Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-01-2021
Share:

By Village Missionary Movement

Sunday, 31-Jan-2021

ଆଜିର ବାକ୍ୟ (Oriya) 31-01-2021

ବିଶେଷ ଭାବେ ପିଲାମାନଙ୍କୁ 

ସାହାଯ୍ୟ ଦ୍ଵାରା ଅନୁଗ୍ରହ 

“କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର” - ମାଥିଉ 5:44

ହାଏ ପିଲାମାନେ କିପରି ଅଛନ୍ତି ? ଖୁସିରେ ଅଛନ୍ତି କି ? ଆମ୍ଭେ ଆଜିର ଦିନ ଉପାସନାରେ ଦୁଇ ଜଣ ସାଥୀଙ୍କର କାହାଣୀ ଶୁଣିବା କି ? 

ରବି ନାମକ ଜଣେ ବାବୁ ବିଦ୍ୟାଳୟରେ ପାଠ  ପଢୁଥିଲା !ତାହାର ପିତା ଜଣେ  ବ୍ୟବସାୟୀ  ଅଟେ !ରବିର ଷ୍ଟିଫେନ ନାମରେ ଜଣେ ଉତ୍ତମ ସାଙ୍ଗ ଥିଲା !ଷ୍ଟିଫେନ ଜଣେ ଉତ୍ତମ ପ୍ରଭୁ ଭକ୍ତ ଥିଲା !କିନ୍ତୁ ରବିର ପ୍ରଭୁଙ୍କର ପ୍ରତି  ବିଶ୍ୱାସ ନ ଥିଲା !ରବିକୁ ଷ୍ଟିଫେନ ଡାକିବା ଯୋଗୁ ସେ ସାନଢ଼େ ସ୍କୁଲ ଯାଏ ! ମାତ୍ର ସେଠାରେ ଯାହା କୁହାଯାଏ ତାହା ଷ୍ଟିଫେନ ଶୁଣେ ନାହିଁ !ଏହି ଦୁଇ ଜଣ ସାଙ୍ଗ ମିଶି ସ୍କୁଲରେ ପାଠ ପଡୁଥାନ୍ତି !ସେହି ଶ୍ରେଣୀରେ ଏମାନଙ୍କ ସହିତ ଅନ୍ୟ ଏକ ସାଙ୍ଗ ଅଛନ୍ତି, ତାହାର ନାମ ଯୋଶେଫ !ଯୋଶେଫ ଭଲ ରୂପରେ ପ୍ରାର୍ଥନା କରେ !ସେ ଗରିବ ହୋଇ ଥିବା ଯୋଗୁ ରବି ତାହାରି ସହିତ କଥା ହୁଏ ନାହିଁ !ବର୍ତମାନ ଷ୍ଟିଫେନ ରବିକୁ  ଯୀଶୁବାପାଙ୍କର ପ୍ରେମ ବିଷୟରେ କହୁ ଥାଏ, ମାତ୍ର ରବି ଗ୍ରହଣ କରେ ନାହିଁ !ଦିନେ ରବିର ବାପା ଦୁର୍ବଳ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ   !ସେଠାରେ ଡାକ୍ତର କହିଲେ, ରବିର ବାପାକୁ ଅସ୍ତ୍ରପ୍ରଚାର କରିବାକୁ ହେବ !ଏହା ଶୁଣି ଥିବା ଯୋଶେଫ ଭାବିଲା କିଛି ମୁଁ ସାହାଯ୍ୟ କରିବି !

ଯୋଶେଫ ବହୁତ ଉତ୍ତମ ଭାବେ ଚିତ୍ର କରେ !ତାପରେ ତାଙ୍କ ବିଦ୍ୟାଳୟରେ ଆନ୍ତରଜାତିୟ  ଚିତ୍ରାଙ୍କନ ପ୍ରତିଯୋଗିତାରେ ନାମ କମାଇଲେ !ସେଥିରେ ଯୋଶେଫଙ୍କୁ ପ୍ରଥମ ପୁରସ୍କାର ମିଳିଲା ଏବଂ ତାଙ୍କୁ ଟଙ୍କା ଆକାରରେ ମଧ୍ୟ ଉପହାର ଦେଲେ !ଯୋଶେଫ ସେହି ଟଙ୍କା କଣ କରିଥିବ ବୋଲି ଭାବୁଛ ? ତାହାର ମାତାଙ୍କ ନିକଟକୁ ଯାଇ ରବିର ବାପାଙ୍କର ବିଷୟରେ କହି, ଯୋଶେଫ ମାଆକୁ ପଚାରିଲେ, ସେହି ଟଙ୍କା ରବିଙ୍କୁ ଦେବି କି ? ରବିର ମାଆ ହଁ କହିଲେ !ଯୋଶେଫ ଡାକ୍ତରଖାନାକୁ ଅତି ବେଗରେ ଦୌଡ଼ି ଯାଇ ସେହି ଟଙ୍କା ରବିକୁ ଦେଇ କହିଲା, ଏହା ମୋତେ ଆନ୍ତରଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପାଇ ଥିବା ପୁରସ୍କାର  ଏହା ତୁମେ ତୁମର ବାପାଙ୍କ ଅସ୍ତ୍ରପ୍ରଚାର ନିମନ୍ତେ ଖର୍ଚ୍ଚ କର !ତାପରେ ଯୋଶେଫ ଘରକୁ ଯିବା ସମୟରେ ରବି ତାହାର ହାତ ଧରି କାନ୍ଦି ଯୋଶେଫକୁ କ୍ଷମା ମାଗିଲେ ତେବେ ଯୋଶେଫ କହିଲେ, ଯୀଶୁହିଁ ମୋତେ ଏହି ଉପହାର ଦେଲେ !ରବିର ବାପାଙ୍କ ଅସ୍ତ୍ରପ୍ରଚାର ଉତ୍ତମ ରୂପରେ ଶେଷ ହେଲା !ଡାକ୍ତର କହିଲେ, ଆଉ କିଛି ସମସ୍ୟା ନାହିଁ !ସାହାଯ୍ୟ କରିବା ଦ୍ଵାରା ଯୋଶେଫ ପାଇ ଥିବା ଅନୁଗ୍ରହ କଣ ଜାଣିଛ ? ଯୋଶେଫ କରିଥିବା ସବୁ  ଚିତ୍ର ସମସ୍ତ  ନିରିକ୍ଷକଙ୍କୁ ପସନ୍ଦ ହେଲା !ତେଣୁ ସେହି ଚିତ୍ରକୁ ବହିର ସମ୍ମୁଖ ଭାଗରେ ଚାପିବାକୁ ବାଛିଲେ !ଯୀଶୁ ବାପା ଯୋଶେଫଙ୍କୁ ଅନୁଗ୍ରହ କରି ତାଙ୍କୁ ଆଶୀର୍ବାଦ କଲେ !

କଣ ପିଲାମାନେ କାହାଣୀ ଭଲ ଅଛି କି ? ତୁମେ ମଧ୍ୟ ଯୋଶେଫଙ୍କ ପରି ଯିଏ  ତୁମକୁ ଘୃଣା କରେ  ତାଙ୍କ  ନିମନ୍ତେ ପ୍ରାର୍ଥନା କରି ତାଙ୍କର ଅଭାବ ସମୟରେ ତାଙ୍କୁ ସାହାଯ୍ୟ କର  ଯୀଶୁବାପା ତୁମକୁ ନିଚ୍ଛୟ ଆଶୀର୍ବାଦ କରିବେ !ହଁ ସାହାଯ୍ୟ କରିବ କି ? 

-    ବେବି ଏ. ଦିବ୍ୟା

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet