Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-01-2022
Share:

By Village Missionary Movement

Thursday, 06-Jan-2022

ଆଜିର ବାକ୍ୟ (Oriya) 06-01-2022

 

ହତାଶ ବ୍ୟକ୍ତି 

 

“ଦେଖନ୍ତୁ, ମୁଁ ସ୍ୱର୍ଗକୁ ଖୋଲା ହୋଇଥିବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଅଛି ।“ - ପ୍ରେରିତ 7:56

 

କିରିମିୟାନ୍ ଯୁଦ୍ଧରେ ବ୍ରିଟିଶ ସରକାର ବିଜୟୀ ହେଲେ !ଲଣ୍ଡନ ମହାନଗର ପାହାଡ଼ରେ ଅତ୍ୟଧିକ ହୋଇଯାଇଥିଲା !ଭିକଟୋରିୟା ମହାରାଣୀ ଯୁଦ୍ଧରେ କରିଥିବା ଶାହାସରେ ଯିହୂଦୀମାନଙ୍କୁ ସ୍ଵର୍ଣ ପଦକ ଦେଇ ସଂମ୍ମାନ କଲା !କିଛି ସୈନିକ ହାତରେ ଓ ଗୋଡ଼ରେ ବଡ଼ ବଡ଼ ପଟି ବାନ୍ଦୀ ଆସିଲେ !ଆଉ କେତେ ଜଣ ହାତର ବାଡ଼ିକୁ ଆଧାରିତ ହୋଇ ଆସିଲେ, ହାତର ବାଡ଼ି ସାହାଯ୍ୟରେ ଆସିଲେ !ଗୋଟିଏ ମୁରୁଖୀ ହସରେ ଭିକଟୋରିୟା ମହାରାଣୀ ପ୍ରୋଛାହନ କରି ସେମାନଙ୍କୁ ଉପହାର ବଢ଼ାଇ ଦେଉଥାଏ !ଶେଷରେ ଜଣେ ମନୁଷ୍ୟକୁ ଚାରିଜଣ ବ୍ୟକ୍ତି ବୋହିକି ଆସିଲେ !ସେ ଯୁଦ୍ଧରେ ହତାଶ ହୋଇ ଯୁଦ୍ଧ କରିଥିବା ଯୋଦ୍ଧା !ସେହି ଯୁଦ୍ଧରେ ତାର ଦୁଇଟି ହାତ ଓ ଗୋଡ଼କୁ ହରାଇଲା !ତାହାର ମୁଖ ଯୁଦ୍ଧରେ ବିବର୍ଣ୍ଣ ହେଲା !ଦେଖିବାକୁ ଅସହ୍ୟ ଦେଖାଗଲା !

 

ଭିକଟୋରିୟା ମହାରାଣୀ ଗମ୍ଭୀରତା ସହ ତାଙ୍କ ନିକଟକୁ ଗଲା !ସେହି ମହାନ ସ୍ଵର୍ଣ ପଦକକୁ ତାଙ୍କୁ ଦେଲା !କେବଳ ସେତିକି ନୁହଁ ନଇ ପଡି ତାହା କପାଳରେ ଚୁମା କରି ହେ ବିଶ୍ୱସ୍ତ ସେବକ ବୋଲି ଡାକିଲା !ତାହାଙ୍କ ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହେଲା !ତାହାର ସମସ୍ତ ବେଦନା ଭୁଲିଗଲା !ସ୍ଥିଫନଙ୍କୁ ମଧ୍ୟ ପଥରରେ ମାରି ତାଙ୍କ ସମସ୍ତ ଶରୀର ରକ୍ତ ଝରି ବେଦନାରେ ଆକାଶକୁ ସ୍ଥିର ଦୃଷ୍ଟିରେ ଦେଖିବା ବେଳେ ବେଳେ ପରମେଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱରେ ଯୀଶୁ ରହିଥିବା ଦେଖିବା ବେଳେ, ସେ ସ୍ଥିଫନଙ୍କୁ ଆହ୍ୱାନ କଲା ଭଳି ସେହି ଦୃଶ୍ୟଟି ଥିଲା !ସେତେବେଳେ ସ୍ଥିଫନ ପ୍ରଭୁଯୀଶୁଙ୍କୁ ମୋର ଆତ୍ମା ସମର୍ପିତ କରୁଛି ବୋଲି ପ୍ରାର୍ଥନା କଲା !

 

ଏହା ପଡ଼ୁଥିବା ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭ ବିଷୟରେ କେମିତି ସାକ୍ଷୀ ଅଛି ? ଆଲୋଚନା କରି ଦେଖିବା !ସଦାପ୍ରଭୁଙ୍କର ରାଜ୍ୟ ଏହି ପୃଥିବୀରେ ସ୍ଥାପନ କରିବାକୁ ଆମ୍ଭେ ତ୍ୟାଗ କରି ଧଉର୍ଯ୍ୟରେ ଠିଆ ହେବା ଅନେକ ଆବଶ୍ୟକ !ଆମ୍ଭେ ବାସ କରୁଥିବା ସ୍ଥାନରେ, କାର୍ଯ୍ୟ ସ୍ଥଳରେ, ଯୀଶୁଙ୍କର ନାମ ପ୍ରକାଶିତ କରିବାକୁ, ମହିମା କରିବାକୁ ଆମ୍ଭେ ଯେକୌଣସି ହରାଇଲେ ମଧ୍ୟ ଚିନ୍ତା ନାହିଁ ବୋଲି ତ୍ୟାଗ କରି ସାକ୍ଷୀ ହୋଇ ଠିଆ ହେବା !ଗୋଟିଏ ଦେଶର ବିଜୟୀ ନିମନ୍ତେ ଜଣେ ମନୁଷ୍ୟ ତାଙ୍କ ହାତକୁ ଓ ଗୋଡ଼କୁ ହରାଇବାକୁ ଯଦି ହତାଶ ହୁଏ, ଆମ୍ଭ ପରମେଶ୍ୱରଙ୍କର ସ୍ୱର୍ଗ ରାଜ୍ୟର ଭଲ ପାଇଁ ଆମ୍ଭେ ଯେକୌଣସି କାର୍ଯ୍ୟବି ହରାଇବାକୁ ସିଦ୍ଧରେ ହତାଶ ହୋଇ ଠିଆ ହେବା !

- ଶ୍ରୀମତୀ ଜସ୍ମିନ ପାଲ 

 

ପ୍ରାର୍ଥନାର ଅଂଶ :-

ଭି. ଏମ. ଏମ. ସ୍ଥାପକ ଡେଭିଡ ଗଣେଶନଙ୍କୁ ପରମେଶ୍ୱର ଶକ୍ତିଶାଳୀ ରୂପେ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet çorlu escort çorlu escort