Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-04-2022 (Kids Special)
Share:

By Village Missionary Movement

Sunday, 03-Apr-2022

ଆଜିର ବାକ୍ୟ (Oriya) 03-04-2022 (Kids Special)

ଚିନ୍ତା କରନ୍ତୁ ନାହିଁ 

“କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।“ - ମାଥିଉ 6:33

ହାଲୋ ପିଲାମାନେ, କେମିତି ଅଛ ? ଗୃହପାଳିତ ପଶୁ ପାଳନ କରିବାକୁ ତୁମ୍ଭମାନଙ୍କୁ  ବହୁତ ଇଚ୍ଛା କି ? କେଉଁ କେଉଁ ପଶୁ ପାଳନ କରିବ କୁହନ୍ତୁ, ଦେଖିବା ? ଟାମି,ବିରାଡ଼ି,ଶୁଆ,  ଛେଳି, ଏମିତି ଅନେକ କହୁ ଥିବତ ? ଆପଣଙ୍କ  ସଦୃଶ୍ୟ ରୋଳି ନାମକ ଜଣେ ନାନୀ ବିରାଡ଼ି ତାଙ୍କ ଘରେ ପାଳନ କରି ଆସିଲା !ସେହି ବିଲେଇକୁ ପ୍ରତିଦିନ କ୍ଷୀର, ମାଛ, ଏମିତି ତାହାର ଇଚ୍ଛାର ଖାଦ୍ୟ ଦେଇ ଆଦରରେ ଦେଖୁଥାଏ !ହଠାତରେ ଦିନେ ସେହି ବିଲେଇ ଦେଖାଗଲା ନାହିଁ !ସବୁ ସ୍ଥାନରେ ଖୋଜାଖୋଜି କଲା ପରେ ମଧ୍ୟ ସେହି ବିଲେଇ ଦେଖାଗଲା ନାହିଁ !ସେହି ନାନୀ ବହୁତ ଦୁଃଖରେ ଥାଏ !କିଛି ଦିନ ପରେ ଅକସ୍ମାତ ସେହି ବିଲେଇଟି ରୋଳି ନାନୀଙ୍କ ଘରକୁ ପୁନର୍ବାର ଆସିଲା !ନାନୀ ସେହି ବିଲେଇକୁ ଦେଖି ବହୁତ ଖୁସି ହେଲା !ସେହି ବିଲେଇକୁ ତାର ଇଚ୍ଛାର ମାଛ ଦେବାରୁ ତାହା ନ ଖାଇ ପାଟିରେ ଧରି ଚାଲିଗଲା !ରୋଲି ନାନୀ ସେହି ବିଲେଇ ପଛେ ପଛେ ଯାଇ ଦେଖିଲା, ତାହା ଏକ ଅଦଭୂତ ସାକ୍ଷୀ !କଣ ତାହା ବୋଲି ଭାବୁଛ, ସେହି ବିଲେଇ ତାର ତିନୋଟି ଛୁଆଁକୁ ତାର ଦାନ୍ତରେ ତିନି ଖଣ୍ଡ କରି ବଣ୍ଟନ କଲା !ଯୀଶୁବାପା ସେହି ବିଲେଇକୁ କେତେ ଜ୍ଞାନ ଦେଇଛନ୍ତି କହି ରୋଲି ନାନୀ ଆଚର୍ଯ୍ୟ ହୋଇଗଲା !ତାହାର ଛୁଆଁମାନଙ୍କୁ କେଉଁଠି ଖାଦ୍ୟ ମିଳିବ, ମୁଁ କିପରି ଭୋଜନ କରିବି ଏମିତି ଚିନ୍ତା ସେହି ବିଲେଇର ନାହିଁ !

ଦେଖ ପିଲାମାନେ, ତୁମ୍ଭେମାନେ ମଧ୍ୟ ଏହି ଜଗତରେ ଜନ୍ମ ନେବା ପୂର୍ବରୁ ତୁମ୍ଭମାନଙ୍କ ନିମନ୍ତେ ଯୀଶୁବାପା ଆଚର୍ଯ୍ୟମୟ ଯୋଜନା କରିଛନ୍ତି !ସେ ତୁମ୍ଭର ସମସ୍ତ କାର୍ଯ୍ୟ ଜାଣିଛନ୍ତି !ଖାଦ୍ୟ ନାହିଁ, ଉତ୍ତମ ପୋଷାକ ନାହିଁ, ଭବିଷ୍ୟତ କିପରି ଥିବ ବୋଲି ଚିନ୍ତା କର ନାହିଁ !ମୁଁ ଯାହା ଭାବିଲି ତାହା ହୋଇନାହିଁ !ଯାହା ମୁଁ ଆଶା କରିଥିଲି ତାହା ମୋତେ ମିଳି ନାହିଁ ବୋଲି ଅନୁଭବ କରିବା ଆବଶ୍ୟକ ନାହିଁ !ତୁମ୍ଭେମାନେ କରିବା କାମ ହେଉଛି,  ପ୍ରଥମେ ପରମେଶ୍ୱରଙ୍କୁ ଖୋଜିବା, ପ୍ରତିଦିନ ତାହାଙ୍କ ସହିତ କଥା ହେବା ଉଚିତ !ସେତେବେଳେ ତୁମ୍ଭର ପ୍ରତ୍ୟେକ ଆବଶ୍ୟକ ସେ ଦେଖିବେ !ଯଦି ଆପଣ ଯୀଶୁବାପାଙ୍କୁ ଖୋଜିବ, ପ୍ରତ୍ୟେକ ଆବଶ୍ୟକତା ତୁମ୍ଭଙ୍କୁ ଖୋଜି ଖୋଜି ଆସିବ !ଠିକ ଅଛିତ !

ଶ୍ରୀମତୀ ଗ୍ରେସ ସୁରେଶ କୁମାର

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet