Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-12-2021
Share:

By Village Missionary Movement

Friday, 31-Dec-2021

ଆଜିର ବାକ୍ୟ (Oriya) 31-12-2021

 

ଅଭିବାଦନ କରିବାର ସମୟ ଆସିଛି 

 

“ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ;” - ଗୀତସଂହିତା 103:2

 

2021 ମସିହାର ଶେଷ ଦିନରେ ପହଁଚିଥିବା ଆମ୍ଭେ, ଆମ୍ଭ ସଦାପ୍ରଭୁଙ୍କୁ କୃତଜ୍ଞତା ଜଣାଇବାକୁ ବଦ୍ଧପରିକର ଅଟୁ !କରୋନା ନାମକ ମହାମାରୀ ରୋଗ 2020 ମସିହା ମାର୍ଚ୍ଚ ମାସରେ ଆମ୍ଭମାନଙ୍କୁ ଧମକ ଦେଇ,ଆମ୍ଭମାନଙ୍କ ମଧ୍ୟରେ ଅନେକଙ୍କୁ ବଳିକରି 2021 ମସିହା ପର୍ଯ୍ୟନ୍ତ ଜାରିରଖିଲା !କିନ୍ତୁ ଆପଣ ଓ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ସଜୀଵ ଭାବରେ, ଆରୋଗ୍ୟରେ ବଂଚିବାକୁ ପରମେଶ୍ୱର କୃପା ଦେଖାଇଲେ !ଖ୍ରୀଷ୍ଟିଆନ ଜୀବନରେ କୃତଜ୍ଞତା ଗୁରୁତ୍ୱପୂର୍ଣ୍ଣ ଏବଂ ମୁଖ୍ୟ ଅଟେ !ଏହି ଅବସ୍ଥାରେ ମୋର ସାକ୍ଷୀ ତୁମ୍ଭଠାରେ ବାଣ୍ଟିବାକୁ ମୁଁ ବହୁତ ଖୁସି ବ୍ୟକ୍ତ କରୁଛି !

 

ମୋର ତରୁଣ ବୟସରେ ମୋର ପିତାମାତାଙ୍କୁ ହରାଇ, ମୋର ଭାଇ ଓ ଭଉଣୀଙ୍କୁ ଇଶ୍ୱର କଢାଇ ନେବା ବିଧାନକୁ ପ୍ରତ୍ୟେକ ଦିନ ମନେ ପକାଇ କୃତଜ୍ଞତା ଓ ସ୍ତୁତି ଜଣାଉଛି !ଏକଲା ଥିବା ମୋତେ ସଇତିରିଶ ବର୍ଷରେ ବିବାହିତ ଏକ ପାରିବାରିକ କଲେ !ତାହାଙ୍କର ସେବା କରିବାକୁ ଦୟା କଲେ !ଦୁଇ ବର୍ଷ କାଳ ସନ୍ତାନ ବିହୀନ ହୋଇ, ଚାଳିଶି ବର୍ଷରେ ଜଣେ କନ୍ୟା ସନ୍ତାନକୁ ଓ ବୟାଳଶି ବର୍ଷରେ ଜଣେ ପୁତ୍ର ସନ୍ତାନଙ୍କୁ ସଦାପ୍ରଭୁ ଦେଇ, ସେମାନଙ୍କୁ ପୋଷଣ କରି ବଡ଼ କରିବାକୁ ଅନୁଗ୍ରହ କଲେ !ତାହାକୁ ମନେ କରି ପ୍ରତ୍ୟେକ ଘଡିକୁ କୃତଜ୍ଞତା ଜଣାଉ ଅଛି !ମୁଁ ବିନଷ୍ଟ ନ ହୋଇ ରହିବା ତାହାଙ୍କ ଅନୁଗ୍ରହ !

 

ମୋର ପରିଶ୍ରମ ଓ ଅରୋହଣ ଦ୍ଵାରା ପରମେଶ୍ୱର ମୋତେ ଅନେକ ଆଶୀର୍ବାଦ ଗୁଡିକ ଓ ଉପକାରିତା ଦେଲେ !ମୁଁ ଅନ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲି, ଅନାଥ ପିଲାମାନଙ୍କୁ, ଅବିବାହିତ ଯୁବକ ପିଲାମାନଙ୍କୁ, ସନ୍ତାନ ଅପେକ୍ଷାରେ ଥିବା ପିତାମାତାଙ୍କୁ, ଏହି ସମସ୍ତଙ୍କୁ ବୋଝର ସହିତ ପ୍ରାର୍ଥନା କରିବା, ପ୍ରାର୍ଥନାର ଆତ୍ମାକୁ ମୋତେ ପରମେଶ୍ୱର ଦୟା କରି, ପ୍ରାର୍ଥନା କରିବାକୁ ସହାୟକ ହେଉଛନ୍ତି !ଆମ୍ଭେମାନେ ଏବେ ପର୍ଯ୍ୟନ୍ତ କେତେ ଦୁଃଖ, ବେଦନା, ପରିଶ୍ରମ ମାଧ୍ୟମରେ ଯାଇଥାଇପାରୁ !କିନ୍ତୁ ଆମ୍ଭେମାନଙ୍କୁ ସଜୀଵରେ ରଖିଥିବା ପରମେଶ୍ୱରଙ୍କୁ କୃତଜ୍ଞତା ଜଣାଇବା ନାହିଁ କି ? ସବୁବେଳେ ଆମ୍ଭେ ଚାହୁଁଥିବା ନ ହେଲେ ସୁଧା, ସେ ଆମ୍ଭଙ୍କୁ ଉଠାଇ ଧରି, ବୋହି କଢାଇ ଆସୁଛନ୍ତି !ତେଣୁ କେବେ ସମସ୍ତ କାର୍ଯ୍ୟକୁ କୃତଜ୍ଞତାର ହୃଦୟରେ ଜୀବନଯାପନ କରିବା !କଣ ପାଇଁ ଉଦ୍ଦେଶ୍ୟ କରି, ଏହି ବର୍ଷକୁ ଶେଷ କରି ନୂତନ ବର୍ଷରେ ସଦାପ୍ରଭୁ ପ୍ରବେଶ କରୁଛନ୍ତି, ସେହି ଉଦ୍ଦେଶ୍ୟ ସଫଳ କରିବାକୁ ସମର୍ପିତ ହୋଇ ପ୍ରାର୍ଥନା କରିବା !ପରମେଶ୍ୱରଙ୍କର ଉତ୍ତର ସହିତ ନୂତନ ବର୍ଷରେ ପ୍ରବେଶ କରିବାକୁ ସଦାପ୍ରଭୁର ଦୟା କରନ୍ତୁ, ଆମେନ୍ !

- ଶ୍ରୀମତୀ ସାରୋଜା ମୋହନ ଦାସ 

 

ପ୍ରାର୍ଥନାର ଅଂଶ :-

ଆସୁଥିବା 2022 ମସିହାରେ ସଦାପ୍ରଭୁଙ୍କର ଦୟା ଆମ୍ଭମାନଙ୍କ ପ୍ରତି ଆଦର କରି, ସଦାପ୍ରଭୁ ଦୟା କରିଥିବା ଯୋଜନାରେ ସଦାପ୍ରଭୁ ଆମ୍ଭମାନଙ୍କୁ କଢାଇ ନେବାକୁ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom meritking perabet casibom holiganbet galabet casibom padişahbet padişahbet giriş grandpashabet jojobet tambet grandpashabet radissonbet nesinecasino betbey cratosroyalbet grandpashabet betpuan betsalvador matbet meritking perabet perabet giriş instagram ban service betsilin betsilin giris pashagaming pashagaming giris gorabet gorabet giris kralbet holiganbet grandpashabet grandpashabet giriş https://tr.holiganbet-30temmuz.art/