Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-04-2022
Share:

By Village Missionary Movement

Friday, 08-Apr-2022

ଆଜିର ବାକ୍ୟ (Oriya) 08-04-2022

ପାରଦୀଶରେ ସ୍ଥାନ 

“ସେଥିରେ ସେ ତାହାକୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ।“ - ଲୂକ 23:43

ଯୀଶୁଖ୍ରୀଷ୍ଟ କୃଶରେ କହିଥିବା ଦ୍ୱିତୀୟ କଥା !କ୍ରିୟା ଦ୍ଵାରା ନୁହେଁ ବିଶ୍ୱାସର  ଅନୁଗ୍ରହରେ ପରିତ୍ରାଣ ପାଇଅଛ !ଏହି ବାକ୍ୟକୁ ପବିତ୍ର ବାଇବଲରେ ସଠିକ ଉଦାହରଣ ହେଉଛି, ଯୀଶୁଖ୍ରୀଷ୍ଟଙ୍କ ସହ ଟଙ୍କାଇ ଦିଆଯାଇଥିବା ଦୁଇ ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରେ ଜଣେ !ସେ କୌଣସି ମଣ୍ଡଳୀରେ ଅନ୍ତରଭୁକ୍ତ ନୁହେଁ, ଆଉ ସେ ପ୍ରଭୁଙ୍କର ଅଂଶୀଦାର ନୁହେଁ, ଆଉ ସେ କୌଣସି ସେବାକାର୍ଯ୍ୟ ମଧ୍ୟ କରିନାହାନ୍ତି କି ସେବାକାର୍ଯ୍ୟରେ କିଛି ସାହାଯ୍ୟ ମଧ୍ୟ କରି ନାହିଁ !ମାତ୍ର ଜୀବନର ଶେଷ କ୍ଷଣି, ତାହାର ହୃଦୟରେ ଜାତ ହୋଇଥିବା ବିଶ୍ୱାସ, ସେ ପରିତ୍ରାଣ ପାଇବାକୁ, ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାକୁ ମାର୍ଗ ଦେଖାଇଲା !ତାହାର ଅତ୍ମୀୟତାର ଅଭିବୃଦ୍ଧି ଅଳ୍ପ ସମୟ ହେଲେ ମଧ୍ୟ, ତାହା ତାକୁ ଖ୍ରୀଷ୍ଟଙ୍କ ନିକଟକୁ କଢାଇ ନେଇ, ନର୍କ ଠାରୁ ତାହାକୁ ଦୂରେଇ ନେଲା !   

ଇଏ ଜଣେ ଦୁଷ୍କର୍ମକାରୀ, ଜଣେ ହତ୍ୟାକାରୀ, ମୃତ୍ୟୁ ଦଣ୍ଡ ପାଇଥିବା ବ୍ୟକ୍ତି, ଏହାକୁ ଦେଖିବା ଲୋକେ ଭାବନା କରନ୍ତି, ଆଉ ଏହାକୁ ଦୟା ପାଇବାକୁ ସୁଯୋଗ ନାହିଁ, ସମୟ ବିତିଗଲା !କିନ୍ତୁ ତାହାର ପ୍ରାର୍ଥନାକୁ ଯୀଶୁଖ୍ରୀଷ୍ଟ ସଙ୍ଗେ ସଙ୍ଗେ ଉତ୍ତର ଦେଉଛନ୍ତି !ତାହାଙ୍କ ସହ ପ୍ରେମରେ କଥା ହେଉଛି, ତାହାକୁ ସଂପୂର୍ଣ୍ଣ ରୂପେ କ୍ଷମା କଲେ, ସମସ୍ତ ପାପ ସଂପୂର୍ଣ୍ଣ ଭାବେ ଧୌତ କଲେ, ଅନୁଗ୍ରହରେ ଅନ୍ତର୍ଭୁକ୍ତ କଲେ, ବିନାମୂଲ୍ୟରେ ଧାର୍ମିକ କଲେ !ସେ ମୃତ୍ୟୁବରଣ କରୁଥିବା ସେହି ସମୟରେ ମଧ୍ୟ ଯୀଶୁଖ୍ରୀଷ୍ଟ ଜଣେ ପାପୀଙ୍କୁ ଅନନ୍ତ ଜୀବନ ଦେଲେ !

ଏହି ଧ୍ୟାନକୁ ଅଧୟନ କରୁଥିବା ତୁମ୍ଭମାନଙ୍କ ମଧ୍ୟରେ ଯେକୌଣସି ଜଣେ କେବେବି ବିଶ୍ୱାସକୁ ହରାନ୍ତୁ ନାହିଁ !ଦୁଇହଜାର ବର୍ଷ ପୂର୍ବେ ଯୀଶୁଖ୍ରୀଷ୍ଟ ଯେଉଁ ପ୍ରକାରରେ ଥିଲେକି, ତଦରୂପ ଆଜିବି ଅଛନ୍ତି !ତୁମ୍ଭ ମସ୍ତକ ଉପରେ ଥିବା କେଶଠୁ ତୁମ୍ଭ ପାପ ଅଧିକ ଥିଲେ କଣ ? ମନ୍ଦ ଅଭ୍ୟାସ ତୁମ୍ଭଠାରେ ରହି ବଢିଲେ କଣ ? ଏହା ଯନ୍ତ୍ରଣାଦାୟକ ଅଟେ, ହେଲେବି ଆପଣ ବିଶ୍ୱାସକୁ ବଢ଼ାଇ ପାର !ଖ୍ରୀଷ୍ଟ ଆପଣଙ୍କୁ ସୁସ୍ଥ କରିପାରନ୍ତି, ଅଳିଆ ଗଦାରୁ ଆପଣଙ୍କୁ ଉଠାଇ ପାରନ୍ତି !ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟ ଦ୍ଵାରା ବନ୍ଦ କରାଯାଇ ନାହିଁ !ତୁମ୍ଭେ ଆନ୍ତରିକତାର ସହିତ  ତୁମ୍ଭର  ଆତ୍ମାକୁ ତାହାଙ୍କ ହସ୍ତରେ ସମର୍ପଣ କଲେ, ସେ ତୁମ୍ଭଙ୍କୁ ଗ୍ରହଣ କରିବେ, ଆଉ ସେ ସର୍ବଦା ଅନୁଗ୍ରହ ଯୋଗାଯୋଗ କାରୀ, କୋମଳ ମନର ବ୍ୟକ୍ତି ଅଟଇ !ଏବେହିଁ ଯୀଶୁଙ୍କ ନିକଟକୁ ଆସନ୍ତୁ, ଅନନ୍ତ ଜୀବନ ପାଆନ୍ତୁ !

ଯେ. ସି. ରାଇଲ 
ପ୍ରାର୍ଥନାର ଅଂଶ :-ମିଡ଼ିଆ ସେବାରେ ଅନୁଭୂତି ଥିବା ଯୁବକଗଣ ପରମେଶ୍ୱର ଆମ୍ଭ ସହ ଏକକ କରିବା ପାଇଁ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet