Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-02-2022 (God’s creation’s special)
Share:

By Village Missionary Movement

Friday, 18-Feb-2022

ଆଜିର ବାକ୍ୟ (Oriya) 19-02-2022 (God’s creation’s special)

ସବୁଜ କଣ୍ଟା 

"ମାତ୍ର ସଦାପ୍ରଭୁ ଯେତେବେଳେ ଦେଖିଲେ, ଯେ ସେ ଦେଖିବା ନିମନ୍ତେ ଏକ ପାଖକୁ ଯାଉଅଛନ୍ତି...।” - ଯାତ୍ରା ପୁସ୍ତକ 3:4

ପବିତ୍ର ଗ୍ରନ୍ଥରେ ଥିବା ମଣିଷ, ଜୀବଜନ୍ତୁ, ଗଛଲତା ଯାହା ଦ୍ଵାରା ହେଲେବି ସଦାପ୍ରଭୁ ଅନେକ ବିଷୟରେ ଶିକ୍ଷା ଦିଅନ୍ତି ବୋଲି ମୁଁ ଜାଣିଅଛି !ତେଣୁ ମୁଁ ଆଜି ଧୌର୍ଯ୍ୟରେ କଥା ହେବି ବୋଲି ଭାବୁଛି !ସର୍ବପ୍ରଥମେ ମୁଁ ମୋର ନିଜର ପରିଚୟ ଦେବି !ସାଧାରଣ ଭାବେ ମୁଁ କାହାକୁ ପସନ୍ଦ ହୁଏ ନାହିଁ !ମୁଁ ଜୀବଜନ୍ତୁକୁ ମଧ୍ୟ ପସନ୍ଦ ହୁଏ ନାହିଁ !ସେଥିପାଇଁ ମୋତେ କେହି ଧରାଛୁଆଁ କରନ୍ତି ନାହିଁ !କିନ୍ତୁ ମୋତେ ଏକ ମହାନ ଅଧିପତିର କାର୍ଯ୍ୟ ମୋଶାକୁ ଡାକିବା ନିମନ୍ତେ ସଦାପ୍ରଭୁ ମୋତେ ବ୍ୟବହାର କଲେ, ଏହା କହିଲେ ଆପଣ ବିଶ୍ୱାସ କରି ପାରୁଛନ୍ତି କି ? ହଁ ମୁହିଁ ସେହି ସବୁଜ କଣ୍ଟାର ବୁଦା !ଠିକ ଅଛି, ମୋ ସହ ଆସନ୍ତୁ ଅରଣ୍ୟକୁ ଯିବା !ଶୀଘ୍ର ଛଡ଼ନ୍ତୁ.... ଛଡ଼ନ୍ତୁ ପାଇଲଟ ଟିକେ ଜାହାଜକୁ ଧୀରେ ଉଡିବାକୁ ଦିଅ !ଏହା ହିଁ ଅରଣ୍ୟ ପଛରେ ଥିବା ପରମେଶ୍ୱରଙ୍କ ହୋରେବ ପର୍ବତ ! ମୁଁ ଏଠାରେ ହିଁ ବହୁତ ବର୍ଷ ହେବ ରହୁଥିଲି !ଶହେ ପ୍ରତିଶତ ଡିଗ୍ରୀର ଉତ୍ତାପ, ଅତ୍ୟଧିକ ଝରୁଥିବା ବରଫ, ମୁଁ ଏହି ଦୁଇଟିକୁ ଦେଖି ବଢିଛି !ଠିକ ଅଛି ଶୀଘ୍ର ଶୀଘ୍ର କିଛି ବିଷୟରେ ଆପଣଙ୍କୁ ମୁଁ କହିବି !

ପ୍ରଥମଟି, ପରମେଶ୍ୱର ମୋ ଦ୍ଵାରା ମୋଶାଙ୍କୁ ଦର୍ଶନ ଦେଲେ !ତଦ୍ରୁପ ଚାରିପଟେ ଥିବା ଜନତା ଆପଣଙ୍କ ଦ୍ଵାରା ପରମେଶ୍ୱରଙ୍କୁ ଦେଖି ପାରିବେ କି ? ଦ୍ୱିତୀୟଟି,ମୁଁ ଅଗ୍ନିକୁ ଗ୍ରହଣ କଲି !ତଦ୍ରୁପ ପରମେଶ୍ୱର ଆପଣଙ୍କୁ କଢାଇ ନେବା ବହୁତ ବିଧାନ ଯାହା ହେଲେବି, ତାହାକୁ ଆପଣମାନେ ଗ୍ରହଣ କରୁଛନ୍ତି କି ? ତାହା ସିଂହର ଗର୍ତ୍ତ ଅବା ଅଗ୍ନିର ଗର୍ତ୍ତ ସଦୃଶ୍ୟ ରହିଥାଇ ପାରେ !ଏହା ଦରକାର ନାହିଁ, ମୁଁ ସମ୍ବାଳି ପାରିବି ନାହିଁ, କହି ତାଙ୍କ ସହ ଯୁଦ୍ଧ କରୁଛ କି ? ଆପଣଙ୍କ ଜୀବନରେ ଆସୁଥିବା କଠିନ ଅବସ୍ଥାରେ ଧୌର୍ଯ୍ୟରେ ସହନ କଲେ ନିଚୟ ମହିମାର କାର୍ଯ୍ୟ ହେବ !ତୃତୀୟଟି ମୁଁ ମୋଶାଙ୍କୁ ମୋ ନିକଟକୁ ଆସିବା ନିମନ୍ତେ ଆକର୍ଷିତ କଲି !ତଦ୍ରୁପ ଆପଣ ପରମେଶ୍ୱରଙ୍କ ପ୍ରେମକୁ ବାହାରେ ଥିବା ଲୋକଙ୍କୁ ଆକର୍ଷିତ କଲା ପରି ଅଛ କି ? ଆପଣଙ୍କୁ ଦେଖିବା ଲୋକ ଅନ୍ୟମାନଙ୍କ ଠାରେ ନ ଥିବା ଏକ ଆତ୍ମୀୟ ସ୍ଵଭାଵ ତୁମ୍ଭ ଠାରେ ଦେଖି ଆପଣଙ୍କ ନିକଟକୁ ଆସିବ କି ? ମାଲୋ.. ମୁଁ ତୁମକୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରୁଛି କି ? ପ୍ରଶ୍ନ କରିବା ମୋଠାରେ ଥିବା ଏକ ନୈପୁଣ୍ୟ !କାରଣ, ମୁଁ ଏହୋବାଙ୍କୁ ମିଶିବା ପର୍ଯ୍ୟନ୍ତ କାହିଁକି ମୋ ଜୀବନରେ କଣ୍ଟା, କାହିଁକି ଏ ଅରଣ୍ୟର ଜୀବନ, କାହିଁକି ଏ ଏକଲା ଜୀବନ, କାହିଁକି ମୋତେ କେହି ଧରାଛୁଆଁ ଦିଅନ୍ତି ନାହିଁ ?ମୁଁ  ଏହା ଭାବି ଅନେକ ପ୍ରକାର ପ୍ରଶ୍ନରେ ନିଜକୁ ବଚସା କରୁଥାଏ !ଯେତେବେଳେ ଏହୋବାଙ୍କ ଦର୍ଶନ ପାଇଲି, ସେ ଦିନ ହିଁ ମୋ ସମସ୍ତ ପ୍ରଶ୍ନ ମାୟା ହୋଇଗଲା !ଆପଣଙ୍କ ଜୀବନରେ ମଧ୍ୟ ଅନେକ ପ୍ରଶ୍ନ ଅଛିତ ? ସଦାପ୍ରଭୁଙ୍କୁ ଅଧିକ ଭାବେ ଜାଣିବାକୁ ଚେଷ୍ଟା କରନ୍ତୁ !ସେ ହିଁ ସବୁ ପ୍ରଶ୍ନର ଉତ୍ତର ହୋଇ ବଦଳିବ !ଆଉ କିଛି କ୍ଷଣି ଆପଣଙ୍କ ସହ କଥା ହେବାକୁ ଆଶା ଅଛି !କିନ୍ତୁ ସମୟର ଅଭାବ !ଆଉ ମୋ ବିଷୟରେ ଜାଣିବାକୁ ହେଲେ ଯାତ୍ରାପୁସ୍ତକ ତୃତୀୟ ଅଧ୍ୟାୟ ବାରମ୍ବାର ପଢନ୍ତୁ !ଓକେ ବାଇ !
-    ଭାଇ ଯୋହନ ଜୟରାଜ 

ପ୍ରାର୍ଥନାର ଅଂଶ :-
ଗେତସମନି କ୍ୟାମ୍ପସରେ ଦୁଇ ଦୁଇ ଜଣ ମିଶିନାରୀ ମିଶି ଶିକ୍ଷା ଗ୍ରହଣ କରିବାକୁ, ମିଶିନାରୀମାନଙ୍କ ନିମନ୍ତେ ଷାଠିଏଟି ବଖରା ନିର୍ମାଣ କରିବା ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet çorlu escort çorlu escort