By Village Missionary Movement
Sunday, 13-Feb-2022ଆଜିର ବାକ୍ୟ (Oriya) 13-02-2022 (Kids’s special)
“ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଂ ଆବଶ୍ୟକ ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ ।“ - ଏଫିସୀୟ 4:2
ଜଣେ ଶିକାରୀ ଗଛ ଡାଳରୁ ଦୁଇଟି ପାରା ଦେଖି ଧରିଲା !ଗୋଟିଏ ପାରାକୁ ଆଶ୍ରମରେ ଥିବା ସାଧୁଙ୍କୁ ଦେଇ, ଅନ୍ୟଟିକୁ ତାଙ୍କ ଘରେ ପ୍ରତିପୋଷଣ କଲା !ତୁମ୍ଭେମାନେ ମଧ୍ୟ ପାରାକୁ ପ୍ରତିପୋଷଣ କରିଛ କି ? ପାରା ସୁନ୍ଦର ଭାବେ କଥା ହେଵତ !ହଁ କହିବା କଥା କହିବା ପାରା ବୋଲି ଶାସ୍ତ୍ରରେ ଅଛି !କଣ ପିଲାମାନେ, ତୁମକୁ ପାରା କହିଲେ ଇଚ୍ଛା କି ? ମୋତେ ମଧ୍ୟ ବହୁତ ଇଚ୍ଛା !ଠିକ ଅଛି ପିଲାମାନେ କାହାଣୀ ଶୁଣିବା କି ?
ଜଣେ ବ୍ୟକ୍ତି ସେହି ରାସ୍ତାର ଅରଣ୍ୟ ଦେଇ ଚାଲି ଚାଲି ଗଲା !ବହୁତ କ୍ଲାନ୍ତ ହେବା ହେତୁ ଶିକାରୀର ଘର ଅଗଣାରେ ଅଳ୍ପ ସମୟ ଆଖି ବୁଝିବି ବୋଲି ଭାବିଲା !କିନ୍ତୁ ଝରକା ଆଡୁ ଅସଭ୍ୟ ଭାଷା ଶୁଣି ସେ କିଏ ବୋଲି ଦେଖିବାକୁ ଉଠି ବସିଲା !ସେହି ପାରାଟି ମୂର୍ଖାମୀ, ନୀରିବୁଦ୍ଧିଆ, ଅଦରକାରୀ, କହି କଣ କଣ ସବୁ ଗାଳିଗୁଲଜ କରୁଛି !ଛି ଏ କି ପାରା କହି ବିରକ୍ତିରେ ଉଠି ଚାଲିବାକୁ ଆରମ୍ଭ କଲା !ଅଳ୍ପ ଦୂରକୁ ଯିବାରୁ ସାଧୁ ଥିବା ଆଶ୍ରମ ଅଛି !ଠିକ ଅଛି ଏଠାକୁ ଯାଇ ଅଳ୍ପ ସମୟ ବିଶ୍ରାମ ନେଇ ପାରୁ ବୋଲି ଭାବନା କରି ସାଧୁ ଥିବାଙ୍କର ଗହଣାର ପାହାଚ ଉପରେ ବସିଲା !ଆସନ୍ତୁ ବାବୁ, ଭଲ ଅଛ କି ? ଅଳ୍ପ ବିଶ୍ରାମ ନିଅ !କହି ସେହି ପାରା ମର୍ଯ୍ୟାଦାରେ ମଧୁରରେ କଥା ହେଉଛି !ଏହି କଥା ଶୁଣିଥିବା ଏହି ବ୍ୟକ୍ତିଙ୍କର ହୃଦୟ ଖୁସିରେ ପୂରଣ ହେଲା !ଉଚ୍ଚାହରେ ତାର ଯାତ୍ରା ଆରମ୍ଭ କଲା !ଦୁଇଟି ପାରା ଗୋଟିଏ ସ୍ଥାନରୁ ଅଣାଯାଇଛି !କିନ୍ତୁ ଅଲଗା ଅଲଗା ସ୍ଥାନରେ ବଢିଲେ !ଶିକାରୀର ଘରେ ବଢ଼ିଥିବା ପାରା ସେମାନ କଥା ହେବା ଖରାପ ଶବ୍ଦ ଶୁଣି ତାହାହିଁ କଥା ହେଲା !କିନ୍ତୁ ସାଧୁଙ୍କର ଘରେ ବଢ଼ିଥିବା ପାରା ସେ କହିଥିବା ଉତ୍ତମ କଥା ଶୁଣି ଉତ୍ତମ ହିଁ କଥା ହେଲା !ଏହିପରି ଆମେ ଯାହାଙ୍କ ସହିତ ମିଳନ ହୋଇଥିବା ତାହାଙ୍କ ଗୁଣ ହିଁ ଆମକୁ ଆସିବ !ଉତ୍ତମ ସାଙ୍ଗସାଥୀଙ୍କ ସହ ପ୍ରେମରେ ଏକତାରେ ରହିବା ଉଚିତ !ସେହିପରି ଖରାପ ସାଙ୍ଗସାଥୀଙ୍କୁ ତିରସ୍କାର ନ କରି, ତାଙ୍କଠାରେ ଥିବା ଖରାପ କାର୍ଯ୍ୟକୁ ତିରସ୍କାର କରିବା ବିଧାନରେ ବହୁତ ଜାଗ୍ରତ ରହିବା ଉଚିତ !ଛୋଟ ପିଲାମାନେ ଉତ୍ତମ ବାକ୍ୟ କଥା ହୋଇ, ଉତ୍ତମ ସାଙ୍ଗସାଥୀଙ୍କୁ ସମ୍ପର୍କ କର !ଖରାପ କଥା ହୋଇ ଯୀଶୁବାପାଙ୍କୁ କଷ୍ଟ ନ ଦେଇ ରହିବାକୁ ନିର୍ଣ୍ଣୟ ନେବା, ଠିକ ଅଛି ତ ! କଣ ପିଲାମାନେ କରିବ !ଠିକ ଅଛି ପିଲାମାନେ, ଆମ ମୁଖରୁ ଖରାପ ଶବ୍ଦ ଆସିବାକୁ ହେବ ନାହିଁ ବୋଲି ଶିଖିଲୁ !
- ଶ୍ରୀମତୀ ଜିୱା ବିଜୟ
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.