Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-05-2022
Share:

By Village Missionary Movement

Wednesday, 04-May-2022

ଆଜିର ବାକ୍ୟ (Oriya) 04-05-2022

 

କ୍ଷମା

 

'...ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର'।“ - କଲସୀୟ 3:13

       

ଜଣ ଗହଳିପୂର୍ଣ୍ଣ ଏକ ସାହିରେ, ଜଣେ ବୁଡିମା ଫଳ ଚାଙ୍ଗୁଡ଼ି ଧରିକି ଯାଉଥାଏ !ସେବେ ଆରପଟୁ ଆସୁଥିବା ଦୀନେଶ ନାମକ ଜଣେ ଲୋକ ସେହି ଚାଙ୍ଗୁଡିକୁ ଠେଲି ଦେଲା !ସଂଗେ ସଙ୍ଗେ ଏଠାରେ କିଛି ଗହଳି ହେବ ବୋଲି ସମସ୍ତେ ପାଖକୁ ଆସି ଠିଆ ହୋଇ ଦେଖୁଥାନ୍ତି !କିନ୍ତୁ ସେ ବୁଡ଼ିମା ଶାନ୍ତରେ ଦୀନେଶକୁ ଦେଖି କହିଲା, ଭାଇ ତୁମେ ନ ଦେଖି ଠେଲି ଦେଲ !ଏଥର ଆଉ କେବେ ଏମିତି କର ନାହିଁ କହି, ନିଃଶବ୍ଦରେ ସେହି ଫଳଗୁଡିକୁ ଚାଙ୍ଗୁଡିରେ କାଢୁଥାଏ !ସେ କହିବା କଥା ଶୁଣି ଦୀନେଶ, ତାର ଭୁଲକୁ ଜାଣି ପାରି ଦୁଃଖ ହୋଇ, ବୁଡ଼ିମାଙ୍କ ନିକଟରେ କ୍ଷମା ମାଗିଲା !ଫଳ ଗୁଡିକୁ କାଢି ଚାଙ୍ଗୁଡ଼ିରେ ପକାଇବାକୁ ସାହାଯ୍ୟ କଲା !ଚାରିପଟେ ଥିବା ଲୋକମାନେ ବୁଡ଼ିମାଙ୍କ କ୍ଷମାର ସ୍ଵଭାଵକୁ ପ୍ରଶଂସା କଲେ !ଆମ୍ଭେ ମଧ୍ୟ ଆମ ପରିବାରରେ, ଚାକିରୀ କ୍ଷେତ୍ରରେ, ଆମେ ଯାଉଥିବା ସ୍ଥାନରେ ଏମିତି ରାଗ ଆଣିବା ପରିସ୍ଥିତିକୁ ମୁକାବିଲା କରିଥାଉ !ସେତେବେଳେ ଆମେ ନ ରାଗିକି, ସେହି ସ୍ଥାନରେ ଯୀଶୁଖ୍ରୀଷ୍ଟ ଥିବା ପରି ହେଲେ, କଣ କରିଥାନ୍ତା, ତଦ୍ରୁପ ଆମେ ମଧ୍ୟ କଲେ ପରିସ୍ଥିତି ଓଲଟପାଲଟ ହେବ !ଆମେ ଜଣକୁ ଜଣେ କ୍ଷମା କରି, ଶାନ୍ତିର ମନରେ ଉତ୍ତର ଦେଲେ, ସେତେବେଳେ ଅବସ୍ଥା ସହଜରେ ବଦଳି ଯିବ !

 

ଆୟୁବ ସବୁକିଛି ହରାଇ ଶରୀର ସାରା କ୍ଷତରେ କଷ୍ଟ ଅନୁଭବ ହେଉଥାଏ !ସେତେବେଳେ ତାଙ୍କୁ ସ୍ୱାନ୍ତନା ଦେବାକୁ ଆସୁଥିବା ସାଙ୍ଗସାଥୀ କହିଲେ, ସେ ଜଣେ ପାପୀ ଅଟେ !କରିଥିବା ପାପ ନିମନ୍ତେ ଦଣ୍ଡ ଭୋଗୁଛି କହି ଦୋଷୀ ସାବ୍ୟସ୍ତ କଲେ !କେବଳ ସେଥିକି ନୁହେଁ, ଆୟୁବକୁ ବହୁତ କଷ୍ଟ ଦେଲେ !କିନ୍ତୁ ଆୟୁବ କହିଲା, ସଦାପ୍ରଭୁ ଦିଅନ୍ତି, ସଦାପ୍ରଭୁ ନିଅନ୍ତି, ସଦାପ୍ରଭୁଙ୍କର ନାମରେ ସ୍ତୁତି ହେଉ କହି, ତାଙ୍କ ଅବସ୍ଥାରେ ହୋଇଥିବା ଦୁଃଖକୁ ସମ୍ଭାଳି, ତାଙ୍କ ଜନ୍ମ ଦିନକୁ ଅଭିଶାପ କଲା ପରି ଦୁଃଖିତ ହେଲା !କିନ୍ତୁ ଆୟୁବ ଶେଷରେ ସେମାନଙ୍କୁ କ୍ଷମା କରି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କଲା !ଶରୀର ଏବଂ ମନରେ ଆଘାତ ଥିଲେବି ସେମାନଙ୍କୁ କ୍ଷମା କଲା ପୁଣି ଦୁଇଗୁଣା ଆଶୀର୍ବାଦ ପାଇଲା !

 

ଏହା ପାଠକରୁଥିବା ପ୍ରିୟ ବନ୍ଧୁଗଣ, ବୁଡ଼ିମାର କ୍ଷମାର ଗୁଣ ଦୀନେଶ ଭୁଲକୁ ବୁଝିବା ପରି କଲା !ଆୟୁବଙ୍କ କ୍ଷମାର ଗୁଣ ଦୁଇଗୁଣ ଆଶୀର୍ବାଦ ପାଇବା ପରି କଲା !ଆମକୁ ଅନ୍ୟାୟ କଲା ଲୋକକୁ, ଆମ ବିରୋଧ କଥା ହେବା ଲୋକଙ୍କୁ, କ୍ଷମା କରିବା କଷ୍ଟ ଅଟେ ! କିନ୍ତୁ ଆମେ କ୍ଷମା କଲେ ତାହା ମନ ପରିବର୍ତ୍ତନ ହେବାର ସୁଯୋଗ ଅଛି !ଆମେବି ମନ ଶାନ୍ତିରେ ଜୀବନଯାପନ କରିଆସେ !କାହାକୁ କ୍ଷମା କରି ନ ପାରି ବିରୋଧ ହୋଇଅଛ କି ? କ୍ଷମାର ଗୁଣ ପାଇବାକୁ ପରମେଶ୍ୱରଙ୍କ ସାହାଯ୍ୟ ମାଗିବା, ଅବସ୍ଥାକୁ ଉତ୍ତମ ରୂପେ ବଦଳାଇବା !

- ଶ୍ରୀମତୀ ଅଣଭି ଜ୍ୟୋତି ଷ୍ଟାଲିନ 

 

ପ୍ରାର୍ଥନାର ଅଂଶ :-

ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଦେଉଥିବା ମିଶିନାରୀ ଏବଂ ହୋମ ପିଲାମାନେ ଉତ୍ତମ ମାର୍କ ରଖିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom