Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-01-2022
Share:

By Village Missionary Movement

Thursday, 27-Jan-2022

ଆଜିର ବାକ୍ୟ (Oriya) 27-01-2022

 

ନୀରିକ୍ଷଣରେ ରୁହନ୍ତୁ 

 

“ଅତଏବ, ତୁମ୍ଭମାନଙ୍କ ସାହସ ପରିତ୍ୟାଗ କର ନାହିଁ, ସେଥିର ମହା ପୁରସ୍କାର ଅଛି ।“ - ଏବ୍ରୀ 10:35

 

ଆପଣଙ୍କ କାମ ଏହି ଦେବାଳୟକୁ ଯଥେଷ୍ଟ ନୁହେଁ !ଏହି ବର୍ଷ ସାରା ଏହି ମଣ୍ଡଳୀ ପାଇଥିବା ପରିଣାମ କେବଳ ଜଣେ ବାଳକ ମାତ୍ର !ମଣ୍ଡଳୀର ଭଦ୍ର କହିଲେ, ତେଣୁ ଦୟାପୂର୍ବକ ଏଠାରୁ ସୂଚିତ ଅନ୍ୟତ୍ର ଅଞ୍ଚଳକୁ ଯାଆନ୍ତୁ !ଏହି କଥା ସେହି ବୁଡ଼ା ବୟସ୍କ ସେବକକୁ ସର୍ବଦା ବେଦନା ଯୁକ୍ତ ହେଲା !ମଣ୍ଡଳୀରୁ ସଂପୂର୍ଣ୍ଣ ରୂପେ କାଡ଼ି ଦେବାକୁ ନିର୍ଣ୍ଣୟ କଲେ ସେହି ପ୍ରଚାରକକୁ !ସେଠାରେ ତାର ଶେଷ ରବିବାର ଆରାଧନାରେ ଜଣେ ବାଳକ ସେହି ପ୍ରଚାରକଙ୍କ ନିକଟକୁ ଆସି ପଚାରିଲା, ମୁଁ ମଧ୍ୟ ବଡ଼ ବ୍ୟକ୍ତି ହେଲା ପରେ ତୁମ୍ଭ ପରି ଜଣେ ପ୍ରଚାରକ ହୋଇ ପାରିବି କି ?ଲୁହରେ ଭରା ନୟନରେ ସେ ସେହି ବାବୁଙ୍କ ମସ୍ତକରେ ହାତ ରଖି କହିଲା, ହଁ ଭାଇ ତୁମ୍ଭେ ମହାନ ସେବକ ହୋଇ ପାରିବୁ !

 

ବର୍ଷ ବର୍ଷ ବିତିଗଲା, ଆଫ୍ରିକାର କଠିନ ଲୋକଙ୍କ ମଧ୍ୟରେ ମହାନ ଭାବେ ସେବା କରିଥିବା ମିଶିନାରୀ ଲଣ୍ଡନ ଫେରୁଛନ୍ତି ବୋଲି ଲୋକମାନେ ଶୁଣି ବିସ୍ତୃତ ଜନତା ଖୁସିରେ ସେହି ମିଶିନାରୀକୁ ଆମଂତ୍ରଣ କରିବାକୁ ଏକତ୍ରିତ ହୋଇଛନ୍ତି !ସେ କିଏ ମାନେ ମୁଁ ଜଣେ ପ୍ରଚାରକ ଭାବେ ତୁମ୍ଭ ସଦୃଶ୍ୟ ହୋଇ ପାରିବି କି ବୋଲି ପ୍ରଶ୍ନ କରିଥିବା ସେହି ଛୋଟ ବାଳକ !ହଁ ସେ ହିଁ ରବର୍ଟ ମଫଟ ନାମକ ବିଖ୍ୟାତ ସେବକ !ସେହି ସେବକକୁ ଅମଂତ୍ରଣ କରିବାକୁ ଲଣ୍ଡନ ମହାନଗର ଅପେକ୍ଷାରେ ଠିଆ ହେଲା !

 

ମୋର ସେବା କାର୍ଯ୍ୟରେ ମଧ୍ୟ ଖ୍ରୀଷ୍ଟିଆନ ଜୀବନରେ ବିସ୍ତୃତ ଗଣନାରେ ଲୋକମାନେ ଆସିନାହାନ୍ତି, ପରିବର୍ତ୍ତନ ନାହିଁ ବୋଲି ଆଲୋଚନା କରି ନିରୁଉଚ୍ଚାହିତ ହୁଅନ୍ତୁ ନାହିଁ ! ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମ୍ଭମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ ପ୍ରଥମ କରନ୍ତିୟ 15:58 ରେ ବାଇବଲ କହୁଛି !

 

ଉପରେ ଆମେ ପଡିଥିବା ଲେଖା ଅଂଶରେ ସର୍ବଦା ପରିଣାମ ଯୋଗାଉଥିବା ଆପଣଙ୍କର ଧୌର୍ଯ୍ୟକୁ ତ୍ୟାଗ କର ନାହିଁ ବୋଲି ପଡୁଛୁ !ବର୍ଷ ଆରମ୍ଭରେ ଥିବା ଆମେ ପ୍ରତ୍ୟେକ ଜଣକୁ ଖ୍ରୀଷ୍ଟଙ୍କ ଠାରେ ଆମେ ଓ ଆମର ନୀରିକ୍ଷଣକୁ ନ ହରାଇ, ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ, କିନ୍ତୁ ଯଦି କେହି ପଶ୍ଚାତ୍‍ପଦ ହୁଏ, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ ଏବ୍ରି 10:38 ରେ ପ୍ରଭୁ କହନ୍ତି !ଆମ୍ଭେ ନଷ୍ଟ ହେବାକୁ, ପଛକୁ ନ ଫେରିବାକୁ ଆତ୍ମା ରୋଜଗାର ନିମନ୍ତେ ବିଶ୍ୱାସରେ ରହିବା !ସଦାପ୍ରଭୁ ଆମ୍ଭଙ୍କୁ କଢାଇ ନିଅନ୍ତୁ !ଆମେନ୍ !

- ପି. ଜାକବ ଶଙ୍କର 

 

ପ୍ରାର୍ଥନାର ଅଂଶ :-

ବାର ଜଣ ମିଶିନାରୀ ଦ୍ଵାରା ସେହିଁ ଅଂଚଳରେ ସମର୍ପିତ ହୋଇଥିବା ପାଞ୍ଚ ଜଣ ମିଶିନାରୀ ଏହି ନୂତନ ବର୍ଷରେ ପରମେଶ୍ୱର ପ୍ରସ୍ତୁତି କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet