Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-06-2022
Share:

By Village Missionary Movement

Monday, 13-Jun-2022

ଆଜିର ବାକ୍ୟ (Oriya) 14-06-2022

 

ଆମ୍ଭେ ବିଶେଷତ୍ୱ ଅଟୁ 

 

“ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ।“ - ଯୋହନ 1:9

 

ସର୍ବଦା ବିଖ୍ୟାତ, ସୁନାମ ଅର୍ଜନ କରିଥିବା ଜଣେ ଧନୀକ ବସବାସ କରୁଥିବା ଗ୍ରାମରେ, ଧାର୍ମିକ, ସଦାପ୍ରଭୁଙ୍କଠାରେ ଭକ୍ତିପୁତ ହୋଇ ଜଣେ ଇଶ୍ୱର ପ୍ରେମୀ ବସବାସ କରି ଆସୁଥିଲା !ସେହି ଗ୍ରାମର ଲୋକମାନେ ଧନୀକକୁ ଦେଉଥିବା ମର୍ଯ୍ୟାଦା ସଦୃଶ୍ୟ ଏହି ଧାର୍ମିକକୁ ମଧ୍ୟ ମର୍ଯ୍ୟାଦା, ଗୌରବ ଦେଇ ଆସୁଥାନ୍ତି !ଅନେକ ଗାଁର ଲୋକ ତାହାଙ୍କ ସହ ମିଳନ ହୋଇ ଉପଦେଶ ପଚାରିବାକୁ ଅନେକ ଲୋକ ଆସୁଥାନ୍ତି !ତାହା ଦେଖି ସେହି ଧନୀକକୁ କ୍ରୋଧ ଏବଂ ହିଂସା ଲାଗିଲା !ଏହା କିପରି ସାଧ୍ୟ ଅଟେ !ମୁଁ ତ ଟଙ୍କାଵାଲା, ମହାନ ଧନୀ ବ୍ୟକ୍ତି, ସମସ୍ତଙ୍କୁ ସାହାଯ୍ୟ କରୁଛି !କିନ୍ତୁ ତାର କିଛି ଟଙ୍କା ପଇସା ନାହିଁ !ଯୀଶୁ ପ୍ରଭୁଙ୍କୁ ବିଶ୍ୱାସ କରି ଜୀବନଯାପନ କରୁଥିବା, ସେ କାହିଁକି ଏତେ ପ୍ରସିଦ୍ଧ ଓ ମର୍ଯ୍ୟାଦା ବୋଲି ଆଲୋଚନା କଲା !ଦିନେ ପ୍ରତ୍ୟକ୍ଷରେ ଯାଇ ତାଙ୍କୁ ପଚାରିବି ବୋଲି ଭାବିଲା !ଦିନେ ସନ୍ଧ୍ୟାରେ ସେହି ବ୍ୟକ୍ତି ସହ ମିଳନ ହେବାକୁ ଗଲା !ସେହି ପ୍ରଭୁପ୍ରିୟ ବ୍ୟକ୍ତି ସେହି ଧନୀକକୁ ସେହିଠି ରୁହନ୍ତୁ କହି, ଅଳ୍ପ ଅନ୍ଧାର ହେଲା ପରେ ମିଶିଲା !ସେତେବେଳେ ସେହି ଧନୀକ ପଚାରିଲା, ଅନ୍ୟମାନେ ମୋତେ ଗୌରବ ଓ ମର୍ଯ୍ୟାଦା କରିବାକୁ କାରଣ ଅଛି କିନ୍ତୁ ମୋ ସଦୃଶ୍ୟ ଅନ୍ୟମାନେ ତୁମକୁ କାହିଁକି ଗୌରବ କରୁଛନ୍ତି ? ସେହି ବ୍ୟକ୍ତି ସେ ଧନୀକକୁ ତାଙ୍କ ଘର ପଛପଟେ ଥିବା ଗୋଲାପ ବଗିଚାକୁ ନେଇକି ଗଲା !ସେଠାରେ ଚନ୍ଦ୍ର ପ୍ରକାଶିତ ହେଉଥାଏ !ସେ ସେହି ଧନୀକକୁ କହିଲା, ଇଶ୍ୱର ସୃଷ୍ଟି କରିଥିବା ଏହି ଗୋଲାପ ସେହି ଚନ୍ଦ୍ରକୁ ଦେଖି, ମୁଁ ଚନ୍ଦ୍ର ସଦୃଶ୍ୟ ଉଚ୍ଚା ସ୍ଥାନରେ ନାହିଁ !ତା ସଦୃଶ୍ୟ ପ୍ରକାଶିତ ହେଉ ପାରୁନାହିଁ ବୋଲି କ୍ରୋଧ ଓ ହିଂସା କରି ନାହିଁ !ସେ ଜହ୍ନ ମଧ୍ୟ ମୁଁ ଗୋଲାପ ସଦୃଶ୍ୟ ସୁନ୍ଦର ଓ ଗୋରା ନାହିଁ ବୋଲି ଭାବନା କରିନାହିଁ !ମଣିଷ ହୋଇଥିବା ଆମ୍ଭମାନଙ୍କୁ ମଧ୍ୟ ପ୍ରଭୁଯୀଶୁ ବିଶେଷତ୍ୱ ଭାବେ ଅଲଗା ଅଲଗା ଜ୍ଞାନ ଦେଇ ସୃଷ୍ଟି କରିଛନ୍ତି !ଆମ୍ଭେ କାହିଁକି ଅନ୍ୟକୁ ଅନ୍ୟ ଦେଖି ହିଂସା ଓ କ୍ରୋଧ ହେଉଚୁ ? ଏହା ପଚାରିଲା !କଇନ ଆବେଲଙ୍କ ପ୍ରତି ହିଂସା ଆସିଲା ,ଯୋଶେଫଙ୍କ ଭାଇମାନେ ଯୋଶେଫଙ୍କ ପ୍ରତି ହିଂସା ଆସିଲା, ଶାଉଲ ଦାଉଦଙ୍କ ପ୍ରତି ଏପରି କହିକି ଯାଇ ପାରିବା !ଆମ୍ଭଠାରେ ନ ଥିବା ଅନ୍ୟମାନଙ୍କ ଠାରେ ଥିବାବେଳେ ଅନ୍ୟମାନେ ଯେକୌଣସି ବିଷୟରେ ଗ୍ରହଣ କଲାବେଳେ ଏହି ହିଂସା ଆମ୍ଭ ନିକଟକୁ ଆସିଯାଉଛି !ଆମ୍ଭ ଠାରେ ନ ଥିବାଟାକୁ ଦେଖି ଅନ୍ୟମାନଙ୍କ ପ୍ରତି କାହିଁକି ହିଂସା ହେବା !ସଦାପ୍ରଭୁ ଆମକୁ ଅନେକ ପ୍ରକାର ଜ୍ଞାନ ଦେଇ ଆମ୍ଭମାନଙ୍କୁ ବିଶେଷତ୍ୱ କରି ସୃଷ୍ଟି କରିଛନ୍ତି ବୋଲି ଆଲୋଚନା ନ ଥିଲେ ଆମ୍ଭେମାନେ ନିଜକୁ ନିମ୍ନ କରି ନେବା !ଅନ୍ୟମାନଙ୍କୁ ଦେଖି ହିଂସା ହେବା !

 

ପ୍ରିୟ ବନ୍ଧୁ ଦାଗ ହାଡକୁ କ୍ଷତି, ତାହା ଆମ ମନକୁ ନଷ୍ଟ କରିବ !ସେଥିପାଇଁ ପ୍ରାର୍ଥନାରେ, ଏହି ଆଲୋଚନାକୁ ତ୍ୟାଗ କରିବାକୁ ଚେଷ୍ଟା କରିବା !ମୁଁ ବିଶେଷତ୍ୱ ଲୋକ, ସଦାପ୍ରଭୁ ମୋତେ ଦେଇଥିବା ଜ୍ଞାନରେ ପରମେଶ୍ୱର ଏବଂ ଅନ୍ୟମାନଙ୍କୁ ପ୍ରୟୋଜନ ହୋଇ ରହିବି ବୋଲି ଆଲୋଚନା ଆମଠାରେ ପୂର୍ଣ୍ଣ ହେଉ !ଆମେନ୍ !

- ସ୍ନାନ ଜ୍ୟୋତି ସିମଶନ୍

 

ପ୍ରାର୍ଥନାର ଅଂଶ :-

ଷାଠିଏ ଜଣ ମିଶିନାରୀ ଗୃହ ନିର୍ମାଣ କରିବାକୁ ଅଂଶୀଦାରି ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet