Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-02-2022 (God’s creation’s special)
Share:

By Village Missionary Movement

Friday, 18-Feb-2022

ଆଜିର ବାକ୍ୟ (Oriya) 18-02-2022 (God’s creation’s special)

ପିତରଙ୍କ ଜାଲ 

“ପୁନଶ୍ଚ, ସ୍ୱର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବ ପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣା ଜାଲ ସଦୃଶ।“ - ମାଥିଉ 13:47

ଆମ୍ଭେ  ସାଧାରଣ ଭାବେ ସମୁଦ୍ରରେ ମାଛ ଧରିବାକୁ ଉପଯୋଗୀ ଅଟୁ !ଯଦି ମୁଁ ନ ଥାଏ ତେବେ କେଉଟମାନେ ବଡ଼ ବଡ଼ ମାଛ ଧରି ପାରନ୍ତି ନାହିଁ !ମୁଁ ନାଇଲନ ସୁତାରେ ନିର୍ମିତ ହୋଇ ବହୁତ ଟାଣ ଥିବି !ମୋର ବଳବାନ ହେତୁ କେତେ ବଡ଼ ମାଛ ସୁଧା କୂଳକୁ ଆଣି ପାରିବି !ମାଛଗୁଡିକ ବାହାରକୁ ନ ଆସି ସଂରକ୍ଷଣରେ କୂଳକୁ ପହଞ୍ଚାଇବାକୁ ମୁଁ ସାହାଯ୍ୟ କରେ !ଆମ୍ଭେ ଗଭୀର ସ୍ଥାନରେ ପକାଯାଉ ଓ ଗଭୀର ନ ଥିବା ସ୍ଥାନରେ ମଧ୍ୟ ପକାଯାଉ !ଯେଉଁ ସ୍ଥାନରେ ପକାଇଲେ ମଧ୍ୟ ମୁଁ ମାଛ ଧରି ଆଣି ପାରିବି !ଆମେ ଲକ୍ଷ୍ୟ ବିହୀନ ହୋଇ ରହିବୁ ନାହିଁ !ଆମ ଭିତରକୁ ଆସିଥିବା ମାଛକୁ ନ ଛାଡି ଧରି କୂଳକୁ ପହଞ୍ଚାଇବା ପର୍ଯ୍ୟନ୍ତ ଆମେ ଛାଡ଼ିବୁ ନାହିଁ !ପବିତ୍ର ଗ୍ରନ୍ଥରେ ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଅନେକ କେଉଟ ଅଟନ୍ତି !ଦିନେ ସେମାନେ ଜାଲ ଧୋଉଥାନ୍ତି !ଯୀଶୁ ପିତର ନାମକ ଶିଷ୍ୟକୁ କହିଲା, ତୁମ୍ଭେ ଡ଼ଙ୍ଗାକୁ ଗଭୀର ଜଳକୁ ନେଇ ମାଛ ଧରିବାକୁ ଜାଲବିଛାଅ !ପିତର ଜାଲବିଛାଇବା କ୍ଷଣି ଦୁଇଟି ଡ଼ଙ୍ଗା ବୁଡିଯିବା ସଦୃଶ୍ୟ ବହୁତ ମାଛ ନିଜର କରି ନେଲା !

ପ୍ରଭୁଙ୍କର ସନ୍ତାନଗଣ, ଆପଣ ଆପଣଙ୍କ ମଣ୍ଡଳୀରେ ମିଶି ଆତ୍ମା ରୋଜଗାର କରୁଛ କି ? ତୁମ୍ଭ ହସ୍ତକୁ ମିଳିଲା ଆତ୍ମାକୁ ବାହାରକୁ ନ ଛାଡି ରକ୍ଷା କରୁଛ କି ? ଆମ୍ଭେ ସେବା ନିମନ୍ତେ ଯାଉଥିବା ସ୍ଥାନ କଠିନ ହେଉ  ଅବା ସହଜ ହେଉ ଆତ୍ମା ଗୁଡିକ ରୋଜଗାର କରିବାକୁ ଆଗ୍ରହ ଅଛ କି ? ଆତ୍ମା ଗୁଡିକ ରୋଜଗାର କରିବା କମି ଗଲେ ଅଥବା ଆତ୍ମା ଗୁଡିକ ମଣ୍ଡଳୀକୁ ଛାଡି ବାହାରକୁ ଗଲେ, ଆପଣ ଗୋଟିଏ କାମ କରିବା ଉଚିତ !ଆମେ ଆମ୍ଭଙ୍କୁ ଭଲ କରିବାକୁ ଆମ ମାଲିକଙ୍କ ହସ୍ତରେ ନିଜକୁ ସମର୍ପିତ ହେଲା ସଦୃଶ୍ୟ ତୁମ୍ଭେ ମଧ୍ୟ ଆପଣଙ୍କ ଅକ୍ଷମତାକୁ ସଠିକ କରିବାକୁ ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ହସ୍ତରେ ନିଜରକୁ ସମର୍ପିତ କର !ଆମ୍ଭେ ଆମ ଜାଲରେ ଅନେକ ମାଛକୁ ସୁରକ୍ଷା କରି କୂଳକୁ ପହଞ୍ଚାଇବା ସଦୃଶ୍ୟ ଆପଣ ଆପଣଙ୍କ ଠାରେ ସଂଗ୍ରାମରେ, ବ୍ୟାଧିରେ, ଦରିଦ୍ରତାରେ, ଋଣବୋଝରେ ଆସିବା ଲୋକଙ୍କୁ ଆଦର କରି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛ କି ? ସଦାପ୍ରଭୁଙ୍କର ସନ୍ତାନଗଣ ଆପଣ କରୁଥିବା କାର୍ଯ୍ୟ ସର୍ବଦା ଉର୍ନତି ଅଟେ !ତାହା କଣ, ଏହା ନର୍କକୁ ଯାଉଥିବା ଆତ୍ମାକୁ ଉଦ୍ଧାର କରି, ସ୍ୱର୍ଗ ରାଜ୍ୟକୁ  ନେଇଯିବା ମହାନ କାର୍ଯ୍ୟ !ସେଥିପାଇଁ ଦୟାକରି ଲକ୍ଷ୍ୟ ବିହୀନ ହୋଇ ରୁହନ୍ତୁ ନାହିଁ !ଆଗ୍ରହରେ ଚାଲନ୍ତୁ !ଆମେ ଧରୁଥିବା ମାଛ ଅତି ସ୍ୱାଦଯୁକ୍ତ !ତଦ୍ରୁପ ଆତ୍ମା ରୋଜଗାର ମଧ୍ୟ ଅତି ସ୍ୱାଦଯୁକ୍ତ ଅଟଇ !ତାହା କେବଳ ସେବକମାନେ ହିଁ କରିବା ଉଚିତ ନୁହେଁ, ପ୍ରତ୍ୟେକ ଖ୍ରୀଷ୍ଟିଆନ କରିବା କାମ !ଠିକ ଅଛି ତ !
-    ଶ୍ରୀମତୀ ଶକ୍ତି ଶଙ୍କର ରାଜ 

ପ୍ରାର୍ଥନାର ଅଂଶ :-
ଆମ ସେବାରେ ଥିବା ସାତ ଶହ ନବେ ସେବକମାନଙ୍କ ଆରୋଗ୍ୟ ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet