Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-03-2022
Share:

By Village Missionary Movement

Wednesday, 02-Mar-2022

ଆଜିର ବାକ୍ୟ (Oriya) 02-03-2022

ଖ୍ରୀଷ୍ଟ ହିଁ ଜୀବନ 

“କାରଣ ମୋ' ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ ।“ - ଫିଲିପ୍ପୀୟ 1:21

ଇରାନରେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଥିବା ଭାଇ ମେହେଦିତ ତିପାଜଙ୍କୁ ଦେଶୋଦ୍ରୋହି ନାମକ ଦୋଷୀରେ ସାବ୍ୟସ୍ତ କରି କାରାଗାର ବରଣ କରାଯାଇ ଥିଲା !ତାଙ୍କୁ ନ୍ୟାୟାଳୟରେ ଦେଇଥିବା ଦଣ୍ଡ କେବଳ ଗୋଟିଏ ତାହା ଫାଶୀ ଦଣ୍ଡ ଅଟେ !ଜଣେ ଅନୁସରଣ କରୁଥିବା ଧର୍ମକୁ ସେ ନିଜେ ହିଁ ଜାଣି ପାରିବ, ଖ୍ରୀଷ୍ଟିଆନ ଅର୍ଥ ଖ୍ରୀଷ୍ଟ ଅଟେ !ଯୀଶୁଖ୍ରୀଷ୍ଟଙ୍କ ଠାରେ ଥିବା ବିଶ୍ୱାସ ପରିତ୍ୟାଗ କରିବା ଅପେକ୍ଷା ଜୀବନ ପରିତ୍ୟାଗ କରିବା ଉତ୍ତମ !କାହିଁକିନା ଖ୍ରୀଷ୍ଟଙ୍କୁ ଅନୁସରଣ କରିବା ବ୍ୟକ୍ତିକୁ ମୃତ୍ୟୁ ଲାଭଜଣକ !ଯୀଶୁଖ୍ରୀଷ୍ଟ ମଧ୍ୟ ତାହାଙ୍କ ମୃତ୍ୟୁ ଦ୍ଵାରା ଅନେକଙ୍କୁ ପରିତ୍ରାଣ ମାର୍ଗରେ କଢାଇ ନେଲେ !ମୃତ୍ୟୁରେ ମଧ୍ୟ ଗୁରୁଙ୍କୁ ଅନୁସରଣ କରିବା ବ୍ୟକ୍ତି ହିଁ ପ୍ରକୃତ ଶିଷ୍ୟ ଅଟେ !ପ୍ରଭୁଯୀଶୁଖ୍ରୀଷ୍ଟ ମୋତେ ପଞ୍ଚାଳସି ଥର ତାଙ୍କ କୃପାରେ କଢାଇ ଆଣିଲେ !ଏହି ପୃଥିବୀରେ କୋଟି କୋଟି ଜନତା ମୋତେ ଘୃଣା କରି  ବିରୋଧ କଲେ ମଧ୍ୟ ମୁଁ ବିଜୟୀ ଅଟେ !କାହିଁକିନା ମୃତ୍ୟୁର ବିଜୟୀ ମୋ ସପକ୍ଷରେ ଅଛନ୍ତି !ମୋ ଜୀବନ ତାହାଙ୍କ ହସ୍ତରେ ଅଛି !ମୁଁ ତାଙ୍କ ଅଧୀନରେ ଅଛି !ଜୀବନ ଯୀଶୁଙ୍କ ନିମନ୍ତେ ବଞ୍ଚିବାକୁ ସୁଯୋଗ !ମୃତ୍ୟୁ ହେଉଛି ଯୀଶୁଙ୍କ ସହିତ ମିଶି ବଞ୍ଚିବାର ସୁଯୋଗ !ସେଥିପାଇଁ ଖ୍ରୀଷ୍ଟଙ୍କ ଠାରେ ଥିବା ମୋର ବିଶ୍ୱାସ କଦାପି ଛାଡ଼ିବି ନାହିଁ ବୋଲି ନୀଚୀତ ଭାବେ କହିଲା !ଏଥିନିମନ୍ତେ ଅଳ୍ପ ଦିନରେ ମୃତ୍ୟୁରୁ ବିଜୟୀ ହାସଲ କଲା !ପ୍ରେରିତ ପାଉଲ ଫିଲିପିୟଙ୍କୁ ଲେଖିଥିବା ପତ୍ରରେ :-1:21ବଚନରେ ମୋ' ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ ବୋଲି ଲେଖିଛନ୍ତି !ପ୍ରଥମ କରନ୍ତିୟରେ ଲେଖିଛନ୍ତି ମୁଁ ଦିନ ଦିନକୁ ମୃତ୍ୟୁଭୋଗ କରୁଛି ବୋଲି କହନ୍ତି !ଏହି ପୃଥିବୀରେ କିପରି ଉତ୍ତମ ରୂପେ ବଞ୍ଚିବାକୁ ହେବ ତା ଠାରୁ ଅଧିକ ଖ୍ରୀଷ୍ଟଙ୍କ ନିମନ୍ତେ ଗହମ ବୀଜ ସଦୃଶ୍ୟ ମୃତ୍ୟୁ ହେବା ପ୍ରଭୁଙ୍କର ଦୃଷ୍ଟିରେ ମହିମା ଅଟେ ବୋଲି ପାଉଲ ବିଶ୍ୱାସ କଲା !                                   

ଏହି ସୁସାମ୍ବାଦ ଶୁଣୁ ଥିବା ଅନେକ ଲୋକେ ଛୋଟ ଛୋଟ ବିଷୟରେ ବହୁତ ମନସ୍ଥାପର ଅଧୀନ ହେଉଛନ୍ତି !ବେଳେବେଳେ ଖ୍ରୀଷ୍ଟଙ୍କୁ ପରିତ୍ୟାଗ କରି ପଛଘୁଞ୍ଚା ହୋଇଯାଉଛନ୍ତି !ଛୋଟ ଛୋଟ ବିଷୟକୁ ଆମ ପ୍ରଭୁଙ୍କୁ ସହଜରେ ଘୃଣା କରୁଛୁ !ଆଜି ପବିତ୍ର ଆତ୍ମା ପରମେଶ୍ୱର ଆମକୁ ଉଚ୍ଚାହ କରିବାକୁ ଆଶା କରୁଛନ୍ତି !ଜୀବନ ଏକ ଅଟେ !ତେଣୁ ଯୀଶୁଙ୍କ ନିମନ୍ତେ ବଞ୍ଚିବା !ଆମ ଜୀବନ ନଷ୍ଟ ଅଟେ ବୋଲି ଜାଣି ପ୍ରଭୁଙ୍କର ନିମନ୍ତେ ବଞ୍ଚିବା ଜୀବନ୍ତ ମୁକୁଟକୁ ନିଜର କରିବା !
-    ପି. ଜେକାବ ଶଙ୍କର 

ପ୍ରାର୍ଥନାର ଅଂଶ :-
ଗେତସମଣି କ୍ୟାମ୍ପସରେ ହେଉଥିବା ନିର୍ମାଣ କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis wbahis grandpashabet betgit betsalvador matbet meritking