By Village Missionary Movement
Wednesday, 13-Jan-2021ଆଜିର ବାକ୍ୟ (Oriya) 13-01-2021
ଆପ ଡେଟ ହେଲ କି ?
“ଯେଣୁ ତୁମ୍ଭମାନଙ୍କ ଆଜ୍ଞାବହତାର କଥା ସମସ୍ତ ଲୋକଙ୍କ ମଧ୍ୟରେ ବ୍ୟାପିଯାଇଅଛି; ଅତଏବ, ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, କିନ୍ତୁ ତୁମ୍ଭେମାନେ ଯେପରି ସତ୍ ବିଷୟରେ ଜ୍ଞାନୀ ଓ ଅସତ୍ ବିଷୟରେ ଅମାୟିକ ହୁଅ, ଏହା ମୋହର ଇଚ୍ଛା।“ - ରୋମୀୟ 16:19
ଆମେ ବଞ୍ଚୁ ଥିବା ଏହି କାଳରେ ଟ୍ରେନଣ୍ଡିଙ୍ଗ ବୋଲି ପଦ ବହୁତ ଶୁଣୁଅଛୁ !ଦିନେ ମୁଁ ଶୀତଳ ପ୍ରାନ୍ତ କୋଡେଇକେନାଲ ଯାଇ ଥିଲି !ସେଠାରେ ଜଣେ ଲୋକ ବରଫ ଖଣ୍ଡରେ ଭର୍ତି ଥିବା ଏକ ବାଳଟିକୁ ନେଇ ତାଙ୍କ ମୁଣ୍ଡରେ ଗାଧେଇ ସେହି କୋଡେଇକେନାଲର ଶୀତରେ ଥରୁ ଥାଏ !ତାହାକୁ ତାଙ୍କ ସାଙ୍ଗ ସାଥି ଆନନ୍ଦରେ ଭିଡିଓ ଉତ୍ତଳୋନ କରୁଥାନ୍ତି ! ଏହା କଣ କହିଲେ, ତାହା ବରଫ ବାଳଟିର ଉଚ୍ଚବ (ice bucket challenge )କହି ବର୍ତମାନର ସଉଖିନ ଅଟେ କଣ ତୁମେ ଜାଣି ନ କି କହି ଫାଲତୁରେ ଦେଖନ୍ତି !
କିନ୍ତୁ ସତ କଣ କହିଲେ ବରଫ ବାଳଟି ଉଚ୍ଚବ କହିଲେ ସ୍ନାୟୁ ରୋଗର ସକ୍ରିୟତା ନିମନ୍ତେ !ସେହି ରୋଗରେ ପୀଡିତ ହୋଇ ଥିବା ଲୋକଙ୍କର ଦାନ ନିମନ୍ତେ ଛଅ ବର୍ଷ ପୂର୍ବରୁ ଏହା ବ୍ୟବହାର ହୋଇ ଆସୁ ଥିବା ବିଧାନ !ମାତ୍ର ଏହି ଯୁଗରେ ତାହା ଏକ ଖେଳ ରୂପେରେ ବଦଳି ଗଲା !ବର୍ତମାନ ସେମାନେ କଣ ପାଇଁ କରୁଛନ୍ତି ତାହା ବୁଝି ନ ପାରିବା ପରିସ୍ଥିତିରେ ଯୁବକ ଯୁବତୀଗଣ ଅଛନ୍ତି !ତାଙ୍କ ଦୃଷ୍ଟିରେ ସେମାନେ ସମସ୍ତ ଜାଣିଥିବା ଆପ ଟୁ ଡେଟ ଜ୍ଞାନୀ ବୋଲି ଭାବୁଛନ୍ତି !ତାହା ଜାଣି ନ ଥିବା ଲୋକଙ୍କୁ ମୂର୍ଖାମୀ କଥା ଆମକୁ ମଧ୍ୟ ନିରୁଉଚ୍ଚାହ ଲାଗୁଚି !ମାତ୍ର ମୋର ପ୍ରିୟ ଭାଇ ଓ ଭଉଣୀମାନେ ତୁମେ ଜାଗତିକତାରେ ବଞ୍ଚିବା ନିମନ୍ତେ ଆହ୍ୱାନ ହୋଇ ନାହଁ !ବାଇବଲ କହେ ତୁମ୍ଭେମାନେ ଯେପରି ସତ ବିଷୟରେ ଜ୍ଞାନୀ ଓ ଅସତ ବିଷୟରେ ଅମାୟୀକ ହୁଅ !ହେଲେ ଆମେ ପ୍ରଭୁଙ୍କର ସନ୍ତାନମାନେ ଆପ ଡେଟ ହୋଇ ନାହୁଁ କହି ଦୁଃଖିତ ହେବାକୁ ନାହିଁ !ପବିତ୍ର ଆତ୍ମାଙ୍କର ସାହାଯ୍ୟରେ ବାଇବଲକୁ ରାତି ଦିନ ଧ୍ୟାନରସହ ରହିଲେ ବର୍ତମାନ କାଳରେ ଘଟୁଥିବା ପରିସ୍ଥିତି ହିଁ ନୁହେଁ ସୃଷ୍ଟିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘଟୁଥିବା ବିଷୟରେ ଜାଣିପାରୁ ଥିବା ଜ୍ଞାନୀ ବୋଲି ତୁମେ ଭୁଲିଯିବ ନାହିଁ !
ଏହି ଜଗତ ମନ୍ଦତାକୁ ଅନୁସରଣ କରୁଛି, ଯଥା ମୋଡେର୍ଣ, ଟ୍ରେଣ୍ଡ, ଷ୍ଟାଏଲ ବୋଲି ତାଙ୍କର ଚାଲିଚଳଣି, କଥାଭାଷା ବିଧାନ ସବୁ ସବୁଠିରେ ନୂତନ ବିଧାନ ଦେଖା ଯାଉଛି !ଏବେ ଘଟୁଥିବା କାର୍ଯ୍ୟ ସମସ୍ତ ବର୍ତମାନ ଫେସନ କହି କୁହାଯାଉଛି !ଆମେ ସମସ୍ତେ ଏହି ଜାଗତିକ ମାର୍ଗରେ ନୁହେଁ, ଇଶ୍ୱରଙ୍କର ଭକ୍ତିରେ ଇଶ୍ୱରଙ୍କର ଇଚ୍ଛାର କାର୍ଯ୍ୟରେ ଜ୍ଞାନୀ ରୂପେ ରହିବା !ଏହି 2021ବର୍ଷରେ ବିନାଶ ହେଉଥିବା ଜଗତକୁ ନୁହେଁ ସବୁବେଳେ ଆପ ଡେଟ ହେଉ ଥିବା ଇଶ୍ୱରଙ୍କର ବାକ୍ୟକୁ ପ୍ରାଧାନ୍ୟ ଦେବା !
- ଶ୍ରୀମତୀ ଝେସସ୍ପିନ ଆଲେକ୍ସ
ପ୍ରାର୍ଥନା କରନ୍ତୁ:- ଓଡିଶାରେ ନୂଆ ରୂପେ ନିର୍ମାଣ ହୋଇ ଥିବା ମନ୍ଦିରର ବିଶ୍ୱାସୀମାନଙ୍କର ଅତ୍ମୀୟତା ନିମନ୍ତେ !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.