Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-04-2022
Share:

By Village Missionary Movement

Wednesday, 06-Apr-2022

ଆଜିର ବାକ୍ୟ (Oriya) 06-04-2022

କେତେ ବଡ଼ ତ୍ୟାଗ 

"...ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ ।“ - ୧ ଯୋହନ 3:16

ଆମ୍ଭେ ସମସ୍ତେ ଜାଣି ଥିବା ଗୋଟିଏ ଚିତ୍ର, ତାହା ହେଉଛି ପ୍ରାର୍ଥନା କରିବା ହସ୍ତ !ଆମ୍ଭମାନଙ୍କ ଅନେକ ଲୋକଙ୍କୁ ତାହା ପଛରେ ଥିବା ହୃଦୟ ବିଦାରକ କାହାଣୀ,  ଜାଣିଛ କି ନାହଁ ତାହା ଜାଣିନୁ !ପନ୍ଦର ଶହ ଶତାଦ୍ଧୀରେ ଇଂଲଣ୍ଡର ଏକ ଛୋଟ ଗାଁରେ ଥିବା ଏକ ପରିବାରରେ ଅଠର ଜଣ ସନ୍ତାନ ରହିଥିଲେ !ତାଙ୍କ ପିତା ଜଣେ ସୁନା କାରିଗର ଅଟେ !ପ୍ରତିଦିନ ତାର ସନ୍ତାନମାନଙ୍କୁ ଖାଦ୍ୟ ଯୋଗାଇବା ହିଁ ବହୁତ କଷ୍ଟ ରହୁଥିଲା !ଏପରି ଅବସ୍ଥାରେ ଆଲବେଟ ଜୁରାର ଏବଂ ଆଲବେଟ ଜୂରଣ ନାମକ ଦୁଇ ଜଣ ସନ୍ତାନଙ୍କୁ ନୁରାମ ବେଗ ନାମକ ଗାଁରେ ଥିବା ଗୋଟିଏ ପେଣ୍ଟିଂ ଏକାଡେମିରେ ଅଧ୍ୟୟନ କରିବାକୁ ବହୁତ ଇଚ୍ଛା ଥିଲା !ତାଙ୍କ ପିତା ନିଚୟ ପଢ଼େଇ ପାରିବ ନାହିଁ ବୋଲି ସେମାନେ ଜାଣିଛନ୍ତି !ସେଥିପାଇଁ ଦୁଇ ଜଣ ଗୋଟିଏ ନିଷ୍ପତି ନେଲେ ! ଗୋଟିଏ ଏକ ଟଙ୍କାକିଆ ମୁଦ୍ରା ଆଣି ତାହାର ଟଚ ଉଡାଇ ଦେଖି,  କିଏ ଜିତିଲେ ସିଏ  ପ୍ରଥମ ଚାରି ବର୍ଷ ପାଠ ପଡ଼ିବ !ସେହି ପାଠ ପଢିବାକୁ ଟଙ୍କାପଇସାର ଆବଶ୍ୟକକୁ  ଅନ୍ୟ ଜଣେ ଭାଇ ନିକଟରେ ଥିବା ଖଣି ଖନନ ଠାର କାମ କରିବା ଉଚିତ !ଆଲବେଟ ଜୁରାରକୁ ଏହି ସୁବିଧା ମିଳିଲା !ସେ ପାଠ ପଡ଼ିବାକୁ ଗଲା !ଆଲବେଟ ଜୂରଣ ଚାରି ବର୍ଷ ସେହି ଆପତ୍ତିଜଣକ ଖନନ କାମ କରି ତାହାର ଭାଇକୁ ପାଠ ପଡିବା ନିମନ୍ତେ ସାହାଯ୍ୟ କଲା !ଚାରି ବର୍ଷ ପରେ ଗୋଟିଏ ଉତ୍ତମ ପେଣ୍ଟର ହୋଇ ଫେରିବା ବେଳେ, ତାହାର ପରିବାର ଆନନ୍ଦିତ ହୋଇ ଭୋଜି ଆୟୋଜନ କଲେ !ଭୋଜି ସାରିବା ପରେ ଆଲବେଟ ଠିଆ ହୋଇ କହିଲା, ନନା ତୁମେ ପେଣ୍ଟିଂ ଏକାଡେମିରେ ପଡ଼ିବାକୁ ଯାଅ, ମୁଁ ଟଙ୍କ ସାହାଯ୍ୟ କରିବି !ଆଲବେଟ ଜୂରଣ ଲୁହ ଝରାଇ କହିଲା,  ଭାଇ ଚାରି ବର୍ଷ କାମ କରିବା ଦ୍ଵାରା ମୋର ହସ୍ତର ଆଙ୍କୁଟି ସବୁ ଖଣ୍ଡିଆ ହୋଇଗଲା, ଆରଦରାଇସ ନାମକ ଗଣ୍ତି ହାଡ଼ ରୋଗବି ଆସିଲା !ସେଥିପାଇଁ ମୁଁ ଗୋଟିଏ ଛୋଟ ତୂଳୀ ଓ କଲମ ବି ଧରି ପାରିବି ନାହଁ !ନନାଙ୍କୁ ମର୍ଯ୍ୟାଦାରେ ଗୌରବର ଚି଼ହ୍ନ ସ୍ୱରୂପ ଖଣ୍ଡିଆ ହସ୍ତ ଯୋଡିବା ସଦୃଶ୍ୟ ଏକ ଚିତ୍ର ଆଙ୍କିଲା ଆଲବେଟ ଜୁରାର !ତାହା ହିଁ ପୃଥିବୀ ସାରା ବିଖ୍ୟାତ ହୋଇଥିବା ପ୍ରାର୍ଥନା ହସ୍ତର ଚିତ୍ର ଅଟଇ !

ଆମ୍ଭେମାନେ ମଧ୍ୟ ଆମ୍ଭ ପାପ ନିମନ୍ତେ ତଳିପାଦଠୁ ମସ୍ତକ ପର୍ଯ୍ୟନ୍ତ କ୍ଷତ ହୋଇ କୃଶରେ କଣ୍ଟା ଦ୍ଵାରା ସମର୍ପଣ ହୋଇଥିବା ଯୀଶୁଖ୍ରୀଷ୍ଟଙ୍କ ତ୍ୟାଗକୁ ଥରେ ମନେପକାଇବା !କୃଶକୁ ବହନ କରିଥିବା ତ୍ୟାଗମୂର୍ତ୍ତି ବୋଲି ଚିତ୍ରକୁ ଆଙ୍କି କାନ୍ଥରେ ଝୁଲାଇବା ନୁହେଁ, ଆମ ହୃଦୟକୁ ତାହାଙ୍କୁ ଦେଇ, ଅନେକଙ୍କୁ ତାଙ୍କ ପ୍ରେମ ପ୍ରକାଶିତ କରିବା !ଆମେନ୍ !
-    ଶ୍ରୀମତୀ ଜସ୍ମିନ ପାଲ 

ପ୍ରାର୍ଥନାର ଅଂଶ :-
ଆମ ସେବା ତରଫରୁ  ଦୂରଦର୍ଶନରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଦ୍ଵାରା ଦେଖୁଥିବା ଲୋକେ ଆଶୀର୍ବାଦ ହେବା ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet