Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-03-2022 (Kids Special)
Share:

By Village Missionary Movement

Monday, 14-Mar-2022

ଆଜିର ବାକ୍ୟ (Oriya) 14-03-2022 (Kids Special)

ଟୀକା ଟୀକା 

“ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ, କିଅବା କୌଣସି ମାରୀ ତୁମ୍ଭ ତମ୍ବୁ ନିକଟକୁ ଆସିବ ନାହିଁ।“ - ଗୀତସଂହିତା 91:10

ଯୋହନ. ଜି. ଏଲେକ ନାମକ ଜଣେ ସେବକ ଅତ୍ୟନ୍ତ ମୃତ୍ୟୁଦାୟକ ରୋଗ ସଂକ୍ରମକ ହେବା ସମୟରେ ଡାକ୍ତରଖାନାକୁ ଯାଇ ରୋଗୀମାନଙ୍କ ନିମନ୍ତେ ପ୍ରାର୍ଥନା କରି ଆସୁଥାଏ !ଏହା ଦେଖିଥିବା ଡାକ୍ତର, ତାଙ୍କୁ ଡାକି ପ୍ରଶ୍ନ ପଚାରିଲେ, ଆପଣ ଏହି କୋଠର ରୋଗୀମାନଙ୍କ ମସ୍ତକ ଉପରେ ହସ୍ତ ରଖି ପ୍ରାର୍ଥନା କରୁଛ, ସେହି ରୋଗ ଆପଣଙ୍କୁ କଣ ଢ଼େଇବ ନାହିଁ କି ? ଆପଣ କଣ ଟୀକା ନେଇଛ କି ? ତେବେ ସେ ସେବକ ହଁ କହିଲା !ଉତ୍ତର କଲା, ମୁଁ ଟୀକା ନେଇଛି !ଡାକ୍ତରମାନେ ପଚାରିଲେ, ତୁମେ କେଉଁ ଟୀକା ନେଇଛ ? ତାହାର ଉତ୍ତରରେ କହିଲା, ମୁଁ ଜୀବନଦାୟକ ଆତ୍ମାଙ୍କ ମୋଶାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ କରିଅଛି (ରୋମିୟ:-8:2)ନାମକ ଟୀକା ନେଇଛି !ଏହି ସେବକ ନେଇଥିବା ଟୀକା କଣ ? ପାପ ବ୍ୟବସ୍ଥାର ମୃତ୍ୟୁରୁ ମୁକ୍ତ ବ୍ୟବସ୍ଥା ହିଁ ସେହି ଟୀକା ! 

ଯଦି ଆମେ ବାଇବଲ ପଡିବା, ସେବେ ଇଶ୍ରାଏଲ ଜନତା ମିଶରରେ ଦାସତ୍ୱ ହୋଇଥିବା ବେଳେ, ଇଶ୍ରାଏଲ ଦେଶରେ ଅନେକ ପ୍ରକାରର ସଂକ୍ରାମକ ରୋଗ ସବୁ ଆସିଲା !କିନ୍ତୁ ସେସବୁ ଇଶ୍ରାଏଲ ଜନତାଙ୍କୁ କିଛି କ୍ଷତି କଲା ନାହିଁ !କାହିଁକିନା ପ୍ରଭୁଙ୍କ ପ୍ରତି  ନିର୍ଭରଶୀଲ ଥିବା ସମସ୍ତଙ୍କୁ ସେ ହିଁ, ପିଇବାକୁ, କୋଠା , ଦୁର୍ଗ ଓ ଆଶ୍ରୟ ହୋଇ ଥିଲେ !ଆଜିର ଦିନେ ମଧ୍ୟ ସେହିପରି ହିଁ ରହିଛନ୍ତି !

ଖ୍ରୀଷ୍ଟଙ୍କଠାରେ ପ୍ରିୟ ବନ୍ଧୁଗଣ, ଆଜିର ଦିନେ ଅନେକ ପ୍ରକାରର ରୋଗ ସଂକ୍ରମରେ ଥିବା ବେଳେ, ସେ ସମସ୍ତ କିଛି ଆମକୁ ଆକ୍ରାନ୍ତ କରେ ନାହିଁ  !କାହିଁକିନା ଆମେ ନେଇଥିବା ଟୀକା ତଦ୍ରୁପ ଅଟଇ !ଜଣେ ଖ୍ରୀଷ୍ଟଙ୍କ ଠାରେ ଥିଲେ ହିଁ ଏହି ଟୀକା କାର୍ଯ୍ୟକାରୀ ହୁଏ ନାହିଁ !ଖ୍ରୀଷ୍ଟଙ୍କ ଛଡା ବାହାରେ ଥିବା ଲୋକଙ୍କୁ ଯେକୌଣସି ଗେରେଣ୍ଟ ନାହିଁ !ଯୀଶୁ ଡାକନ୍ତି, ଆପଣ ଏବେ ହିଁ ମୋ ନିକଟକୁ ଆସ !ଆପଣଙ୍କ ଅନ୍ତରଙ୍ଗ ପାପକୁ ପରିତ୍ୟାଗ କରି ମନ ପରିବର୍ତ୍ତନ କରି ଆସ କହି ପରମେଶ୍ୱର ଅପେକ୍ଷାରେ ଅଛନ୍ତି !ତାଙ୍କ ନିମନ୍ତେ ଆପଣ ସମର୍ପିତ ହେଲେ, ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ, କିଅବା କୌଣସି ମାରୀ ତୁମ୍ଭ ତମ୍ବୁ ନିକଟକୁ ଆସିବ ନାହିଁ।ଆମେନ୍ !
-    ପି. ଶିୱା 

ପ୍ରାର୍ଥନାର ଅଂଶ:-
ଚର୍ଚ୍ଚ ନିର୍ମାଣରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ସଂରକ୍ଷଣ ଏବଂ ସେମାନଙ୍କର ପରିବାର ଆଶୀର୍ବାଦ ପାଇବା ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking