Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-01-2021
Share:

By Village Missionary Movement

Friday, 22-Jan-2021

ଆଜିର ବାକ୍ୟ (Oriya) 22-01-2021

ମନ ଥିଲେ ସ୍ଥାନ ଅଛି 

“ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ ସତ୍କାରରେ ପ୍ରସ୍ତୁତ ହୁଅ ।“ - ରୋମୀୟ 12:13

ଗୋଟିଏ ଗ୍ରାମରେ ଦୁଇ ଜଣ ଗରିବ ପଡୋଶୀ ଭାବେ ବଞ୍ଚି ଆସୁ ଥିଲେ !ଦିନେ ଜଣେ ବୃଦ୍ଧା,  ବ୍ୟକ୍ତି ଚିରା ପୋଷାକରେ ଆସି କବାଟ ମାରି ଭୋଗ ହେଉଛି କହିଲା ପ୍ରଥମ ଘରର ଲୋକ କିଛି ନାହିଁ କହି ପଠାଇ ଦେଲେ !ଦ୍ୱିତୀୟ ଘରର ଗରିବ  ଲୋକ ତାଙ୍କୁ ଅଳ୍ପ ଖାଦ୍ୟ, ଶୋଇବା ପାଇଁ ଅଳ୍ପ ସ୍ଥାନ ଦେଲେ!ସେହି ସକାଳେ ଉତ୍ତମ ବିଶ୍ରାମ କରି ଉଠିଥିବା ସେହି ବୃଦ୍ଧା ସେହି ଘରର ପରିବାରକୁ ଗୋଟିଏ ପୁରୁଣା ମୁଣି ଦେଇ ଚାଲିଗଲା !ସେହି ମୁଣିରେ  ସୁନାର ଦୁଇ ତୋଡ଼ା ମୁଦ୍ରା ଥିଲା !ତାହାକୁ ବିକ୍ରି କରି ଧିରେ ଧିରେ ଆଶୀର୍ବାଦ ପାଇଁ ଆନନ୍ଦରେ ଜୀବନ ବଞ୍ଚାଇଲା ସେହି ଘରର ପରିବାର !

ଯଦି ଆମେ ବାଇବଲ ଦେଖିବା ଅବ୍ରହମ ଉତ୍ତମ ଅତିଥ୍ୟସତକାର ବ୍ୟକ୍ତି ବୋଲି କୁହାଯାଇଛି !(ଆଦିପୁସ୍ତକ :-18:2-4) ସାକ୍ଷାତ କରିବାକୁ ବେଗେ ଯାଇ ଭୂମିଷ୍ଠ ହୋଇ କହିଲେ ଯେବେ ମୋ ପ୍ରତି ଅନୁଗ୍ରହ କରିବା ହେଲେ ତୁମ ଦାସର ସ୍ଥାନରେ ଯିବେ ନାହିଁ ବିନୟ କରୁଅଛି, ମୋତେ ଅଳ୍ପ ଜଳ ଆଣିବାକୁ ଦିଅନ୍ତୁ ପୁଣି, ଆପଣମାନେ ପାଦ ପ୍ରକ୍ଷାଳନ କରି ଏହି ବୃକ୍ଷ ତଳେ ବିଶ୍ରାମ କରନ୍ତୁ ଏଥିପାଇଁ ମୋତେ କିଛି ଖାଦ୍ୟଦ୍ରବ୍ୟ ଆଣିବାକୁ ଦିଅନ୍ତୁ, ପୁଣି ଭୋଜନ କଲାପରେ ଆପଣମାନେ ଗମନ କର ତିନି ସେର ଉତ୍ତମ ମଇଦା ନେଇ ଛାଣି ଶୀଘ୍ର ରୁଟି ପ୍ରସ୍ତୁତ କରି ଉତ୍ତମ କୋମଳ ଗୋବତ୍ସ ଆଣି  ତାହା ଶୀଘ୍ର ରାନ୍ଧି ଖାଇବାକୁ ଦେଲେ !ସେମାନେ ସେହି ଖାଦ୍ୟ ଖାଇସାରିବା ପରେ ସେମାନେ ଅବ୍ରାହମଙ୍କୁ ଆଶୀର୍ବାଦ କଲେ !ତାପରେ ଅବ୍ରହମ, ଓ ସାରା ଅପେକ୍ଷା କରୁଥିବା ପୁତ୍ର ରତ୍ନ ଅନୁଗ୍ରହ ପାଇଲେ !ସନ୍ତାନ ହୀନ ହୋଇ ତାଙ୍କ ଜୀବନରେ ଆନନ୍ଦ ନ ଥାଇ ପାରେ ମାତ୍ର ସଦାପ୍ରଭୁ ଇସହାକ ନାମକ ଖୁସି ତାଙ୍କୁ ଦୟା କଲେ !

ଆଜି  ମଧ୍ୟ ଆମେ  ଅନ୍ୟମାନଙ୍କ ଠାରୁ ଉପକାର ଆଶା ନ କରି ସାହାଯ୍ୟ କରିବାର ଗୁଣ ଆମ ଠାରେ ଆବଶ୍ୟକ ଅଛି !ଏମାନଂକୁ ସାହାଯ୍ୟ କଲେ ମୋତେ କଣ ମିଳିବ, ମୋର ଘରର ଆବଶ୍ୟକ ପାଇ ରଖିଥିବାଟାକୁ ଏମାନଂକ ପାଇଁ ଖର୍ଚ୍ଚ କରିବି କି ବୋଲି ଭାବିବା ଦ୍ଵାରା ଆମେ କାହାକୁ ସାହାଯ୍ୟ କରିପାରିବା ନାହିଁ !କିନ୍ତୁ ଅନ୍ୟକୁ ସାହାଯ୍ୟ କରିବାକୁ ମନ ଥିଲେ ଆଉ କିଛି ଆମେ ଆଲୋଚନା କରିବା ନାହିଁ !ତାହା ଦେଖୁ ଥିବା ସଦାପ୍ରଭୁ ନୀଚୀତ ଆମକୁ ଦୟା କରିବେ !ଦରିଦ୍ରତା ମଧ୍ୟରେ ମଧ୍ୟ ପ୍ରବକ୍ତାକୁ ପୋଷଣ କରିଥିବା ସାରିପଥ ବିଧବାଙ୍କ ଘରର ମଇଦା, ତେଲ ନ କମିବାକୁ ସମ୍ପୂର୍ଣ ରୂପରେ ଆଶୀର୍ବାଦ କରିଥିବା ସଦାପ୍ରଭୁ ପରମେଶ୍ୱର ତୁମ ଜୀବନରେ ମଧ୍ୟ ସମ୍ପୂର୍ଣ୍ଣ ଆଶୀର୍ବାଦ ଦୟା କରିବେ !
-    ଭାଇ ଆଲଭିନ  ଯାକୋବ 

ପ୍ରାର୍ଥନା କରନ୍ତୁ :-ଓଡିଶା ରାଜ୍ୟ ଗଜପତି ଜିଲା ର ଗୁମା ବ୍ଲକରେ ନୂତନ ଭାବେ ସେବା ଆରମ୍ଭ ନିମନ୍ତେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom