Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-01-2021
Share:

By Village Missionary Movement

Thursday, 14-Jan-2021

ଆଜିର ବାକ୍ୟ (Oriya) 14-01-2021

ପରୀକ୍ଷାସିଦ୍ଧ ବିଶ୍ୱାସ 

“...ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ ।“ - ୧ ପିତର 1:7

1831ମସିହା ମାର୍ଚ୍ଚ 7ତାରିଖରେ ଜର୍ଜ ମୁଲାୟରଙ୍କର ଜୀବନରେ ସେହି ଦିନରେ ବଡ଼ ଦୁଃଖର ଦିନ ଅଟେ !ସେହି ଦିନରେ ତାଙ୍କ ଆଶ୍ରମକୁ ଏକ ବଡ଼ ଆବଶ୍ୟକ ପଡିଲା !ସେହି ଆବଶ୍ୟକତା ତାଙ୍କ ହୃଦୟରେ ଚାପି ହୋଇ ରହିଥିଲା !ସେହି ଫାଙ୍କାରେ ପଶି ସଇତାନ ଜର୍ଜଙ୍କର ଆଡକୁ ଚାହିଁ ପଚାରିଲା, ଏବେ ତୁମେ କଣ କରିବାକୁ ଯାଉଛ, ଏହା କିପରି ସାଧ୍ୟ ଅଟେ !ସଂଗେ ସଂଗେ ମୁଲାୟର ତାଙ୍କ ଆବଶ୍ୟକକୁ ପରମେଶ୍ୱରଙ୍କର  ସମୁଖରେ ଥୋଇ ପ୍ରାର୍ଥନା କଲା ସଂଗେ ସଂଗେ ତାଙ୍କ ମନରେ ଗୋଟିଏ ମହାନ ସମାଧାନ ପାଇ ଗଲା !ସେହି ଦିନ ସନ୍ଧ୍ୟାରେ ଇଶ୍ୱରଙ୍କର ଦ୍ଵାରା ପ୍ରେରଣା ପାଇ ଜଣେ ଧନୀ ବ୍ୟକ୍ତି ଗୋଟିଏ ସୁନାର ହାର ଆଣି ତାଙ୍କୁ ଉପହାର ରୂପେ ଦେଲା !ତାଙ୍କ ଆବଶ୍ୟକ ସମସ୍ତ ପୂର୍ଣ୍ଣ ହେଲା !ଏହା କିପରି ସାଧ୍ୟ ବୋଲି ବାଜି କରି ଥିବା ସାଇତାନ ନିଜକୁ ନିଜେ ଲଜ୍ଜିତ ହେବା କାରଣ ବିଶ୍ୱାସ !

ଯଦି ଆମେ ବାଇବଲରେ ଦେଖିବା,  ଉଷ ଦେଶୀୟ ଆୟୁବ ସେହି ମଣିଷ ଶୁଦ୍ଧ ଓ ସରଳ ଓ ପରମେଶ୍ୱର ଭୟକାରି କୁକ୍ରିୟାତ୍ୟାଗି ବୋଲି ପରମେଶ୍ୱରଙ୍କର ଠାରୁ ଉତ୍ତମ ସାକ୍ଷ ପାଇଥିଲା !ସେହି ଆୟୁବଙ୍କୁ ପରୀକ୍ଷା କରିବାକୁ ତାଙ୍କର ପିଲାମାନଙ୍କୁ, ପଶୁମାନଙ୍କୁ, ମେଷମାନଙ୍କୁ, ଗଧମାନଙ୍କୁ ସମସ୍ତ ନେଇଗଲେ !ସେହିପରି ପରିସ୍ଥିତିରେ ମଧ୍ୟ ଆୟୁବ ପରମେଶ୍ୱରଙ୍କର ଉପରେ ବିଶ୍ୱାସ କରି କହିଲେ, ଇଶ୍ୱର ଦେଲା ସେ ହିଁ ନେଇ ଗଲେ ବୋଲି କହି ତାଙ୍କ ବିଶ୍ୱାସର ଦୃଢ଼ତା ଦେଖାଇଲା !ଏହି ବିଶ୍ୱାସ ଦ୍ଵାରା ଆୟୁବ ହରାଇ ଥିବା ସମସ୍ତ ଦୁଇ ଗୁଣା  ଅଧିକା ପାଇଲେ !

ଆମ ଜୀବନରେ ମଧ୍ୟ ସାଇତାନ ଅନେକ ସମୟରେ ଦୁଃଖ ଦେବାବେଳେ ସେହିପରି ଦୁଃଖକୁ ଆମେ କିପରି ବିଜୟୀଲାଭ କରିଛୁ ? ବିଶ୍ୱାସର କଥାକୁ ହାତରେ ଧରି ଜୀବନ ବଞ୍ଚାଉଛୁ ନା ନିରୁପାୟ ହେଉଛନ୍ତି କି ? ଆମ ସମସ୍ୟା କେତେ ଇଶ୍ୱରଙ୍କ ସମୁଖରେ କହିବା ଅପେକ୍ଷା ଆମ ପରମେଶ୍ୱର କେତେ ମହାନ ବୋଲି ସମସ୍ୟା କହିବା ! ଅବ୍ରାହମଙ୍କ ପରି, ଆୟୁବଙ୍କ ପରି, ଜର୍ଜ ମୁଲାୟୁରଙ୍କ ପରି ବିଶ୍ୱାସରେ ସ୍ଥିର ରୁହନ୍ତୁ, ବିଶ୍ୱାସ ଦ୍ଵାରା ବିଜୟୀ ହୁଅ !ତେବେ ସମସ୍ୟା ତୁମକୁ ଛାଡି ଚାଲିଯିବ !
-    ଶ୍ରୀମତୀ ଏସ୍ତେର ଗାନ୍ଧୀ ରାଜାନ 

ପ୍ରାର୍ଥନା କରନ୍ତୁ :-ଆମ ସେବା ଦ୍ଵାରା ଉଦ୍ଧାର ପାଉଥିବା ପିଲାମାନେ ଯୁବକ ଯୁବତୀ ଏହି ନୂତନ ବର୍ଷରେ ପରମେଶ୍ୱରଙ୍କ ସମୁଖରେ ସେମାନେ ନେଉଥିବା ନିର୍ଣ୍ଣୟ ସ୍ଥଗିତ ହୋଇ ରହିବା ସକାଶେ ପ୍ରାର୍ଥନା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban holiganbet setrabet marsbahis giriş vaycasino giriş