Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-02-2022 (God’s creation’s special)
Share:

By Village Missionary Movement

Thursday, 03-Feb-2022

ଆଜିର ବାକ୍ୟ (Oriya) 03-02-2022 (God’s creation’s special)

 

"ଏହି ବର୍ଷଟି ଆଉ ଏକ ସୁଯୋଗ ରହିବାକୁ ଦିଅ "

 

“ମାତ୍ର ସେ ତାହାଙ୍କୁ ଉତ୍ତର ଦେଲା, ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି” - ଲୁକ 13:8

 

ମୁଁ ଗୋଟିଏ ମାଳଭୂମିରେ, ମୋ ମାଲିକଙ୍କ ଇଚ୍ଛାର ତଦାରଖରେ ସୁନ୍ଦର ରୂପେ ବଢ଼ି ଆସିଲି ! ମୋଠାରେ ଥିବା ଶାଖାରେ ଅନେକ ପକ୍ଷୀ, ଜୀବଜନ୍ତୁଙ୍କୁ ବାସ ସ୍ଥାନ ହୋଇଥିଲା !ସମସ୍ତ ସୁବିଧା, ସୁଯୋଗ ମୁଁ ପାଇଥିବା ବେଳେ ମୁଁ ସୃଷ୍ଟି ହୋଇଥିବା ଉଦ୍ଦେଶ୍ୟକୁ ଅସଂପୂର୍ଣ୍ଣ କରିବା ଭାବେ ଜୀବନଯାପନ କରି ଆସିଲି !ମୋ ବିଷୟରେ ମୋତେ ହିଁ ବାଧା ଲାଗୁଥାଏ !ମୁଁ କିଏ ବୋଲି ଆପଣମାନେ ଜାଣି ପାରିଲ କି ? 

 

ମୁଁ ହିଁ ସେହି ସୁନ୍ଦରଭରା ଦ୍ରାକ୍ଷା ବଗିଚାରେ ରୋପିତ ହୋଇଥିବା ଡ଼ିମ୍ବିରି ଗଛ !ମୋର ତଦାରଖ କରୁଥିବା ବଗିଚାମାଳି ଅତି ଉତ୍ତମ ବ୍ୟକ୍ତି !ମୋତେ ଆବଶ୍ୟକ ହେଉଥିବା ପାଣି, ଖତ, ସୂର୍ଯ୍ୟ କିରଣ ସବୁ ମିଳିଲା ପରି ଭଲ ଭାବରେ ଦେଖିଲା !ମୁଁ ସବୁଜ ବର୍ଣ୍ଣ ପତ୍ରରେ, ଶାଖାରେ ଦେଖିବାକୁ ସୁନ୍ଦର ଅଛି !କିନ୍ତୁ ମୋଠାରେ ଫଳ ନାହିଁ !କେତେ ପରିତାପର ବିଷୟ !ଏତେ ତଦାରଖ କରି ଆସିବା ବେଳେ ନିଃପ୍ରୟୋଜନରେ ଅଛି !ଏହା ପଡ଼ୁ ଥିବା ଆପଣମାନେ ମଧ୍ୟ ଯଦି ଏପରି ଅଛ କି ? ସଦାପ୍ରଭୁ ଆପଣଙ୍କୁ ଦେଇଥିବା ଉତ୍ତମ ପରିବାର, ରୋଜଗାର, ଘର, ଉତ୍ତମ ଏକତା ଏହି ସବୁ ଦେଇ ଉତ୍ତମ ସୁଯୋଗରେ ଖୁସିରେ ଜୀବନଯାପନ କରୁଛ ତ ? ସବୁ କିଛି ଅନୁଭବ କରୁଥିବା ଆପଣ ଅନ୍ୟମାନଙ୍କୁ ପ୍ରୟୋଜନର ଜୀବନ ହୋଇ ଜୀବନଯାପନ କରୁଛ କି ? ଡ଼ିମ୍ବିରି ଗଛକୁ ରୋପଣ କରିଥିବା ବଗିଚାମାଳି,ଯଦି ଅନ୍ୟ ଗଛ ସେଠାରେ ଲଗାଇ ଦିଆଯାଇ ଥାନ୍ତା, ତାହା ଉତ୍ତମ ଫଳ ଫଳିଥାନ୍ତା !ଅତ୍ୟଧିକ ସୁଯୋଗ ପାଇଥିବା ମୁଁ, ସେହି ସୁଯୋଗକୁ ବ୍ୟବହାର ନ କରି ଏକ ବୃଥାର ଜୀବନ ବଞ୍ଚିକି ଆସିଲି !ମୋ ସଦୃଶ୍ୟ ଆପଣମାନେ ମଧ୍ୟ, ଆପଣାକୁ ସୃଷ୍ଟି କରିଥିବା ସଦାପ୍ରଭୁଙ୍କୁ ବୋଝ ସଦୃଶ୍ୟ ଅଥବା ଦୁଃଖ ଦାୟକ ସଦୃଶ୍ୟ ଜୀବନରେ ବଞ୍ଚୁଛ କି ? 

 

ମୋର ତଦନ୍ତ କରୁଥିବା ମାଳି ମୋଠି କିଛି ଫଳ ନାହିଁ ବୋଲି ତିନି ବର୍ଷ ପର୍ଯ୍ୟନ୍ତ ଜଗି ରହି, ତାହାକୁ ହାନି ଦେବାକୁ ମାଲିକ ଅନୁମତି ଦେବା ବେଳେ, ମୋ ନିମନ୍ତେ ବିନୟ କଲା !ଏହିପରି ଆପଣଙ୍କ ନିମନ୍ତେ ମଧ୍ୟ ଯୀଶୁ, ପିତାଙ୍କ ନିକଟରେ ବିନତି କରିବା ଦ୍ଵାରା ହିଁ ଆପଣମାନେ ଏହି ବର୍ଷଟି ଜୀବନରେ ଅଛ !କାହିଁକିନା ଏହି ବର୍ଷ ମଧ୍ୟ ତୁମ୍ଭେ ଶକ୍ତିଶାଳୀ ଆତ୍ମୀୟ ଜୀବନରେ ବଞ୍ଚିବ ବୋଲି ସେ ଅପେକ୍ଷାରେ ଜଗି ଅଛନ୍ତି !ଆତ୍ମୀୟ ଫଳ ଆପଣଙ୍କ ଠାରୁ ଉଭା ହେଲା ବେଳେ ତାହା ତୁମ୍ଭଙ୍କୁ ଏବଂ ତୁମ୍ଭ ନିକଟରେ ପହଂଚିବା ଲୋକଙ୍କୁ ଫୂର୍ଥୀ ଭାବେ ଆଉ ସେମାନଙ୍କ ଆତ୍ମୀୟ ଜୀବନରେ ମହାନ ପରିବର୍ତ୍ତନରେ ପ୍ରଭାବିତ ଆଣିବ ତ ? ଯଦି ଆମେ ଏହି ବର୍ଷ ଫଳିବା ନାହିଁ ଆମ୍ଭଙ୍କୁ ହାନି ଅଗ୍ନିରେ ପକାଇ ଦେବେ !ଆମେ ଜଳି ପାଉଁଶ ହୋଇଯିବୁ !କିନ୍ତୁ ଆପଣଙ୍କୁ ଦିଆଯାଇ ଥିବା ସୁଯୋଗକୁ ତୁମ୍ଭେ ହରାଇଲେ ନିତ୍ୟ ନିତ୍ୟ କାଳ ପ୍ରଭୁଙ୍କର ସହ ବଞ୍ଚିବା ସେହି ଅନନ୍ତ ଜୀବନ ଆପଣ ହରାଇବ !ତେଣୁ ଜାଗ୍ରତ ହେବା, ଫଳବନ୍ତ ହୋଇ ଜୀବନଯାପନ କରିବା !

- ଶ୍ରୀମତୀ ଯାବା ଡେଭିଡ ଗାଣେଶାନ୍ 

 

ପ୍ରାର୍ଥନାର ଅଂଶ :-

ଆମ୍ଭ ପ୍ରାର୍ଥନା ତମ୍ବୁ ନିର୍ମାଣ କାର୍ଯ୍ୟରେ କାର୍ଯ୍ୟରତ ଶ୍ରମିକମାନଙ୍କର ସଂରକ୍ଷଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino