Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-02-2022 (God’s creation’s special)
Share:

By Village Missionary Movement

Saturday, 12-Feb-2022

ଆଜିର ବାକ୍ୟ (Oriya) 12-02-2022 (God’s creation’s special)

ମେଘର ଅନୁଭୂତି 

“ମାତ୍ର ମେଘ ଯେତେବେଳେ ଉର୍ଦ୍ଧ୍ୱକୁ ନିତ ହେଲା ନାହିଁ, ସେତେବେଳେ ଉର୍ଦ୍ଧ୍ୱକୁ ନିତ ନ ହେବା ଦିନ ପର୍ଯ୍ୟନ୍ତ ସେମାନେ ଯାତ୍ରା କଲେ ନାହିଁ।“ - ଯାତ୍ରା ପୁସ୍ତକ 40:37

ଅରଣ୍ୟରେ ମେଘ, ମୁଁ ମେଘ ଇଶ୍ରାଏଲ ଜନତା ମିଶରରୁ କାଣାନ ଯାତ୍ରା କଲା ବେଳେ ଚାଳିଶି ବର୍ଷ ଦିନ ବେଳେ ଛାଇ ହୋଇରହି ରକ୍ଷା କରି ଆସିଲି !କେବଳ ସେତିକି ନୁହେଁ ଯେଉଁ ସ୍ଥାନରେ ଆଗକୁ ନ ଯାଇ ଠିଆ ହେବି ସେଠାରେ ଇଶ୍ରାଏଲ ଜନତା ସବାରିରୁ ଓଲାଇବେ !ମୁଁ ଯେତେବେଳେ ବାହାରିବି ସେବେ ହିଁ ସେମାନେ ବାହାରିବେ !ମୁଁ ପବିତ୍ର ଆତ୍ମାର ଚି଼ହ୍ନ ସ୍ୱରୂପ ଥିବା ଯୋଗୁ, ମୋର ପ୍ରେରଣା ଦ୍ଵାରା ଇଶ୍ରାଏଲ ଯାତ୍ରା କରିବା ସଦୃଶ୍ୟ, ଆଜି ଆପଣମାନେ ମଧ୍ୟ ପବିତ୍ର ଆତ୍ମାର କଢାଇ ନେବା ବିଧାନରେ ଆପଣଙ୍କ ଜୀବନରେ ସେବା, ବିବାହ, ବିଦ୍ୟା, ଚାକିରୀ, ଘର ତୋଳିବା ପରି ସମସ୍ତ କାର୍ଯ୍ୟରେ ଚାଲିଲେ ଆପଣ ସୁରକ୍ଷିତରେ ଓ ନିରାପଦରେ ରହିବ !ପ୍ରକାଶିତ ମେଘ -ମାଥିଉ ସୁସମାଚାର ସତର ଅଧ୍ୟାୟରେ ଯୀଶୁ ଖ୍ରୀଷ୍ଟ ଉଚ୍ଚ ପର୍ବତରେ ରୂପାନ୍ତରଣ ହେଲା ବେଳେ ପିତର ଯୀଶୁଙ୍କ ସହ ପ୍ରଭୁ ଆପଣଙ୍କୁ ଗୋଟିଏ, ମୋଶାଙ୍କୁ ଗୋଟିଏ, ଏଲିଅଙ୍କୁ ଗୋଟିଏ ତିନୋଟି କୁଟୀର ନିର୍ମାଣ କରିବି ବୋଲି ତିନିଜଣଙ୍କୁ ସମାନ ବୋଲି ଭାବନା କରି କଥା କହୁ କହୁ, ଦେଖ, ଖଣ୍ଡେ ମେଘ ସେମାନଙ୍କୁ ଆଚ୍ଛାଦନ କଲା, ଆଉ ଦେଖ, ସେହି ମେଘରୁ ଏହି ବାଣୀ ହେଲା, "ଏ ଆମ୍ଭର ପ୍ରିୟ ପୁତ୍ର ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ" ଏହାଙ୍କ ବାକ୍ୟ ଶୁଣ

ବୋଲି କଥାବାର୍ତ୍ତା କରି ଯୀଶୁଙ୍କର ପ୍ରତ୍ୟକ୍ଷକୁ ପିତରଙ୍କୁ ଜଣାଇଲା !ଆପଣମାନେ ମଧ୍ୟ କେବଳ ଯୀଶୁ ହିଁ ମହିମା ଓ ଘନତାର ଉତଅଧିକାରୀ ବୋଲି ବିଶ୍ୱାସ କରନ୍ତୁ !ପ୍ରେରିତ :-1:9 ରେ ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା ବୋଲି ଯୀଶୁଙ୍କର ବିଷୟରେ ପଡୁଛୁ !, 1ମ ଥେସଲନିକିୟ :-4:17 ରେ ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବୁ; ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ ବୋଲି ଲେଖା ହେବା ଜାଣିଛୁ !ଏହି ପ୍ରକାରେ ମେଘ ହୋଇଥିବା ମୋ ଉପରେ ସଦାସର୍ବଦା ପ୍ରଭୁଙ୍କର ଠାରେ ରହିବାକୁ ସଦାପ୍ରଭୁଙ୍କର ସମ୍ମୁଖରେ ଆପଣଙ୍କ ଜୀବନକୁ ମଇଳା ଓ ଦାଗ ନ ଲାଗି ରହିବାକୁ ସୁରକ୍ଷା କରନ୍ତୁ !ମୁଁ ତାହାଙ୍କ ଆଗମନରେ ମୁହାଁମୁହିଁ ସାକ୍ଷାତ କରିବି !ସେ ପର୍ଯ୍ୟନ୍ତ ପ୍ରଭୁଙ୍କର ଅନୁଗ୍ରହ ଓ ଚାଳନା ଆପଣଙ୍କ ଠାରେ ସର୍ବଦା ରହୁ !ଆମେନ୍ !
-    କେ. ବିଞ୍ଜାମିନ 

ପ୍ରାର୍ଥନାର ଅଂଶ '-
ଅଫିସ କାର୍ଯ୍ୟରେ ନିଯୁକ୍ତିଙ୍କୁ ସଦାପ୍ରଭୁ ବିଶେଷ ଆତ୍ମାରେ ପୂର୍ଣ୍ଣ କରି କଢାଇ ନେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet