Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-02-2022 (God’s creation’s special)
Share:

By Village Missionary Movement

Monday, 14-Feb-2022

ଆଜିର ବାକ୍ୟ (Oriya) 14-02-2022 (God’s creation’s special)

ପ୍ରେମର ଅନ୍ୟ ରୂପ 

“ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର; ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।“ - ଗୀତସଂହିତା 27:14

ଆଜି ଗୋଲାପ ଫୁଲ ଅତ୍ୟଧିକ ବିକିବାର ଦିନ !ଆଜି ଯୁବକମାନେ ସାଧନାର  ଯୌବନରେ ମିଳନର ଦିନ ଅଟଇ !ଉଚ୍ଚାହିତର ହୃଦୟ, ଅନ୍ୟକୁ ଦେଖିଲେ ଖୁସି !ସେମାନଙ୍କ କଥପତନର ଦୃଷ୍ଟିଭଙ୍ଗୀ,ଆଜିପର୍ଯ୍ୟନ୍ତ ସୌନ୍ଦର୍ଯ୍ୟର ଚେହେରା,ମିଠା ମିଠା କଥା !ଏହି ସବୁ ଦେଖିବା କ୍ଷଣି ଏ ହିଁ ମୋର ପତି, କିମ୍ବା  ଇଏ ହିଁ ମୋର ଜୀବନ ପତ୍ନୀ ବୋଲି ନିର୍ଣ୍ଣୟ କରି ନେଉଛନ୍ତି ଏ ପୃଥିବୀ ଜାଣି ନ ଥିବା ଯୁବକ ଯୁବତୀ !କଣ ଦେଖିବା କ୍ଷଣି ପ୍ରେମ ? ଏହା କିପରି ଜୀବନକୁ ଠିକ ହେଉଛି ? ଗୋଟିଏ ନୂତନ ବସ୍ତ୍ର କ୍ରୟ ନିମନ୍ତେ ଏକ ଉତ୍ତମ ସୋରୁମକୁ ଯାଉଛନ୍ତି !ସେଠି ପ୍ରସ୍ତୁତ କରାଯାଇ ଥିବା ଅନୁସାରେ ଉତ୍ତମ ଉତ୍ତମ ବସ୍ତ୍ର ଝୁଲାଇ ହୋଇଥିବ !ସଙ୍ଗେ ସଙ୍ଗେ କଣ ତାହା କିଣି ଦେବ କି ? ପରିମାଣ, ଉତ୍କର୍ଷତା, ମୂଲ୍ୟ, କମ୍ପାନୀର ନାମ ଏ ସବୁ ଦୃଷ୍ଟି ଗୋଚର କରିବ ତ !ପରିଧାନ କରି, କାଢି ଦେବା ଜିନିଷକୁ ଏପରି ବାଛିବା ବେଳେ ଜୀବନ ସାରା ଆମ ସହ ରହିବା ସହଭାଗୀକୁ ଦେଖିବା କ୍ଷଣି ନିର୍ଣ୍ଣୟ କରିବା, ଏହା ବୁଦ୍ଧିର କାର୍ଯ୍ୟ ନୁହେଁ !ସିନିମା ଏବଂ ସିରିଏଲକୁ ଆବଶ୍ୟକ ହେଉଥିବା ଏହା ଏକ କାହାଣୀ ହୋଇଥାଇପାରେ !କିନ୍ତୁ ଆମ ଜୀବନ ଅଭିନୟ ନାହିଁ କି କଳା ନୁହେଁ !ଖ୍ରୀଷ୍ଟିଆନ ବିବାହ ଏକ ହାଣ୍ଡି କି କୁଣ୍ଡ ନୁହେଁ !ଭୁଲରେ କିଣି ଦେଲି ଏବେ ଏହା ଦରକାର ନାହିଁ ଆଉ ଅନ୍ୟଟି ନେବି କହିବାକୁ !ଭୁଲ ନିର୍ଣ୍ଣୟ ହେଉଛି ଚେର ଛିଣ୍ଡାଉ ଥିବା ଉଇ ସଦୃଶ୍ୟ !ପିତାମାତା କିମ୍ବା ପ୍ରେମର ସାଙ୍ଗସାଥୀଙ୍କ ସାହାଯ୍ୟରେ, ଉତ୍ତମ ବ୍ୟକ୍ତିକୁ ପ୍ରଭୁଯୀଶୁ ଆପଣଙ୍କ ଜୀବନକୁ ଆହ୍ୱାନ କରିବା ପର୍ଯ୍ୟନ୍ତ,ତାଙ୍କ ପାଦ ନିକଟରେ ଅପେକ୍ଷା କର !ଯୁବକ ବୟସରେ ଦେଖା ଯାଉଥିବା ଯୌବନର ଭାବାବେଗକୁ ଆତ୍ମସମର୍ପଣ କରି, ଆପଣଙ୍କର ଭବିଷ୍ୟତକୁ ବିନାଶ କରନ୍ତୁ ନାହିଁ !ଆଜି ପ୍ରେମର ଅନ୍ୟ ରୂପକୁ ଜାଣିବା ଅତି ଆବଶ୍ୟକ !ବ୍ୟାବିଚାର ଗୃହରେ ବିକ୍ରୟ ହେଉଥିବା ଅନେକ ଯୁବତୀ ସେମାନ ଯୁବକ ପ୍ରେମିକଙ୍କ ଦ୍ଵାରା ବିକ୍ରୟ ହେଉଛନ୍ତି, ଏହା ଆପଣ ଜାଣନ୍ତି କି ? କେଉଁ ବେଡାରେ କେଉଁ ସାପ ଅଛି,ସମୟ ବିତିଗଲା ପରେ ଆଲୋଚନା କରିବା ବଦଳରେ ଆଜି ହିଁ ଆଲୋଚନା କରିନ୍ତୁ !ଯୌବନ ସମୟରେ ନିଜର ମାଲିକାନା  ଗୁରୁତ୍ୱ ଅଟେ !ଜୀବନ ବିହୀନ ଡିଗ୍ରୀ ମଧ୍ୟ ମାଲିକାନା ନ ଥିଲେ, ଉର୍ନତି ସ୍ଥାୟୀକୁ ନ ବଡେଇ ମାଟିରେ ଠେଲି ଦେବ !ନିଜର ମାଲିକାନା ନ ଥାଇ ପ୍ରଭୁଙ୍କର ଆଜ୍ଞାକୁ ଅତିକ୍ରମ କରି ବିବାହ ବନ୍ଦନକୁ ପଛକୁ ଠେଲି ଜୀବନଯାପନ କରିବା ବିନାଶକୁ ସିଧା ନେଇ ଯିବ !ମୁତି ଅଭ୍ୟାସ କରିବା ଅର୍ଥାତ ତୁଳା ନିକଟରେ ନିଅ ଜଳାଇବା ସଦୃଶ୍ୟ !ପ୍ରଭୁଙ୍କର ଭୟରେ ଆପଣାକୁ ସଂରକ୍ଷଣ କରନ୍ତୁ !ଯୁବକ ଯୌବନରେ ଲେଖ ବୋଲି ଉପଦେଶ ଦ୍ଵାରା ଲକ୍ଷ୍ୟରେ ପାଠ ପଡ଼ !ପ୍ରେମ କରିବାକୁ ସମୟ ନାହିଁ ନାମକ ଫଳକକୁ ହୃଦୟରେ ଚାପିଦିଅ !ଟିକିଏ ଥୟ ଧର !ଆଦାମକୁ ସହଧର୍ମିଣୀକୁ ଦେଇ ଥିବା ପରମେଶ୍ୱର ଆପଣଙ୍କୁ ସଠିକ ସମୟରେ ସଠିକ ସହଧର୍ମିଣୀ ଆପଣଙ୍କୁ ଯୋଗାଇବେ !ତାଙ୍କ ସହ ଜୀବନ ସାରା ଉତ୍ସବ କରି ପାରିବେ !
-    ଭାଇ. ଶାମୂଏଲ ରତ୍ନ ସ୍ୱାମୀ 

ପ୍ରାର୍ଥନାର ଅଂଶ :-
ସେବାକାର୍ଯ୍ୟ ସ୍ଥାନରେ ଉପଯୋଗ କରୁଥିବା ଚାରି ଚକିଆ ଏବଂ ଦୁଇ ଚକିଆ ଯାହାନ ଉତ୍ତମ ରୂପ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet