Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-03-2022
Share:

By Village Missionary Movement

Friday, 04-Mar-2022

ଆଜିର ବାକ୍ୟ (Oriya) 04-03-2022

ମିଥ୍ୟା ଭାଷାଗୁଡିକ 

“ତୁମ୍ଭେମାନେ ଯେପରି ଆପଣା ଆପଣା ମନରେ ଶ୍ରାନ୍ତକ୍ଳାନ୍ତ ନ ହୁଅ; ଏଥିପାଇଁ ଯେ ପାପୀମାନଙ୍କଠାରୁ ଆପଣା ବିରୁଦ୍ଧରେ ଏଡ଼େ ପ୍ରତିକୂଳାଚରଣ ସହ୍ୟ କଲେ, ତାହାଙ୍କ ବିଷୟ ବିବେଚନା କର ।“ -  ଏବ୍ରୀ 12:3

ଖ୍ରୀଷ୍ଟଙ୍କ ପ୍ରିୟବନ୍ଧୁଗଣ, ଆପଣଙ୍କ ଜୀବନରେ, ପରିବାରରେ, ଚାକିରୀ ସ୍ଥାନରେ, ଅଥବା ଆପଣ ଥିବା ଯେକୌଣସି ସ୍ଥାନରେ ହେଉ ଆପଣ କରି ନ ଥିବା ଭୁଲ କରିଛ କହି, ଆପଣ କହି ନ ଥିବା କଥା କହିଛନ୍ତି କହି ମିଥ୍ୟାରେ ଦୋଷୀ ସାବ୍ୟସ୍ତ କରୁଛନ୍ତି କି ? ଦୁଃଖ କରନ୍ତୁ ନାହିଁ !ପୃଥିବୀରେ ଆପଣଙ୍କୁ ବାଧା ହୁଏ !ହେଲେବି ଧୌର୍ଯ୍ୟରେ ରୁହନ୍ତୁ !ମୁଁ ପୃଥିବୀ ବିଜୟୀ ହୋଇଛି କହିଥିବା ପ୍ରଭୁଯୀଶୁଖ୍ରୀଷ୍ଟ ଆପଣଙ୍କ ସହ ଅଛନ୍ତି !ହଁ ବୟଜ୍ୟୋଷ୍ଟ, ଯାଯକବୃନ୍ଦ, ଶାସ୍ତ୍ରବୃନ୍ଦ ଏହି  ସମସ୍ତଙ୍କ ସାମୁହିକରେ ପ୍ରଭୁଯୀଶୁଖ୍ରୀଷ୍ଟଙ୍କୁ ରୋମଚକ୍ରବର୍ତ୍ତୀ ପିଲାତଙ୍କ ନିକଟକୁ ନେଇ କହିଲେ, ଇଏ କ୍ରାଇସରଙ୍କୁ କର ଦିଅ ନାହିଁ ବୋଲି କହିବା ଆମେ ଶୁଣିଲୁ ବୋଲି ତାହାଙ୍କ ପ୍ରତି ଦୋଷାରୋପ କଲେତ !କିନ୍ତୁ ଯୀଶୁଖ୍ରୀଷ୍ଟ କହିଲେ, କ୍ରାଇସରଙ୍କର କ୍ରାଇସରକୁ ଦିଅ, ପିତାଙ୍କର ପିତାଙ୍କୁ ଦିଆଯାଉ !ଆଉ ତାଙ୍କ ନିମନ୍ତେ ଏବଂ ପିତରଙ୍କ ନିମନ୍ତେ କର ଦେଲେ !ଏହିପରି ବିଷୟ ଥିବାବେଳେ, ଯୀଶୁଙ୍କୁ ହିଂସା କରିବା ଲୋକେ ପିଲାତଙ୍କ ସମୁଖରେ ଯୀଶୁଖ୍ରୀଷ୍ଟ କହିଥିବା ବାକ୍ୟ ଗୁଡିକ ଏବଂ କରିଥିବା କାର୍ଯ୍ୟଗୁଡିକ ବିରୁଦ୍ଧରେ କହି ଯୀଶୁଙ୍କ ପ୍ରତି ଦୋଷାରୋପ କଲେ !ସେଥିପାଇଁ ସେମାନେ କଞ୍ଚାକୁ ଏପରି କଲେ, ଶୁଖିଲାକୁ କଣ ନ କରିବେ ବୋଲି କହିଥିବା ଯୀଶୁଙ୍କ କଥାକୁ ମନେ ପକାଇ ଆପଣ ଆପଣାକୁ ସ୍ବାନ୍ତନା କରନ୍ତୁ !ସେହି ସମୟରେ ପ୍ରଭୁ ଆପଣଙ୍କୁ ପରିତ୍ୟାଗ କରିବେ ନାହିଁ !ହଁ ଯୋଶେଫଙ୍କ ପ୍ରତି ମିଥ୍ୟା ଦୋଷାରୋପ କରି, କାରାଗାରକୁ ପଠାଇ ଥିଲେ ମଧ୍ୟ ଏହୋବା ଯୋଶେଫଙ୍କୁ କେବଳ ମୁକ୍ତ କଲେ ତାହା ନୁହେଁ ତାହାଙ୍କୁ ବୃଦ୍ଧି କଲେ !ସେ ଆପଣମାନଙ୍କୁ ମଧ୍ୟ ତଦ୍ରୁପ କରିବେ !ସେଥିପାଇଁ ଆପଣ ସଙ୍କୋଚନ ପରି ଆପଣଙ୍କ ଆତ୍ମାଗୁଡିକ ହାଲିଆ ନ ହୋଇ, ତାହାକୁ ବେତିରେଖ କରିଥିବା ପ୍ରତ୍ୟାଖାନ ଗୁଡିକୁ ସମ୍ବାଳି ତାହାଙ୍କୁ ଚିନ୍ତା କରନ୍ତୁ !
-    କେ. ବିଞ୍ଜାମିନ 

ପ୍ରାର୍ଥନାର ଅଂଶ :-
ଲେଣ୍ଟ ( lent )ପ୍ରାର୍ଥନାରେ ଭାଇ ଡେଭିଡ ଗାଣେଶାନଙ୍କୁ ସଦାପ୍ରଭୁ ଅଦଭୂତ ଭାବେ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା!

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino