Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-05-2022
Share:

By Village Missionary Movement

Monday, 02-May-2022

ଆଜିର ବାକ୍ୟ (Oriya) 03-05-2022

 

ଦୂରଦର୍ଶନ (ଟି. ବି )

 

“ଶାନ୍ତ ଅନ୍ତଃକରଣ ଦେହର ଜୀବନ ସ୍ୱରୂପ; ପୁଣି, ଈର୍ଷା ହାଡ଼ର କ୍ଷୟ ସ୍ୱରୂପ।“ - ହିତୋପଦେଶ 14:30

 

ନବେ ଦଶକର ବିଦ୍ୟା ବ୍ୟବସ୍ଥା ଏବେ ମନେ ପଡୁଛି !ଶ୍ରେଣୀ ଗୃହରେ ଶିକ୍ଷକ ହଳଦିଆ ରଙ୍ଗରେ ଥିବା ରାଙ୍କ କାର୍ଡ ଦିଅନ୍ତି !ସେତେବେଳେ କାହାର ଦୃଷ୍ଟି ରାଙ୍କ କାର୍ଡ ପ୍ରତି ନ ଥିବ, କିନ୍ତୁ ପଡୋଶୀ ନିକଟରେ, ଆଗରେ ଥିବା ଛାତ୍ର , ପଛରେ ଥିବା ଛାତ୍ରଙ୍କ ପ୍ରତି ଥିବ !ପ୍ରଥମ ରାଙ୍କ ଆସିଥିବା ବିଦ୍ୟାର୍ଥୀକୁ ପ୍ରଶଂସା କଲାବେଳେ, ସମସ୍ତେ କରତାଳି ଦିଅ ବୋଲି କହିଲା ବେଳେ, ତାକୁ ଶ୍ରେଣୀର ଅଧିକାରୀ କଲାବେଳେ, ଶିକ୍ଷକ ନ ଥିବା ସମୟରେ ସେ ଶ୍ରେଣୀରେ ସମସ୍ତଙ୍କୁ ଅନୁଧ୍ୟାନ କଲାବେଳେ,ଆମେ ଚଗଲା କଲେ ଆମ ନା ଲେଖିବା ବେଳେ, ଏମିତି ଆଉ ଅନେକ କହି ପାରିବା !ଏମିତି ଭଲ ପାଠ ପଡ଼ୁଥିବା ବିଦ୍ୟାର୍ଥୀ କଣ କଲେ ବି ଆମକୁ ଇର୍ଷା ଲାଗେ !କିନ୍ତୁ ଏବେ ସେସବୁ ମନେ ପଡିଲେ, ଅଳ୍ପ ହସ ଓ ଅଳ୍ପ ଦୁଃଖ ବି ଲାଗେ !

 

ପବିତ୍ର ବାଇବଲରେ (ଗୀତସଂହିତା :-106:16 ରେ )ସେମାନେ ଛାଉଣିରେ ମୋଶାଙ୍କ ପ୍ରତି ଓ ସଦାପ୍ରଭୁଙ୍କର ସଦ୍‍ଭକ୍ତ ହାରୋଣଙ୍କ ପ୍ରତି ଈର୍ଷାଭାବ ବହିଲେ ବୋଲି ପଡୁଛୁ !ମୋଶା ଓ ହାରୋଣକୁ ସଦାପ୍ରଭୁ ମନୋନୀତ କରିଥିଲେ !ଇଶ୍ରାଏଲ ପ୍ରଜାଙ୍କୁ କଢାଇ ନେବା ଦାଇତ୍ୱ ସେମାନଙ୍କ ଠାରେ ରହିଥିଲା !ଏପରି ଦାଇତ୍ୱ ଥିବା ତାଙ୍କ ପ୍ରତି ଇର୍ଷା ହେବା ଦ୍ଵାରା ଦାଥନ ଏବଂ ଅବିରାମକୁ ସୃଷ୍ଟି ହୋଇଥିବା ବିନାଶ ବିଷୟରେ (ଗୀତସଂହିତା :-106:17) ରେ ଆମେ ଦେଖିବା !ଏହି ଦୁଇଟି ବାକ୍ୟ ଆମକୁ ସତର୍କତାର ଶିକ୍ଷା ଦେଉଛି !

 

ପ୍ରିୟ ବନ୍ଧୁଗଣ, ଆଜି ଆମ ମନ କେମିତି ଅଛି ? ଆମ ନିକଟରେ ଥିବା ବ୍ୟକ୍ତିକୁ ନାଇତ ଆମ ପରିବାରକୁ କିଛି ଗୋଟେ ଭଲ ହେଲେ ଆମେ ଇର୍ଷା ହେଉଛୁ କି ? ବାଇବଲ ବାକ୍ୟ ଇର୍ଷାକୁ ଏକ ବ୍ୟାଧି ସହ ତୁଳନା କରୁଛି !ଆମେ ହିଁ ଜାଗ୍ରତରେ ରହି ମନରେ ଇର୍ଷାକୁ ନ ରଖି, ଅନ୍ୟମାନଙ୍କୁ ପ୍ରଶଂସା କରି, ଉଚ୍ଚାହିତ କରିବା ଉଚିତ !ସେତେବେଳେ ହିଁ ଆମକୁ ଭଲ ହେବ !ଆମ ବନ୍ଧୁବାନ୍ଦବ, ଆମକୁ ଜଣାଥିବା ବ୍ୟକ୍ତି, ସହକର୍ମୀ, ସେବା କରିବା ଲୋକଙ୍କ ପ୍ରତି ଇର୍ଷାକୁ ଏବେ ହିଁ କାଢି ଦେବା !ଅନ୍ୟ ପ୍ରତି ଆମେ ଇର୍ଷା ହେଲେ, ତାହା ଆମକୁ ହିଁ ବିନଷ୍ଟ କରିବ !ପ୍ରତିଯୋଗିତା କରିବା ମାତ୍ର ଇର୍ଷା କରିବା ନାହିଁ ବୋଲି କହନ୍ତି !ସେଥିପାଇଁ ଇର୍ଷା ନାମକ ଖରାପ ସ୍ଵଭାଵକୁ ପରିତ୍ୟାଗ କରି, ସ୍ନେହରେ ଜୀବନଯାପନ କରିବା !ଆମେନ୍ !

- ଟି. ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ତାମିଲନାଡୁ, ଆନ୍ଦ୍ରପ୍ରଦେଶ ଏବଂ ଓଡିଶା ରାଜ୍ୟରେ ସେବା କରୁଥିବା ଆମ ଗ୍ରାମ ମିଶିନାରୀମାନଙ୍କୁ ପରମେଶ୍ୱର ମହିମାରେ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom