Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-04-2022
Share:

By Village Missionary Movement

Tuesday, 26-Apr-2022

ଆଜିର ବାକ୍ୟ (Oriya) 26-04-2022

 

ଆଗକୁ ବଢିବା 

 

“ତୁମ୍ଭେମାନେ ଆଦ୍ୟ ବିଷୟସବୁ ସ୍ମରଣ କର ନାହିଁ, କିଅବା ପୁରାତନ ବିଷୟସବୁ ବିବେଚନା କର ନାହିଁ।“ - ଯିଶାଇୟ 43:18

 

ଦିନେ ଜଣେ ବ୍ୟକ୍ତି ବହୁ ଉଚ୍ଚାର ଗୋଟିଏ ଗମ୍ବୁଜ ଉପରକୁ ଚଢିଲା !ତାଙ୍କୁ ଉଚ୍ଚତା କହିଲେ ବହୁତ ଭୟ !ସେହି ଭୟରୁ ଦୂରେଇ ଯିବାକୁ ହିଁ ସେ ସେହି ଉପରକୁ ଚଡୁଥାଏ !ଉପରକୁ ଚଢ଼ୁଥିବା ବ୍ୟକ୍ତି ଉପରକୁ ଦେଖିକି ଚଢିବା କଥା, କିନ୍ତୁ ସେ ତଳକୁ ଦେଖି, କେତେ ଉପରକୁ ଚଢ଼ିଗଲି ବୋଲି ଭୟଭୀତ ହୋଇ ମୁହଁବୁଲାଇ ତଳେ ପଡି ସଙ୍ଗେ ସଙ୍ଗେ ମରିଗଲା !ଆମ୍ଭେମାନେ ମଧ୍ୟ ଅନେକ ଥର ଆମ ଜୀବନରେ ଆଦ୍ୟ ବିଷୟ ସବୁ ସ୍ୱରଣ କରି ଆଗକୁ ନ ବଢ଼ି ଠିଆ ହୋଇଯାଇଛୁ !କିନ୍ତୁ ପବିତ୍ର ବାଇବଲ ସ୍ୱଷ୍ଟ ରୂପେ କହୁଛି, ତୁମ୍ଭେମାନେ ଆଦ୍ୟ ବିଷୟସବୁ ସ୍ମରଣ କର ନାହିଁ, କିଅବା ପୁରାତନ ବିଷୟସବୁ ବିବେଚନା କର ନାହିଁ !ଆଦ୍ୟ ବିତିଗଲା ପରି ପବିତ୍ର ବାଇବଲ ଆମ ସହ କଥା ହେବାବେଳେ, ଆମେ ତାହା ହିଁ ମନେ ପକାଇ ଥିଲେ, ଇଶ୍ୱର ଆମକୁ ଦେଇଥିବା ନୂତନ ଜୀବନକୁ, ନୂତନ ଆଶୀର୍ବାଦକୁ ଆମେ ନୀଚୀତ ରୂପେ ନିଜର କରିପାରିବା ନାହିଁ !

 

ଏଥିପାଇଁ ପବିତ୍ର ବାଇବଲରେ ସଠିକ ଉଦାହରଣ ହେଉଛି, "ଲୋଟ"ଙ୍କ ସ୍ତ୍ରୀ !ପରମେଶ୍ୱର ତାଙ୍କ ପ୍ରତି ଦୟା ଦେଖାଇ, ତାଙ୍କୁ ଉଦ୍ଧାର କରିବା ନିମନ୍ତେ ବାହାରକୁ ଘେନିଆଣୁ ଥିବାବେଳେ ସେ ପ୍ରଭୁଙ୍କର ବାକ୍ୟକୁ ଅବଜ୍ଞା କରି ଲୋଟର ଭାର୍ଯ୍ୟା ପଛଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲା !ପରମେଶ୍ୱର ତାଙ୍କ ନିମନ୍ତେ ରଖିଥିବା ସେହି ନୂତନ ଜୀବନକୁ ହରାଇଲା !

 

ଆଜି ଆମେ ନିଜକୁ ନିଜେ ପରୀକ୍ଷା କରିବା !ଆଉ ଆମେ ମଧ୍ୟ ଲୋଟଙ୍କ ସ୍ତ୍ରୀ ସଦୃଶ୍ୟ ଛାଡି ଆସିଥିବା ଜାଗତିକ କାର୍ଯ୍ୟକୁ ସ୍ୱରଣ କରି ଦେଖୁ, ତେବେ ଆମେ ଇଶ୍ୱରଙ୍କ ହସ୍ତରେ ସମର୍ପିତ ହେବା !ପଛକୁ ଥିବାଟାକୁ ଛାଡି ଆଗକୁ ବଢିବା !ପୁରୁଣାରୁ ଅପସାରିତ ହୁଅ !ତାହାକୁ ଭୁଲିଯିବା, ତାହାକୁ ମନେ କର ନାହିଁ କି ଆଲୋଚନା କର ନାହିଁ !ନୂତନ କାର୍ଯ୍ୟକୁ କଢାଇ ନେଉଥିବା ଇଶ୍ୱରଙ୍କ ପ୍ରତି ଦୃଷ୍ଟିରେ ଆଗକୁ ବଢିବା !ଆମେନ୍ !

- ଆର. ପ୍ରିନସେସ 

 

ପ୍ରାର୍ଥନାର ଅଂଶ :-

ଭୋକିଲାକୁ ଆହାର ଦେଇ ଆଲୋଚନାରେ ମିଳନ ବ୍ୟକ୍ତିଗଣ, ପ୍ରଭୁଙ୍କୁ ଜାଣି ବିଶ୍ୱାସ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet jojobet jojobet esbet sonbahis tambet grandpashabet betgit mercurecasino