Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-04-2022
Share:

By Village Missionary Movement

Thursday, 28-Apr-2022

ଆଜିର ବାକ୍ୟ (Oriya) 28-04-2022

 

ଦିଅ 

 

"...ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ପୁଣି, ମପାଇଦିଆଯିବ" - ଲୂକ 6:38

 

ମୁଁ ତେଇସି ବର୍ଷ ବୟସରେ ଥିବାବେଳେ, ଦିନେ ଛୋଟପିଲାଙ୍କ ସେବାକାର୍ଯ୍ୟରେ ବିଦ୍ୟାଳୟରେ ଥିବା ଛୋଟପିଲାଙ୍କୁ ମୋ ସାକ୍ଷ କହିବା ନିମନ୍ତେ ଆମନ୍ତ୍ରଣ ହେଲି !ବୃକକ କାର୍ଯ୍ୟକାରି ନ ହେବା ଏବଂ ଅସ୍ତ୍ରପଚାର ନିମନ୍ତେ ଏହି ଛୋଟପିଲାମାନଙ୍କୁ କିପରି କହିବି ବୋଲି ଯୀଶୁଙ୍କ ନିକଟରେ ଗୋଟିଏ ମିନିଟ ପ୍ରାର୍ଥନା କରି ପ୍ରଭୁଙ୍କର କୃପାରେ କହିଦେଲି !ବାୟାପିପଶ ଏବଂ ଡାୟାଲାସିସ ବିଷୟରେ ଉପରେ ଉପରେ କହିଦେଇ ଶେଷ କଲି !କାହାଣୀ, ଗୀତ, ନାଚ, ଡ୍ରାମା ସବୁକିଛି ସମାପ୍ତ ହେଲା ପରେ, ଜଣେ ଅଷ୍ଟମ ଶ୍ରେଣୀରେ ପଡ଼ୁଥିବା ଛୋଟ ବାଳିକା ମୋ ପଛେ ପଛେ ପାଖକୁ ଆସିଲା !ନନା ତୁମ ସାକ୍ଷ ମୋତେ ବହୁତ ପ୍ରୟୋଜନରେ ଅଛି !ପରମେଶ୍ୱର ମୋଠାରେ ଥିବା ପଇସା ଦାନ ରୂପେ ତୁମକୁ ଦେବାକୁ କହିଲେ, କହି ତା'ଠାରେ ଥିବା ଦୁଇ ଟଙ୍କାକୁ ମୋତେ ଦେଲା !ସେହି ବାଳିକା ପୁନର୍ବାର କହିଲା, ନନା ଏହି ଟଙ୍କା ଚକଲେଟ କିଣିବାକୁ ମୋ ମାଁ ମୋତେ ଦେଇଥିଲା !ମୁଁ ସଙ୍ଗେ ସଙ୍ଗେ କହିଲି, ମୋ'ଠି ଆଉ ଅନ୍ୟ ନନା ଆସିଲା ତ, ସେହି ନନାକୁ ଦିଅ କହିଲି !ସେ ପଛଘୁଞ୍ଚା ହୋଇ ଦୁଇ ଟଙ୍କା ସେହି ନନାକୁ ଦେଲା !ସେହି ଟଙ୍କାକୁ ଖୁସିରେ ଗ୍ରହଣ କରି, ତାଙ୍କ ନିମନ୍ତେ ପ୍ରାର୍ଥନା କଲା !ସେହି ଛୋଟ ବାଳିକାର ଖୁସିର ସୀମା ରହିଲା ନାହିଁ !

 

ଏହି ଘଟଣା ଦେଖି ମୋତେ ବହୁତ ଆଚର୍ଯ୍ୟ ଲାଗିଲା !କାହିଁକିନା, ଏତେ ଛୋଟ ବୟସରେ ଯୀଶୁଙ୍କର ରବ ଶୁଣି ସଙ୍ଗେ ସଙ୍ଗେ ଆଜ୍ଞାବହ ହୋଇଥିବା ତାର ସ୍ଵଭାଵକୁ ଆଚର୍ଯ୍ୟ ହେଲି !ଯଦି ଏହି ସ୍ଥାନରେ ମୁଁ ଥାନ୍ତା କଣ କରିଥାନ୍ତି ବୋଲି ଆଲୋଚନା କଲି !ପବିତ୍ର ବାଇବଲରେ ଯୀଶୁଖ୍ରୀଷ୍ଟଙ୍କ ଦ୍ଵାରା ଅଦଭୂତ ପାଇଥିବା ଅନେକେ ସଙ୍ଗେ ସଙ୍ଗେ ତାଙ୍କ ଅନୁସରଣ କଲେ, ଅର୍ଥାତ ତାଙ୍କ ଜୀବନକୁ ସଙ୍ଗେ ସଙ୍ଗେ ଇଶ୍ୱରଙ୍କ ଠାରେ ସମର୍ପଣ କଲେ ବୋଲି ପଡୁଛୁ !କିନ୍ତୁ ଆଜି ଆମ ମଧ୍ୟରେ ଅନେକେ ପ୍ରଭୁଙ୍କର ବାକ୍ୟରେ ସମ୍ପୂର୍ଣ୍ଣ ମନରେ ନ ଶୁଣି, ଶୁଣିବାମାନଙ୍କ ଠାରେ ଅନେକେ ତାହାକୁ ଆଜ୍ଞାବହ ହେବାକୁ ସିଦ୍ଧ ନ ହୋଇ ଅଛନ୍ତି !

 

ପ୍ରିୟ ବନ୍ଧୁଗଣ, ପ୍ରଭୁଙ୍କର ବାକ୍ୟ ଶୁଣି ତଦ୍ରୁପ ଚାଲିବା ହୃଦୟ ଆମକୁ ଦରକାର !କେବଳ ଦାନ ଦେବା ହିଁ ନୁହେଁ, ଆମ ଜୀବନ, ସମୟ, ଯୌବନ, ପ୍ରତିଭା ଏମିତି ଯାହା ଦେଲେବି ଯୀଶୁଖ୍ରୀଷ୍ଟ ଆମକୁ ନିଚୟ ତାହା ନିମନ୍ତେ ଦ୍ୱିଗୁଣ ପୁନର୍ବାର ଦେବେ !ତାହା ଏହି ପୃଥିବୀରେ ହିଁ ନୁହେଁ, ସ୍ୱର୍ଗ ରାଜ୍ୟରେ ମଧ୍ୟ ଆମକୁ ଆଶୀର୍ବାଦ ଆଣିଦେବ !

- ପି. ପ୍ରବୀଣ 

 

ପ୍ରାର୍ଥନାର ଅଂଶ :-

ତାମିଲନାଡୁରେ ଚର୍ଚ୍ଚ ନ ଥିବା ଗ୍ରାମଗୁଡିକରେ ଏକ ହଜାର ଚର୍ଚ୍ଚ ନିର୍ମାଣ ନିମନ୍ତେ କରୁଥିବା ଚେଷ୍ଟାକୁ ପ୍ରଭୁଙ୍କର ଅନୁଗ୍ରହ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet jojobet jojobet esbet sonbahis tambet grandpashabet betgit mercurecasino