Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-02-2022
Share:

By Village Missionary Movement

Monday, 31-Jan-2022

ଆଜିର ବାକ୍ୟ (Oriya) 01-02-2022

 

କଥା କୁହା ବୃକ୍ଷ 

 

“କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତକାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୁର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହି ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ ।“ - ଏଫିସୀୟ 2:10

 

ମୁଁ ବୃକ୍ଷ କଥା ହେଉଛି !ସୁରୁ ନାମକ ଘୋର ଅରଣ୍ୟରେ ମୁଁ ଅଛି !ବର୍ଷାଟି ଦେଖି ବହୁବର୍ଷ ହେଲାଣି !ମୋ ଚାରିପଟେ ଶୁଖିଲା ପରିସ୍ଥିତି ଦେଖାଯାଉଛି !ଖରାର ପ୍ରଖର ମୋତେ ଜଳାଇ ଦେଲା !ଆଉ ମୋ ଠାରେ କଞ୍ଚା ନାହିଁ !ଏପରି ରୋଦନ କରିବା ବେଳେ ଆଉ ପ୍ରଶ୍ନ ଆସୁଛି !କେତେ ଚିରହରିତ ପ୍ରାନ୍ତ, ଜଳସ୍ରୋତପ୍ରାନ୍ତ, ସୌନ୍ଦର୍ଯ୍ୟ ଭରା ସ୍ଥାନ ଏସବୁ ଇଶ୍ୱର କରିଥିଲେ ବି ମୋତେ କାହିଁକି ଏହି ଅରଣ୍ୟରେ ରଖିଲା !ମୋ ଜୀବନରେ ଖୁସି ନାହିଁ !ମୋ ଦ୍ଵାରା ଅନ୍ୟମାନଙ୍କର କିଛି ପ୍ରୟୋଜନ ନାହିଁ ବୋଲି ଆଲୋଚନା ସବୁଦିନ ମୋତେ ଆସୁଥାଏ !

 

ଏପରି କେତେ ବର୍ଷ ବିତିଲା !ହଠାତରେ ଦିନେ ମହାନ ଦୋଳ ଲୋକମାନେ ମୋ ନିକଟକୁ ଆସିବା ଦେଖିଲି !ମୋ ଜୀବନରେ ଏତେ ବଡ଼ ଜଣ ସମୂହକୁ ଦେଖି ଆଚର୍ଯ୍ୟ ହୋଇ ଗଲି !ସେମାନେ କଥା ହେଉଥିବା ସ୍ୱର ମୋ କର୍ଣ୍ଣରେ ଶୁଭିଲା !ଛି ଏ ପାଣି କେତେ ପିତା ଅଛି !ଏହା କିପରି ପିଇବୁ ବୋଲି ବଚସା କଲେ !ଏପରି କଥା ହୋଇ ସେହି ଉଜ୍ଜଳ ମୁଖର ବ୍ୟକ୍ତି ସହ ତର୍କବିତର୍କ କରୁଥାନ୍ତି !କାଠ ଧରି ସେହି ମଣିଷ ଠିଆ ହେଉଥାଏ !ତାପରେ ମୁଁ ବୁଝି ପାରିଲି, ତାହାଙ୍କ ନାମ ମୋଶା !ସେତେବେଳେ ସେହି ମୋଶାକୁ ପରମେଶ୍ୱର ମୋତେ ଦେଖାଇଲା !ସଙ୍ଗେ ସଙ୍ଗେ ମୋଶା ମୋତେ ହତ୍ୟା କରି ସେଠାରେ ଥିବା ଜଳରେ ପକାଅ ବୋଲି କହିବା କ୍ଷଣି ସେହି ପିତାର ଜଳ ସ୍ୱାଦିଷ୍ଟରେ ପରିଣତ ହେଲା !କେତେ ବଡ଼ ଆଚର୍ଯ୍ୟ !ଜୀବନରେ ପ୍ରଶ୍ନ ହୋଇଥିବା ମୁଁ ମଧ୍ୟ ତିନି ଦିନ ପାଣି ନ ପାଇ ଅରଣ୍ୟରେ ଅସୁବିଧାର ଭୋଗୁଥିବା ଛଅ ଲକ୍ଷ ଭୟ କରୁଥିବା ଇଶ୍ରାଏଲ ଜନତାଙ୍କୁ ଶୋଷ ମେଣ୍ଟାଇବାକୁ ଜଣେ କାରକ ହେଲି ବୋଲି ବହୁତ ଖୁସି ହେଲି !ବହୁ ବର୍ଷ ପରେ ମୋତେ ଏପରି କାର୍ଯ୍ୟ ହେବାକୁ ଯାଉଛି ବୋଲି ଇଶ୍ୱର ମୋତେ ଆଗରୁ ସେହି ସ୍ଥାନରେ ରଖିଲା ବୋଲି ଭାବନା କରି ଆଚର୍ଯ୍ୟ ହୋଇଗଲି !ଅରଣ୍ୟରେ କେହି ଧରାଛୁଆଁ ନ କରିବା ପରିସ୍ଥିତିରେ ଥିବା ବେଳେ ପରମେଶ୍ୱରଙ୍କ ଯୋଜନାରେ ରହିଛି ବୋଲି ଆଲୋଚନା କଲା ବେଳେ ମୋ ହୃଦୟ କୃତଜ୍ଞତାରେ ପୂର୍ଣ୍ଣ ହେଲା !ମୋ ନାମ ନ ଥିବା ମୋତେ ପବିତ୍ର ବାଇବଲରେ ଲେଖି ରଖିଲେ !

 

ଏହା ପଡ଼ୁଥିବା ପ୍ରିୟ ବନ୍ଧୁଗଣ, ଆପଣଙ୍କ ଜୀବନରେ ମଧ୍ୟ ମୁଁ କାହିଁକି ଜନ୍ମ ହେଲି ? ଏପରି ପିତାମାତା ମୋତେ ଅଛନ୍ତି କି ? ମୁଁ ସୁନ୍ଦର ନାହିଁ !ମୁଁ ପାଠ ପଡି ନାହିଁ !ମୋହର ଉତ୍ତମ ପରିବାର ନାହାନ୍ତି !ମୋତେ କିଛି ଚାକିରୀ ମିଳିଲା ନାହିଁ ବୋଲି ଅନେକ ପ୍ରଶ୍ନରେ ଅଛ କି ? ଚିନ୍ତା କରନ୍ତୁ ନାହିଁ !ବୃକ୍ଷ ହୋଇଥିବା ମୋତେ ପରମେଶ୍ୱର କିପରି ଦେଖି ମୋତେ ଅନେକଙ୍କ ଆଶୀର୍ବାଦରେ ପରିଣତ କଲା, ମଣିଷ ହୋଇଥିବା ଆପଣମାନଙ୍କୁ ମଧ୍ୟ ମୋଠାରୁ ବିଶେଷତ୍ୱ କରିଛନ୍ତି !ଆପଣକୁ ସାହାଯ୍ୟ କରିବା ପରମେଶ୍ୱରଙ୍କ ସହଜ କାର୍ଯ୍ୟ !ମୁଁ ଆଶୀର୍ବାଦ ପାଇବାକୁ ଯେପରି ଅପେକ୍ଷାରେ ଅଛି, ତଦ୍ରୁପ ଆପଣମାନେ ମଧ୍ୟ ଆଶୀର୍ବାଦ ନିମନ୍ତେ ସହନଶୀଳ ହୋଇ ରୁହନ୍ତୁ !ସଠିକ ସମୟରେ ପରମେଶ୍ୱର ଆପଣଙ୍କୁ ବଢ଼ାଇବା ନିଚୟ !

- କେ. ଡେଭିଡ ଗାଣେଶାନ୍

 

ପ୍ରାର୍ଥନାର ଅଂଶ'-

ଏହି ଫେବୃଆରୀ ମାସ ସାରା ହେଉଥିବା ସେବା କାର୍ଯ୍ୟରେ ସଦାପ୍ରଭୁଙ୍କର ହସ୍ତ ସହଯୋଗ ହୋଇ ରହିବା ପାଇଁ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino