By Village Missionary Movement
Friday, 27-May-2022ଆଜିର ବାକ୍ୟ (Oriya) 27-05-2022
କାହାର କଥା ?
“ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ।“ - ଗୀତସଂହିତା 1:2
ଦିନେ ମୁଁ ମୋ ମାମୁଁ ଘରକୁ ଗଲି !ମୋ ମାମୁଁ କଲେଜରେ କାମ କରି ପ୍ରଭୁଙ୍କର ସେବା ମଧ୍ୟ କରୁଥାଏ !ଦିନେ ଜଣେ ସ୍ତ୍ରୀ ମୋ ମାମୁଁଙ୍କୁ ଫୋନ କରି କହିଲା, ଆମ ମଣ୍ଡଳୀର ପାଳିକା ମାଆ ମୋ ମନକୁ ବାଧା ଦେଲା ପରି କଥା କହିଲା !ସେ କହିଥିବା କଥା ମୁଁ ପାଶୋରି ପାରୁନାହିଁ !ସେହି କଥା ମୋତେ କୌଣସି କାମ କରିବାକୁ ବାଧା ଦେଉଛି !କିନ୍ତୁ ମୋ ମାମୁଁ ତାଙ୍କ କଥାକୁ ବଦଳାଇ ଦୁଇଟି ପ୍ରଶ୍ନ ପଚାରିଲା, ତୁମେ ଆଲୋଚନା କରିବାଟା ଯୀଶୁଖ୍ରୀଷ୍ଟଙ୍କ କଥା ନା ଇଷବେଳଙ୍କ କଥାକୁ ?
କିଛି ସମୟ ପରେ ମୁଁ ମୋ ମାମୁଁଙ୍କ ନିକଟକୁ ଯାଇ ତାହା କଣ, ଯୀଶୁଖ୍ରୀଷ୍ଟଙ୍କ କଥା ନା ଇଷବେଳଙ୍କ କଥା ବୋଲି ପଚାରିଲ କଣ ବୋଲି ମୁଁ ପଚାରିଲି !ସେଥିପାଇଁ ସେ ଉତ୍ତର କଲା, ଏଲିୟଙ୍କ ବିଷୟରେ ଆମ ସମସ୍ତଙ୍କୁ ଜଣା !ସେ ବହୁତ ସାହସୀ ପ୍ରଭକ୍ତା ଅଟେ !ଅନେକ ଶକ୍ତିଶାଳୀ କାର୍ଯ୍ୟ କରିଛି !କିନ୍ତୁ ଏତେ ବଡ଼ ସାହସୀ ଦିନେ ଇଷବେଳ ପଠାଇଥିବା ବାର୍ତ୍ତାକୁ ଶୁଣି ଭୟ କରି ତାର ପ୍ରାଣ ନେଇ ଯାଅ କହିବା ଦେଖୁଛୁ !ତାହା ପୂର୍ବରୁ ଏହୋବା ତାଙ୍କ ଦ୍ଵାରା କରିଥିବା ଅଦଭୂତ ଗୁଡିକ ବହୁତ ଆଚର୍ଯ୍ୟ ଅଟଇ !ସାରିଫତ ବିଧବାଙ୍କ ଘରରେ ଘଟିଥିବା ଅଦଭୂତ, ସେ ପ୍ରାର୍ଥନା କଲା ବେଳ ଆକାଶରୁ ଅଗ୍ନି ଓଲାଇ ବଳିକୁ ଦଗ୍ଦ କରିଥିବା ଅଦଭୂତ, ପୁଣି ସେ ଆଉ ଥରେ ପ୍ରାର୍ଥନା କଲା ବେଳେ ବର୍ଷ ସାରା ବର୍ଷା ବର୍ଷିଲା !ଏମିତି ଅମେ କହିପାରିବା !ଏହି ପ୍ରକାରେ ଇଶ୍ରାଏଲଙ୍କ ସଦାପ୍ରଭୁଙ୍କର ସମୁଖରେ ଠିଆ ହୋଇଥିବା ମୁଁ ବୋଲି ଧୌର୍ଯ୍ୟରେ କହୁଥିବା ଏଲିୟ, ପ୍ରଥମ ରାଜାବଳି :-19:4 ବାକ୍ୟରେ ଯଦି ଅମେ ଦେଖିବା "ମୋର ପ୍ରାଣ ନିଅ" ବୋଲି ପ୍ରାର୍ଥନା କଲେ !
ହଁ ପ୍ରିୟ ବନ୍ଧୁଗଣ, ଅନେକ ସମୟରେ ଅମେ ମଧ୍ୟ ପ୍ରଭୁଙ୍କର କଥାକୁ ଧ୍ୟାନ ନ କରି, ଅମେ ଆମ ହୃଦୟକୁ କଠିନତା କରି ଇଶେବଲଙ୍କ ପରି ଜାଗତିକ କଥା ଦ୍ଵାରା ଆମ ହୃଦୟକୁ ସଂକୋଚିତ କରୁଛୁ !କିନ୍ତୁ ଆମେ ଯୀଶୁଖ୍ରୀଷ୍ଟ ଆଡକୁ ଅନାଇ, ତାଙ୍କ କଥାକୁ ଶୁଣି ତଦ୍ରୁପ ଚାଲିଲା ବେଳେ ଯେକୌଣସି ପରିସ୍ଥିତିରେବି ପ୍ରଭୁ ଆମକୁ ଧୌର୍ଯ୍ୟ, ଶକ୍ତି, ବିଜୟ ଦେବାକୁ ଶକ୍ତିଶାଳୀ ହୋଇ ଅଛନ୍ତି, ଏହା ଭୁଲି ଯାଆନ୍ତୁ ନାହିଁ !ଆଜି ଅମେ କାହାର କଥା ଶୁଣୁଅଛୁ ? ଯୀଶୁଖ୍ରୀଷ୍ଟଙ୍କ କଥା ନା ଈଷେବଲ୍ଙ୍କ କଥା ?
- ଶ୍ରୀମତୀ ଷ୍ଟେଫ୍ଫି ରୋକସନ
ପ୍ରାର୍ଥନାର ଅଂଶ :-
ଗୃହ ପ୍ରାର୍ଥନା କରିବା ନିମନ୍ତେ ନେଇ ଥିବା ସଫଥ ଦ୍ଵାରା ପ୍ରାର୍ଥନାର ଗୃହ ଅଭିବୃଦ୍ଧି ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.