଛ ? ବୋଲି ତୀକ୍ଷ୍ଣରେ ତାଙ୍କ ସହ କଥା ହେବାକୁ ଆରମ୍ଭ କଲେ !ପ୍ରଭୁଙ୍କର କଥାକୁ ଆଜ୍ଞାବହ ହୋଇ, ତାଙ୍କ ମୋବାଇଲର ସିମକୁ କାଢି ଭାଂଗିଲା !ସେହି ଦିନ ରାତିରେ ହିଁ ସେ ନିଜକୁ ପରମେଶ୍ୱରଙ୍କ ହସ୍ତରେ ସମର୍ପିତ ହେଲା !ଆମ୍ଭମାନଙ୍କୁ ମଧ୍ୟ ପରମେଶ୍ୱର ଶାଉଲରୁ ପାଉଲ ରୂପେ ପରିବର୍ତ୍ତନ କରିଥିବା ଇଶ୍ୱର, ଆମ୍ଭଙ୍କୁ ମଧ୍ୟ ପରିବର୍ତ୍ତନ କରି ପାରିବେ !ପତ୍ରିକାକୁ ଚିରିଥିବା ବ୍ୟକ୍ତିଙ୍କୁ ପତ୍ରିକା ଲେଖକ କରିଥିବା ପରମେଶ୍ୱର !ଯୀଶୁଙ୍କୁ ଭୁଲି ଝିଅମାନଙ୍କୁ ଅନୁସରଣ କରିଥିବା ଯୁବକକୁ ସେ ହିଁ ତାଙ୍କ ନିକଟକୁ ଆସି, ତାଙ୍କ ସହ କଥା ହୋଇ ତାଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କଲେ !ପାପର ଫାଶରେ ଥିବା ବ୍ୟକ୍ତିଙ୍କୁ ଉଠାଇଛି !ବର୍ତମାନ ଭି. ଏମ. ଏମ. ସେବାରେ ସଂପୂର୍ଣ୍ଣ ସେବକ ଭାବେ ସେବା କରୁଛି !

 

ବନ୍ଧୁଗଣ, କିପ୍ରକାର ବ୍ୟକ୍ତିକୁ ମଧ୍ୟ ସେ ଜ୍ୟୋତି କରି ପାରନ୍ତି, ପରିବର୍ତ୍ତନ କରାଇ ପାରନ୍ତି !ହଁ, କିପ୍ରକାର ମନୁଷ୍ୟକୁ ମଧ୍ୟ ଆମ୍ଭ ଯୀଶୁ ତୀରସ୍କାର କରନ୍ତି ନାହିଁ !ତାଙ୍କ ଠାରେ ଥିବା ପାପକୁ ଯୀଶୁ ତୀରସ୍କାର କରିନ୍ତି !ତେଣୁ କୌଣସି ଅନୁମାନ କରାଯାଇ ଥିବା ଅବସ୍ଥାରେ ଥିଲେବି ତାଙ୍କୁ ଦେଖ !ସେ ଆପଣଙ୍କୁ ମୁକ୍ତ କରିବେ, ବିମୋଚିତ କରିବେ, ବ୍ୟବହାର କରିବେ !

- ଭଉଣୀ ରୋଶଳିନ୍ 

 

ପ୍ରାର୍ଥନାର ଅଂଶ :-

ସାତ ହଜାର ମିଶିନାରୀ ଦ୍ଵାରା ଏକଲକ୍ଷ ଗ୍ରାମ ଦର୍ଶନ କରିବାକୁ ସମର୍ପିତ ହୋଇଥିବା ସେବକମାନେ ଆମ୍ଭ ସହ ଏକତା ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis wbahis grandpashabet betgit betsalvador matbet meritking