Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-06-2022
Share:

By Village Missionary Movement

Thursday, 09-Jun-2022

ଆଜିର ବାକ୍ୟ (Oriya) 10-06-2022

 

ବାଜେ କଥା ଗପିବା 

 

"...ପୁଣି କର୍ଣ୍ଣେଜପ ବିଶେଷ ମିତ୍ରଗଣକୁ ବିଭିନ୍ନ କରେ।" - ହିତୋପଦେଶ 16:28

 

ମୁଁ ଚାକିରୀ କରିବା ସ୍ଥାନରେ ଜଣେ ବ୍ୟକ୍ତି ମୋତେ ପରିଚିତ ହେଲା !ସେ ପ୍ରଥମେ ମୋତେ କିଛି ଲୋକଙ୍କ ବିଷୟରେ ବାଜେ କଥା କହିଲା !ଏହି ସବୁ ତୁମ ଭଲ ପାଇଁ ବୋଲି କହୁଥାଏ !ଦିନବିତୁ ଥିବାବେଳେ ଅନେକଙ୍କ ବିଷୟରେ ଏପରି କହିବା ଆରମ୍ଭ କଲା !ସେହି ତିକ୍ତ ବିହନ ମୋ ଠାରେ ବଢିବା ଆରମ୍ଭ ହେଲା !ସେ ଯାହାଙ୍କ ବିଷୟରେ ବାଜେ କଥା କହୁଥାଏ କି, ମୁଁ ସେମାନଙ୍କୁ ଦେଖିବା ବେଳେ ମୋ ଠାରେ ଥିବା ସେହି ତିକ୍ତ ମୋତେ ତାଙ୍କ ନିକଟକୁ ଯିବାକୁ ମନା କରୁଥାଏ !କିନ୍ତୁ ବାଜେ କଥା କହୁଥିବା ସେ ବ୍ୟକ୍ତି ମାତ୍ର ତାଙ୍କ ସହିତ ସାଧାରଣ ଭାବେ କଥା ହେଉ ଥାଏ !ଦିନେ ରବିବାର ଆରାଧନା ସମୟରେ ମୋ ଠାରେ ବାଜେ କଥା କହିବା ବ୍ୟକ୍ତି ଜଣକ, ଗୀତ ଗାଇ ଆରାଧନା ଚଳାଉ ଥାଏ !ସେ ଆରାଧନା ମାଧ୍ୟମରେ ସଦାପ୍ରଭୁ ମୋସହ ଅତିସ୍ୱଷ୍ଟ ଭାବେ କଥା ହେଲେ, ଆଉ ପଚାରିଲେ, ତୁମ୍ଭେ କାହିଁକି ମନୁଷ୍ୟମାନଙ୍କୁ ଦେଖୁଛ ? ତୁମ୍ଭେ ଜଣେ ମନୁଷ କହିବା କଥା ଦ୍ଵାରା କାହଁକି ତିକ୍ତ ମନରେ ଜୀବନଯାପନ କରୁଚ ? ସଙ୍ଗେସଙ୍ଗେ ଆରଦିନ ସେ ବ୍ୟକ୍ତିଙ୍କ ନିକଟକୁ ଯାଇ କହିଲି, ତୁମ୍ଭର ଆରାଧନା ବହୁତ ଅଦଭୂତ ଅଛି !ମୁଁ ସ୍ବର୍ଶ ପାଇଲି !ଏହା କହି ତାହାଙ୍କୁ ଉତ୍ସାହିତ କଲି !ମୋତେ ବାଜେ କଥା କହିବା ବ୍ୟକ୍ତି ନିକଟକୁ ଯାଇ, ଏଥର ଏମିତି ମୋ ଠାରେ କଥା ହୁଅ ନାହିଁ ବୋଲି କହିବାକୁ ସଦାପ୍ରଭୁ କୃପା ଦେଖାଇଲା !ସେ ଦିନ ଠାରୁ ଅନ୍ୟମାନଙ୍କ ବିଷୟରେ କଥା ହେବା ସ୍ଥାନରେ ମୁଁ ଠିଆ ହେଉ ନ ଥାଏ !ମୋ ତିକ୍ତ ମନ ପରିବର୍ତ୍ତନ ହୋଇଗଲା !

 

କେବଳ ସେତିକି ନୁହେଁ, କିଏ ଯଦି ସେଠାରେ ନ ଥିବା ଅନ୍ୟ ବ୍ୟକ୍ତି ବିଷୟରେ ମୋ ଠାରେ ବାଜେକଥା କହିବା ପରିହେଲେ ଖୁସିରେ କଥାକୁ ବୁଲାଇ ସେ ବ୍ୟକ୍ତିଙ୍କ ଠାରେ ଥିବା ସକରାତ୍ମକ ବିଷୟରେ କଥା ହୋଇ, ସେହିପରି ସେ ପ୍ରସଙ୍ଗକୁ ଶେଷ କରିବା ଉଚିତ !ବାଜେକଥା କହିବାକୁ ଆସୁଥିବା ବ୍ୟକ୍ତିମାନେ ପୁରାଚୁପ ହୋଇଯିବେ ! (ଲେବୀୟ ପୁସ୍ତକ :-19:16)ପଦରେ ଏହିପରି ଲେଖା ହୋଇଛି, ତୁମ୍ଭେ ଖଚୁଆ ହୋଇ ଆପଣା ଲୋକମାନଙ୍କ ମଧ୍ୟରେ ଏଣେତେଣେ ବୁଲିବ ନାହିଁ; କିଅବା ତୁମ୍ଭ ପ୍ରତିବାସୀର ରକ୍ତ ବିରୁଦ୍ଧରେ ଠିଆ ହେବ ନାହିଁ; ଆମ୍ଭେ ସଦାପ୍ରଭୁ ବୋଲି ପରମେଶ୍ୱର କହନ୍ତି !

 

ହଁ ପ୍ରିୟ ବନ୍ଧୁଗଣ, ଅନେକ ସମୟରେ ଆମ୍ଭମାନଙ୍କ ଅଜାଣତରେ ଅନ୍ୟମାନଙ୍କ ବିଷୟରେ କଥା ହେଉଥାଉ !କିନ୍ତୁ ପବିତ୍ର ବାଇବଲ ଅତିସ୍ୱଷ୍ଟ ରୂପେ ଏହାକୁ ବିରୋଧୀରେ ଠିଆ ହେଉଛି !ସ୍ବେନିସ ଭାଷାରେ ଏକ ଅଦଭୂତ ଢଗ ଅଛି, ତୁମ ଠାରେ ଅନ୍ୟ ମାନଙ୍କ ବିଷୟରେ ବାଜେ କଥା କହିବା ବ୍ୟକ୍ତି, ଦିନେ ତୁମ ବିଷୟରେ ଅନ୍ୟମାନଙ୍କ ସମୁଖରେ ବାଜେକଥା କହିବ !ସେଥିପାଇଁ ବାଜେକଥା କହିବା ବାଜେକଥା ଶୁଣିବାକୁ ନିବାରଣ କରିବା, ତିକ୍ତ ହୃଦୟ ନ ଥାଇ ଉତ୍ତମ ହୃଦୟରେ ପ୍ରଭୁଙ୍କର ପ୍ରେମ ଦ୍ଵାରା ପରିପୂର୍ଣ୍ଣ ହୋଇ ବଞ୍ଚିବା !

- ଟି. ରାଜନ 

 

ପ୍ରାର୍ଥନାର ଅଂଶ :-

ଗୋଟିଏ ଗାଁକୁ ଦୁଇ ହଜାର ଟଙ୍କା ଦେଇ ସହଯୋଗ କରିବା ବ୍ୟକ୍ତିଙ୍କ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom