Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-03-2022
Share:

By Village Missionary Movement

Tuesday, 15-Mar-2022

ଆଜିର ବାକ୍ୟ (Oriya) 15-03-2022

ଆଣ୍ଠୁର ଶକ୍ତି 

“ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହି ସବୁ ପାଇବ।“ - ମାର୍କ 11:24

ଜଣେ ମିଶିନାରୀଙ୍କୁ ତାଙ୍କ ସେବାକୁ  ପଠାଯାଇଥିବା ସ୍ଥାନରେ ଆଗ୍ରହ ସହକାରେ  ସେବାଟି ଆରମ୍ଭ କଲା !ବର୍ଷ ବର୍ଷ ଓ ମାସ ମାସ ବିତୁଥିବା ବେଳେ ଇଏ କହିବା ସୁସମାଚାର ଶୁଣିବାକୁ କେହି ଆଗ୍ରହ ନ ଦେଖାଇ କୁଣ୍ଡିତ ବ୍ୟକ୍ତି ସଦୃଶ୍ୟ ମୁଁ ଥିବି କହିବା ବ୍ୟକ୍ତି ସଦୃଶ୍ୟ ରହିଛନ୍ତି !ଅହରହ ସେବା କରୁଥିଲେ ମଧ୍ୟ ଅଳ୍ପ ମଧ୍ୟ ପରିତ୍ରାଣ ନ ହୋଇ ରହିବା ଦ୍ଵାରା, ମୁଁ କରୁଥିବା ସମସ୍ତ ଚେଷ୍ଟା ବ୍ୟର୍ଥ ଅଟେ ବୋଲି ଭାବନା କରି ଭାଙ୍ଗିପଡି ସହରର ଆଉ ଏକ ଅନ୍ୟ ସ୍ଥାନକୁ ସେବକ ଆସିଲା !ସେବକ ରାସ୍ତା ପାର୍ଶ୍ୱରେ ଜଣେ ପଥର  ଭଙ୍ଗାଳିକୁ ଦେଖିଲା !ସେ ବଡ଼ ବଡ଼ ପଥରେ ଗୁଡିକୁ ହାତୁଡିରେ ଖଣ୍ଡ କରୁଥାଏ !ସେ ସେବକ ତାଙ୍କ ନିକଟକୁ ଯାଇ ପଚାରିଲା, ବାବୁ ଏତେ ବଡ଼ବଡ଼ ପଥରକୁ ଆପଣ କେମିତି ଭାଙ୍ଗି ପାରୁଛୁ ? ସେଥିପାଇଁ ସେହି ପଥର ଭଙ୍ଗାଳି କହିଲା, ବାବୁ ଏତେ ବଡ଼ ପଥର ଭାଙ୍ଗିବା ବେଳେ ଆଣ୍ଠୁରେ ଠିଆ ହେବାକୁ ପଡ଼େ !ଯେତେବେଳେ ଆଣ୍ଠୁରେ ଠିଆ ହେବା, ସେବେ ଯେତେ ବଡ଼ ପଥର ହେଲେ ସୁଦ୍ଧା, ତାହା କେତେ କଠିନ ଥିଲେ ମଧ୍ୟ ତାହାକୁ ସହଜରେ ଭାଙ୍ଗି ପାରୁ !ତାଙ୍କ ଦ୍ଵାରା ପରମେଶ୍ୱର କଥା ହେବା ସେହି ସେବକ ଅଳ୍ପ କ୍ଷଣିରେ ଜାଣି ପାରିଲା !ଆନନ୍ଦିତ ମନରେ ପୁନର୍ବାର ଘରକୁ ଫେରି, ସେହି ଦିନଠୁ ଆଣ୍ଠୁରେ ପ୍ରାର୍ଥନା କରି ବିଜୟୀରେ ସାଧନ କଲା !ଆଣ୍ଠୁରେ ଠିଆ ହେବା ହିଁ ବିଜୟୀର ରହସ୍ୟ !

ପବିତ୍ର ବାଇବଲରେ ଦାନିଏଲ, ଏଲିୟ,ପାଉଲ,ଏସ୍ତର ଏହି ସମସ୍ତେ ପ୍ରାର୍ଥନା କରି ବିଜୟୀ ଦେଖିଥିବା ଆମେ ଜାଣୁ !ଆମ୍ଭେମାନେ ମଧ୍ୟ ଆଣ୍ଠୁରେ ଠିଆ ହୋଇ ହୃଦୟକୁ ସମର୍ପିତ କଲା ବେଳେ ଅତ୍ୟଧିକ ଶକ୍ତି ପାଇ ପାରିବା !ଆପଣଙ୍କ ଜୀବନରେ ଗଠିତ ହୋଇଥିବା ପରାଜୟକୁ ଦେଖି ସଂକୋଚିତ ହୋଇଛ କି ? ଯେତେ ଚେଷ୍ଟା କଲେବି କୌଣସି ପରିବର୍ତ୍ତନ ନାହିଁ ବୋଲି ଲୁହ ଝରାଉଛ କି ? ଆପଣ ଆଣ୍ଠୁକୁ ଭାଙ୍ଗନ୍ତୁ ! ବିଜୟୀ ନିମନ୍ତେ ଆମେ ଯେତେ ଚେଷ୍ଟା କଲେ ମଧ୍ୟ, ସେହି ବିଜୟୀକୁ ଆଜ୍ଞାକାରୀ ହେଉଛନ୍ତି,କେବଳ ଆମ୍ଭ ସଦାପ୍ରଭୁ ଯୀଶୁଖ୍ରୀଷ୍ଟ !ଜ୍ଞାନ ଦ୍ଵାରା ସାଧନ କରି ନ ପାରିବା କାର୍ଯ୍ୟ, ଆଣ୍ଠୁ ମାଧ୍ୟମରେ ସାଧନ କରି ପାରିବା !ଆପଣ ଆପଣଙ୍କ ଯୁବକ ସନ୍ତାନମାନଙ୍କ ଯିଦିଆ ଗୁଣ ପରିବର୍ତ୍ତନ ହେବା ଉଚିତ ବୋଲି ଅନେକ ଆଲୋଚନା କହୁଥିଲ କି ? ହେଲେ ଆପଣକୁ ଗୋଟିଏ ଆଲୋଚନା,  ବ୍ୟକ୍ତିଗତ ଭାବେ ଆଣ୍ଠୁ ପାତନ୍ତୁ ! ଲୁହଝରା ଓ ଆଣ୍ଠୁଭଙ୍ଗା ପ୍ରାର୍ଥନାକୁ ନିଚୟ ଉତ୍ତର ଦିଆ ଯିବ !

ପ୍ରିୟ ସେବକ ବୃନ୍ଦ, ମୁଁ କେତେ ବର୍ଷ ସେବା କଲି, କିନ୍ତୁ ଗୋଟିଏ ଫଳ ବି ନାହିଁ !ମୁଁ ଏବେ ପର୍ଯ୍ୟନ୍ତ କରିଥିବା ଚେଷ୍ଟା ସବୁ ବିଫଳ ହେଲା ବୋଲି ବଚସା କରୁଛ କି ? ପରମେଶ୍ୱରଙ୍କ ନିମନ୍ତେ କରିବା କୌଣସି ଏକ ଛୋଟ କାମ ମଧ୍ୟ ବ୍ୟର୍ଥ ହୁଏ ନାହିଁ ! ମନ ଦେଇ ବିଶ୍ୱାସ କର, କିନ୍ତୁ ଯାହା କଲେବି  ଆଣ୍ଠୁପାତି କରନ୍ତୁ !ନୀଚୀତ ବିସ୍ତାରିତ ଫସଲ କଟାଯିବ !ଆମେନ୍ !
-    ଭାଇ. ହାରିସ ଶାମୂଏଲ 

ପ୍ରାର୍ଥନାର ଅଂଶ :-
ଡାକ୍ତରଖାନା ସେବାରେ, ସ୍କୁଲମିଶନ ସେବାରେ ସମସ୍ତ ନୀରବଛିନ ଭାବେ ହେବା ନିମନ୍ତେ ପ୍ରଭୁଙ୍କର ନୂତନ ଦ୍ଵାର ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking