Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-07-2022
Share:

By Village Missionary Movement

Wednesday, 06-Jul-2022

ଆଜିର ବାକ୍ୟ (Oriya) 06-07-2022

 

ଉଶ୍ୱାସର ଭାର 

 

“ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ଥ ଲୋକ ସମସ୍ତେ, ମୋ' ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି ।“ - ମାଥିଉ 11:28

 

ଋଣଗ୍ରସ୍ତ, ନଗଦ ପ୍ରଭାହ, ପ୍ରେମର ବିଫଳ, ପାଠପଢ଼ାରେ ପରାଜୟ, ଗୋଟିଏ କଥାକୁ ସହ୍ୟ କରି ନ ପାରିବା, ବନ୍ଧୁମାନଙ୍କ ଦ୍ଵାରା ତାଡନା ପାଇବା, ଏମିତି ଆଉ ଅନେକ କାରଣ ଯୋଗୁ ମଣିଷମାନେ ଆତ୍ମହତ୍ୟା କରୁଛନ୍ତି !ଆମ ଦେଶ ପ୍ରତିଟିକୁ ଆତ୍ମହତ୍ୟା କରିବା ପରିସ୍ଥିତିକୁ ଆସିଗଲା ବୋଲି ଭୟଟି ସୃଷ୍ଟି ହେଉଛି !ସେଥି ମଧ୍ୟରେ ବହୁତ ବେଦନା ପାଉଛନ୍ତି, ପରିବାରକୁ, ଯୌବନକୁ ପୋଷଣ କରିନେଉ ଥିବା ବାପା, ମାଆ ସ୍ଥାନରେ ଥିବା ବ୍ୟକ୍ତିମାନେ ମଧ୍ୟ ଛୋଟପିଲାଙ୍କ ସହ ମୃତ୍ୟୁ ବରଣ କରୁଛନ୍ତି !ବଞ୍ଚିବା ଲୋକ ଛୋଟ ବୟସରେ ହିଁ ମୃତ୍ୟୁ ହେଉଛନ୍ତି !ଏହିପରି ଖବର ଶୁଣୁଥିବା, ଦେଖୁଥିବା ଅନ୍ୟ ଛୋଟପିଲାଙ୍କ ଅବସ୍ଥା କେମିତି ଥିବ ଆଲୋଚନା କରି ହିଁ ବାଧା ଲାଗୁଛି !ଆତ୍ମହତ୍ୟା କରିବା ଲୋକଙ୍କ ମଧ୍ୟରେ ଅନେକେ, ଆତ୍ମହତ୍ୟା କରିବା କିପରି ବୋଲି ଆଲୋଚନାରେ ଅଛନ୍ତି !ମନୁଷ ଜୀବନର ମହାନତା, ଲକ୍ଷ୍ୟକୁ ଭୁଲିଯାଇ, ଜୀବନ ଭାରକୁ ବହନ କରି ନ ପାରି ବଞ୍ଚିବା ବୟସରେ ଅନେକେ ଜୀବନକୁ ବିନାଶ କରୁଛନ୍ତି !

 

ପବିତ୍ର ବାଇବଲରେ ପ୍ରଭୁଯୀଶୁଖ୍ରୀଷ୍ଟ ବଞ୍ଚିବାର ବିଧାନକୁ ଶିକ୍ଷା ଦିଅନ୍ତି !ମାଥିଉ :-11:28-30 ରେ ଭାର ବହନ କାରୀଙ୍କୁ ତାଙ୍କ ନିକଟକୁ ଡାକି, ମୋ ନିକଟକୁ ଆସ, ମୋ 'ନିକଟରୁ ଶିଖ ବୋଲି କହନ୍ତି !

 

ପ୍ରିୟ ବନ୍ଧୁଗଣ, କେବଳ ସେ ହିଁ ଆମ ଜୀବନ ଭାର ଗୁଡିକ କଷ୍ଟ ଗୁଡିକୁ ପରିବର୍ତ୍ତନ କରି ପାରିବେ !କେବଳ ସେ ହିଁ କହନ୍ତି, ମୋହର ଭାର ଉଶ୍ୱାସ !ଯୀଶୁଖ୍ରୀଷ୍ଟ ମଣିଷମାନଙ୍କ ନିମନ୍ତେ କଷ୍ଟକୁ ଅନୁଭବ କରି କୃଶରେ ତାଙ୍କ ରକ୍ତକୁ ଝରାଇ, ମୃତ୍ୟୁବରଣ କରି, ତୃତୀୟ ଦିନରେ ପୁନରୁଥାନ ହୋଇ ଉଠିଲେ !ସେ ଅନୁଭବ କରିଥିବା ତାଡନାକୁ ମନେ କରି, ତାଙ୍କ ଠାରେ ବିଶ୍ୱାସ ରଖିବାକୁ, ପବିତ୍ର ବାଇବଲ ଆମକୁ ଆମନ୍ତ୍ରଣ କରୁଛି !

 

ବନ୍ଧୁଗଣ, ଜୀବନ ହେଉଛି କେବଳ ବଞ୍ଚିବାକୁ !ମଝିରେ ମରିବାକୁ ନୁହେଁ !ଆମକୁ ମୁକାବିଲା ହେଉଥିବା ସମସ୍ୟାକୁ ଦେଖି ସଂକୋଚିତ ହୋଇ, ଭୁଲ ନିର୍ଣ୍ଣୟ ନେବା ଉଚିତ ନୁହେଁ !ପ୍ରଭୁଯୀଶୁଖ୍ରୀଷ୍ଟ ପାଇଥିବା ତାଡନାକୁ ଆମେ ମନେ କଲେ, ନିଶ୍ଚୟ ଆମ ଜୀବନର ଭାର ଉଶ୍ୱାସ ହେବ !ତୁମ୍ଭେ ଯାହାକୁ ଭାର ବୋଲି ଭାବୁଛ, ସେ ସବୁକୁ ପ୍ରଭୁଙ୍କୁ ଗୁହାରି କରି, ତାହାଙ୍କ ବାକ୍ୟକୁ ଧ୍ୟାନ କରିବାକୁ ସଂପୂର୍ଣ୍ଣ ଶ୍ୱାସରେ ବଦଳାଇ ଦିଅ !ଏହା ଗୋଟିଏ ଅତିଆବଶ୍ୟକ ଜଗତ ବୋଲି କହନ୍ତି !କିନ୍ତୁ ଜୀବନ ଅତିଆବଶ୍ୟକ ନାହିଁ !ମନ୍ଥରତା ରୂପେ ହିଁ ଜୀବନଯାପନ କରିବା ଉଚିତ !ତୁମ୍ଭ ଭାର ଉଶ୍ୱାସ ବୋଲି ଗ୍ରହଣ କର, ସେ ଠାରୁ ଉଦ୍ଧାର ହୋଇ ପାରିବା ବୋଲି ବିଶ୍ୱାସ କର !ଆପଣମାନଙ୍କର ଜୀବନ ଅଦଭୂତ ହୋଇ ରହିବ !

- ଟି. ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ମିଶିନାରୀମାନଙ୍କର ସମସ୍ୟାରେ ସଦାପ୍ରଭୁଙ୍କ ସଂରକ୍ଷଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino