By Village Missionary Movement
Sunday, 01-May-2022ଆଜିର ବାକ୍ୟ (Oriya) 01-05-2022 (Kids Special)
ଛୁଟି କହିଲେ ଖୁସିତ
"ତୁମ୍ଭର ଇଷ୍ଟ ସାଧନ କରିବାକୁ ମୋତେ ଶିକ୍ଷା ଦିଅ;...” - ଗୀତସଂହିତା 143:10
ହାଇ ପିଲାମାନେ ସମସ୍ତଙ୍କୁ ସ୍କୁଲ ଛୁଟିତ !ଆନନ୍ଦରେ ଅନେକ ଖେଳ ଖେଳିବ ତ !ଶିବି, ଚେରୀ, ନେଟ ନାମକ ତିନିଜଣ ସାଙ୍ଗ ଛୁଟିରେ ଆମେ କଣ କରିବା କହି କଥା ହେଲେ !ଶିବି, ଚେରୀ ଆମ ଘର ନିକଟରେ ଛୁଟି ଦିନରେ ବାଇବଲ ସ୍କୁଲ କରନ୍ତି !ଅନେକ ଗୀତ, କାହାଣୀ, ଓ ଅନେକ ପ୍ରକାର ସ୍ନେକସ ଦେଇ ବହୁତ ସୁନ୍ଦର ରୂପେ କରନ୍ତି !ଖୁସି ରହିବ !ଭାରତୀ ମେଡ଼ାମ କହିଲେ, ତୁମ ସାଙ୍ଗମାନଙ୍କୁ ଅଣ !ଆମେ ତିନି ଜଣ ମିଶି ଯିବା କି ? ହାପିରେ ରହିଆସେ !ଆସ ବୋଲି ନେଟ ଡାକିଲା !କିନ୍ତୁ ଶିବି କହିଲା, ମୁଁ ମୋ ମାମୁଁ ଘରକୁ ଯିବି ମୁଁ ବାଇବଲ ସ୍କୁଲକୁ ଆସିବି ନାହିଁ !ଚେରୀ କହିଲା, ମୁଁ ମୋର ମାଁ ସହ ଭେନରେ ବଣଭୋଜିକୁ ଯିବି !ଅନେକ ପ୍ରକାରର ସୁନ୍ଦର ସ୍ଥାନ, ପ୍ରକୃତିର ଦୃଶ୍ୟ ଦେଖି ଆସେ, ଜଳପ୍ରପାତରେ ଗାଧେଇ ଆସେ, ନୌଚାଳନାକୁ ଯାଇଆସେ !ତାପରେ ସେହି ତିନିଜଣ ସାଥୀ ହାପି ହୋଲି ଡେୟେସ କାହିଁକି ତିନିଜଣ ନିଜ ନିଜର ଘରକୁ ଚାଲିଗଲେ !
ଛୁଟି ସମାପ୍ତ ହେଲା ପରେ ତିନିଜଣ ସ୍କୁଲକୁ ଆସିଲେ !ନେଟ ଆନନ୍ଦରେ ଭି. ଭି. ଏସ.ରେ ଶିଖିଥିବା ଗୀତକୁ ଗାଇଲା !ଅନେକ ପ୍ରକାର ସ୍ନେକସ ଖାଇଲି, ଅନେକ ଲୋକେ ସାଙ୍ଗ ହେଲେ ଭି. ଭି. ଏସ ବହୁତ ଭଲ ଅଛି !ବନଭୋଜିକୁ ମଧ୍ୟ ନେଲେ ବୋଲି ନେଟ କହିବା କ୍ଷଣି ଶିବି ଏବଂ ଚେରୀ ବହୁତ ଦୁଃଖ ହେଲେ !ଆମ ମାମୁଁଙ୍କର ପୁଅ ସେ ଖେଳିବା ଖେଳନା ଯାହା ହେଉ ମୋତେ ଖେଳିବାକୁ ଦେଇ ନାହିଁ, ଆମ ମାମୁଁ ବାହାରକୁ ନେବାକୁ ମୋତେ ସମୟ ନାହିଁ କହିଲେ !ବିଚ, ଜ଼ଊପାର୍କ, ସ୍ୱଇମିଙ୍ଗପୂଲ କେଉଁଠି ଯାଇ ପାରିଲି ନାହିଁ ବୋଲି ଶିବି ବହୁତ ଦୁଃଖ କଲା !ବନଭୋଜି ସ୍ଥାନରେ ଅନେକ ଲୋକେ ପିଲାଙ୍କୁ ଅନେକ ପ୍ରକାରର ଖେଳନା ଜିନିଷ, ସ୍ନେକସ କିଣିକି ଦେଲେ !ମାଁଙ୍କ ସହିତ ଟଙ୍କା ନ ଥିବା ଯୋଗୁ ମୋତେ କିଛି କିଣି ଦେଲା ନାହିଁ !ମୋର ଦେହ ଅସୁସ୍ଥତା ହେତୁ ବୋଟିଂ, ଜଳପ୍ରଫାତ, ପ୍ରକୃତିର ସୌନ୍ଦର୍ଯ୍ୟ ମଧ୍ୟ ଉପଭୋଗ କରିପାରିଲି ନାହିଁ !ଖୁସି କରି ପାରିଲି ନାହିଁ ବୋଲି ଚେରୀ କହି ବହୁତ ଦୁଃଖ କଲା !
ନେଟ କହିଲା, ଠିକ ଅଛି ସାଙ୍ଗଗଣ ତ୍ରୋୟବାର୍ଷିକ ପରୀକ୍ଷାରେ ପିଲାଙ୍କ କାର୍ଯ୍ୟକ୍ରମ କରିବେ !ଆମେ ତିନିଜଣ ଖୁସିରେ ଯିବା ଦୁଃଖ କର ନାହିଁ ! ପିଲାମାନେ ତୁମେ ମଧ୍ୟ ଛୁଟିରେ ତୁମ ନିକଟରେ ଯେଉଁଠି ହେଲେ ଭି. ଭି. ଏସ.କୁ ଯାଇ ଖୁସିରେ ରହିବାକୁ ସମର୍ପଣ କରିବ କି ? ଓକେ ବାଇ, ସଦାପ୍ରଭୁ ଆଶୀର୍ବାଦ କରନ୍ତୁ !
- ଭଉଣୀ ଏ. ବିହୁଲା
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.