Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-04-2022
Share:

By Village Missionary Movement

Saturday, 02-Apr-2022

ଆଜିର ବାକ୍ୟ (Oriya) 02-04-2022

ଦଶଟି ନିର୍ଦ୍ଧେଶନା  

“କିନ୍ତୁ ସମସ୍ତ ବିଷୟ ସୁନ୍ଦରତାରେ ଓ ଶୃଙ୍ଖଳତାନୁସାରେ କରାଯାଉ ।“ - ପ୍ରଥମ କରିନ୍ଥୀୟ 14:40

ଇଂଲଣ୍ଡ ଦେଶକୁ ଥରହର କରିଥିବା ପ୍ରଭୁଙ୍କର ଦାସ ଜନ୍ ୱେସଲି ଖ୍ରୀଷ୍ଟିଆନମାନଙ୍କ ନିମନ୍ତେ ନିୟମ କରିଥିବା ଦଶଟି ନିର୍ଦ୍ଧେଶନା  ବିଷୟରେ ଆଜି ଆମେ ଦେଖିବା !

(1).ପ୍ରେରଣା ଏବଂ ଚତୁରତା ହୋଇ ରୁହନ୍ତୁ, ଅଳ୍ପ କ୍ଷଣ ମଧ୍ୟ ଖାଲିରେ ରୁହନ୍ତୁ ନାହିଁ !ଆପଣଙ୍କ ହସ୍ତ ସବୁବେଳେ ଯେକୌଣସି ଗୋଟିଏ ଉପକୃତ କାମରେ ଜଡିତ ହୋଇ ରହିବାକୁ ଦିଅନ୍ତୁ !ସମୟକୁ ନଷ୍ଟ କରନ୍ତୁ ନାହିଁ !ଆବଶ୍ୟକ ସ୍ଥାନରେ ଆବଶ୍ୟକ ସମୟ ଛଡା କୌଣସି ମତେ ଅଧିକ ସମୟ ବିତାନ୍ତୁ ନାହିଁ !

(2).ଅନ୍ୟର ସହିତ ବାର୍ତାଳାପରେ ଆପଣଙ୍କ ବାର୍ତ୍ତା ସର୍ବଦା ସଂକ୍ଷିପ୍ତ ହେଉ,ଅଳ୍ପ ସମୟ ରହିବାକୁ ଦିଅନ୍ତୁ !ବିଶେଷକରି ଯୁବକମାନଙ୍କ ସହ ବାର୍ତାଳାପ ବେଳେ ସର୍ବଦା ଜ୍ଞାନରେ କଢ଼ାଅ !

(3).ପ୍ରଭୁଙ୍କଠାରେ ପବିତ୍ରତା ହିଁ ଆପଣଙ୍କ ଜୀବନରେ ନିୟମ ହୋଇ ରହିବାକୁ ଦିଅନ୍ତୁ !ହାସ୍ୟାସ୍ପଦ କରିବା, ଅଵିଵେକୀ ହୋଇ କଥା ହେବା, ଏପରି ପ୍ରତ୍ୟେକ ଆପଣଙ୍କଠୁ ଫୋପାଡ଼ି ଦିଆଯାଉ !

(4).ଖ୍ରୀଷ୍ଟଙ୍କ ଠାରେ ଆପଣଙ୍କ ଠାରୁ ଅନୁଭୂତି ହୋଇଥିବା ଭାଇମାନଙ୍କ ଠାରୁ ଉପଦେଶ ନ ପାଇ, ଆପଣଙ୍କର ବିବାହ ବିଷୟରେ କୌଣସି 
ନିର୍ଣ୍ଣୟ ନିଅନ୍ତୁ ନାହିଁ !

(5).ଯେକୌଣସି ମଣିଷ ବିଷୟରେ ଖରାପ  କଥାହୁଅନ୍ତୁ ନାହିଁ, ଆପଣଙ୍କର କଥା କେନସର ସଦୃଶ୍ୟ ଖାଇ ଦେବ, ଏହା ମନରେ ରଖନ୍ତୁ !

(6).ଯେକୌଣସି ବ୍ୟକ୍ତି ଠାରେ ଆପଣ ତାହାଙ୍କର ଭୁଲ ଯଦି ଦେଖନ୍ତି, ସଙ୍ଗେ ସଙ୍ଗେ ମୁହାଁମୁହିଁ କହି ଦିଅନ୍ତୁ !ଆପଣଙ୍କ ମନରୁ କ୍ରୋଧ ନାମକ ଅଗ୍ନି ଯଥାଶୀଘ୍ର କାଡି ଦିଆଯିବ !

(7).ପାପ ବିନା ଅନ୍ୟ କିଛିକୁ ଲାଜ ହୁଅନ୍ତୁ ନାହିଁ !

(8).ବିନାଶ ହେଉଥିବା ଆତ୍ମା ଗୁଡିକୁ ସୁରକ୍ଷା ଦେବା ହିଁ ଆପଣଙ୍କର ମୁଖ୍ୟ ଦାଇତ୍ୱ !ସେଥିପାଇଁ ଏହା ନିମନ୍ତେ ଆପଣ ଖର୍ଚ୍ଚ କରିବାକ ପ୍ରସ୍ତୁତ ହୋଇ ରୁହନ୍ତୁ !

(9).ନିର୍ଦ୍ଧିଷ୍ଟ ସମୟରେ ସବୁକିଛି କରନ୍ତୁ, ସବୁଠିରେ ନିର୍ଦ୍ଧେଶକୁ ଅନୁସରଣ କରନ୍ତୁ  !ତାହା ସଦାପ୍ରଭୁଙ୍କର କ୍ରୋଧରୁ, ମଣ୍ଡଳୀର ଆଦର୍ଶକୁ ଭୟ କରି ନୁହେଁ ମାନସିକତା  ନିମନ୍ତେ ଅନୁସରଣ କରନ୍ତୁ !

(10).ଅନେକ ବାଧାଗୁଡିକ ନିମନ୍ତେ ପ୍ରସଙ୍ଗ କରିବା ହିଁ ଆପଣ ଦାଇତ୍ୱ ନୁହେଁ, କେତେ ଆତ୍ମା ରକ୍ଷା କରି ପାରିବୁ, ସେତିକି ଆତ୍ମା ଗୁଡିକୁ ପରିତ୍ରାଣ କରି,ସେଗୁଡିକୁ ସ୍ମରଣ କରି  ନେତୃତ୍ୱ ନିଅନ୍ତୁ !

ପ୍ରାର୍ଥନାର ଅଂଶ :-
ଆମ୍ଭମାନଙ୍କ ମିଶିନାରୀମାନଙ୍କ ଯାତ୍ରାରେ ସଦାପ୍ରଭୁଙ୍କର ସଂରକ୍ଷଣ ଆଦେଶ ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet