Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-03-2022
Share:

By Village Missionary Movement

Wednesday, 16-Mar-2022

ଆଜିର ବାକ୍ୟ (Oriya) 16-03-2022

ସତର୍କତା ଓ ପ୍ରତିକ୍ରିୟା 

“ଅତଏବ ଆସ ଆମ୍ଭେମାନେ ଅଣଯିହୂଦୀମାନଙ୍କ ପରି ନିଦ୍ରିତ ନ ହେଉ, ମାତ୍ର ଜାଗ୍ରତ ହୋଇ ସଚେତନ ରହିବା ।“ - ୧ ଥେସଲନୀକୀୟ 5:6

ବିତିଯାଇ ଥିବା ବର୍ଷରେ ଭୟଙ୍କର  କୋରନା ରୋଗ ପୃଥିବୀ ସାରା ସଂକ୍ରମଣ ହୋଇ ସବୁ ଜନତା ମାସ୍କ ଧାରଣ କରି ବାରମ୍ବାର ହାତ ଧୋଇ ଜାଗ୍ରତ ହେଲୁ !ଵିମାନ ସେବା, ବସ ସେବା, ଡ଼ଙ୍ଗା ଯାତ୍ରା ସବୁ କିଛି ପରିବହନ ବନ୍ଦ କରାଗଲା !ବିଦ୍ୟାସଂସ୍ଥାନ,  କାମଧାମ, କାର୍ଯ୍ୟାଳୟ, ବ୍ୟବସାୟ ମଧ୍ୟ ବନ୍ଦ କରାଗଲା !ପର୍ବପର୍ବାଣୀ, ଉତ୍ସବ, ଆରାଧନା ବାଧାପ୍ରାପ୍ତ କରାଗଲା !ଆମ୍ଭେମାନେ ସମସ୍ତେ ଡାକ୍ତର, ସରକାର ଦେଇ ଥିବା ସୂଚନା ଓ ସତର୍କତାକୁ ଗୌରବ କଲୁ !

କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମକୁ ଦେଇଥିବା ସତର୍କତାକୁ ଆମେ କେତେ ଜାଗ୍ରତରେ ଦୃଷ୍ଟିରେ ରଖିଛୁ !ପ୍ରେରିତ ପାଉଲ ତାଙ୍କ ପତ୍ରରେ ଲେଖିବା ବେଳେ, କୋଳାହଳ ଓ  ପ୍ରଧାନ ଦୂତଙ୍କ ତୂରୀଧ୍ୱନି ଶବ୍ଦରେ  ପରମେଶ୍ୱର ଓଲାଇ ଆସନ୍ତି ବୋଲି କହନ୍ତି !ଯୀଶୁଖ୍ରୀଷ୍ଟଙ୍କ ଆଗମନର ଦିନ ସନ୍ନିକଟ ଅଟେ !ଏହି କଥାକୁ ଆମେ କିପରି ଗୌରବ କରୁଛୁ !ତାହାଙ୍କ ସହ ମିଳନ ହେବାକୁ ପ୍ରସ୍ତୁତ ଅଛୁ କି ? ଯୀଶୁଖ୍ରୀଷ୍ଟଙ୍କ ପ୍ରଥମ ଆଗମନରେ ଯୀଶୁ ନାମକ ପରିତ୍ରାଣକର୍ତ୍ତା ଜନମ ନେଲେ ବୋଲି ବାର୍ତ୍ତାକୁ ବିଶ୍ୱାସ କରି କେତେ ଆନନ୍ଦରେ ଓ କୋଳାହଳରେ ଉତ୍ସବ ମନାଇଲୁ !ତଦ୍ରୁପ ଦ୍ୱିତୀୟ ଆଗମନ ବିଷୟର ବାର୍ତ୍ତାକୁ ଶୁଣି ଆମ୍ଭେ କେମିତି ପ୍ରତିକ୍ରିୟା କରୁଛୁ !ପ୍ରସ୍ତୁତ ହେବା କି ? ଏହି ଉତ୍ସବରେ,କୋଳାହଳ, ଖୁସିରେ ମୁକାବିଲା କରିବାକୁ ପ୍ରସ୍ତୁତ ହେବା !ଯଦି ପ୍ରସ୍ତୁତ ନ ହୋଇ ରହିବା ତେବେ, ଯୀଶୁ କହିଥିବା ଦଶ ଜଣ ସୁବୁଦ୍ଧି ଓ ନିର୍ବୁଦ୍ଧି କନ୍ୟା ଉପମା ସଦୃଶ୍ୟ ଆମ୍ଭେମାନେ ମଧ୍ୟ ଥିବା !ସେଥିପାଇଁ ସୁବୁଦ୍ଧି କନ୍ୟା ସଦୃଶ୍ୟ ସଜାଗ ହୋଇ ରହି ତାହାଙ୍କ ରାଜ୍ୟକୁ ନିଜର କରିବା !ଏତେ ଦିନ ନ ଆସିବା ଲୋକ ଏଥର ଆସିବ କି ବୋଲି ନିଦ୍ରିତ ଲୋକଙ୍କ ସଦୃଶ୍ୟ ଏହି ବାର୍ତ୍ତାକୁ ଶୁଣି,  ନ ଶୁଣିବା ବ୍ୟକ୍ତି ସଦୃଶ୍ୟ ଥିଲେ ତାହାଙ୍କ ସହତ ଯାଇ ପାରିବା ନାହିଁ !ସେଥିପାଇଁ ନିଦ୍ରିତ ନ ହୋଇ ଜାଗ୍ରତ ହୋଇ ସଚେତନରେ ଯୀଶୁଖ୍ରୀଷ୍ଟଙ୍କ ସହ ମିଶିବାକୁ ପ୍ରସ୍ତୁତ ହେବା !ତାହାଙ୍କ ସହିତ ମିଶିକି ଯିବା !
-    ଏ. ବିହୁଲା 

ପ୍ରାର୍ଥନାର ଅଂଶ :-ଗାଁ ଗୁଡିକରେ କରୁଥିବା ଛୋଟ ପିଲାମାନଙ୍କ ଏବଂ ଯୁବକ ଯୁବତୀ ମାନଙ୍କ ସେବା କାର୍ଯ୍ୟକୁ ବାଧା ସୃଷ୍ଟି କରୁଥିବା ଲୋକଙ୍କୁ ପରମେଶ୍ୱର ଦର୍ଶନ ଦେଇ ପରିବର୍ତ୍ତନ କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet