By Village Missionary Movement
Wednesday, 06-Jul-2022ଆଜିର ବାକ୍ୟ (Oriya) 07-07-2022
ସମାଧାନ
“ହେ, ମୋହର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ଦୃଢ଼ ଆବାସରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ।“ - ଯିଶାଇୟ 32:18
ଏଚ. ପି. ମାକାଟିନି ନାମକ ପ୍ରସଙ୍ଗକ ହର୍ସନ ଟାଇଲରଙ୍କ ସହିତ ଚୀନରେ ମିଳନ ହେଲାବେଳେ, ସେ ଅନେକ ପ୍ରକାର ଭାର ମଧ୍ୟରେ ଶାନ୍ତିରେ ରହିବା ଦେଖି ଇଏ ଆଚର୍ଯ୍ୟ ହୋଇଗଲେ !ତୁମ୍ଭେ ଲକ୍ଷଲକ୍ଷ ଲୋକଙ୍କ ସହିତ ଯୋଗାଯୋଗ ହୋଇ ଅଂଶଗ୍ରହଣ କରୁଛ !କିନ୍ତୁ ମୁଁ ଅଳ୍ପ ଲୋକଙ୍କର ହିଁ ସେବା କରୁଛି !ତୁମ ପତ୍ରିକା ଗୁରୁତ୍ୱପୂର୍ଣ୍ଣ ଅଟଇ !ଯଦି ମୋ ପତ୍ରିକାକୁ ସେଥିରେ ସମକକ୍ଷ କଲେ ମୋର ଏକ ସାଧାରଣ ପତ୍ରିକା ଅଟଇ ! କିନ୍ତୁ ମୁଁ ଚିନ୍ତାରେ ବହୁତ ବିଚଳିତ ହେଉଛି !ହର୍ସନ ପଚାରିଲା, କିନ୍ତୁ ଆପଣ ଧିରସ୍ଥିରରେ ନିଃଶବ୍ଦରେ ଅଛନ୍ତି, ଏହା କିପରି ସାଧ୍ୟ ? ଉତ୍ତର କଲା, ହର୍ସନ ଟାଇଲର ବଦଳରେ ମୋ ମନରେ ଆଲୋଚନା ସମାଧାନ ପୂର୍ଣ୍ଣ ହୋଇ ନ ଥିଲେ ମୁଁ ଏହି କାର୍ଯ୍ୟ କରି ପାରି ନ ଥାନ୍ତା !ସେ ସର୍ବଦା ପ୍ରଭୁଙ୍କ ଠାରେ ରହନ୍ତି !ମାକାରଟା ଲେଖିଲା, ଏହା ଯୋହନ ସୁସମାଚାର ପନ୍ଦର ଅଧ୍ୟାୟରେ କହିଥିବା ପ୍ରକୃତ ସତ୍ୟ !
ଖ୍ରୀଷ୍ଟଙ୍କଠାରେ ପ୍ରିୟ ବନ୍ଧୁଗଣ, ଯିଶାଇୟ ପ୍ରଭକ୍ତାଙ୍କ ଦ୍ଵାରା, ମୋହର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ଦୃଢ଼ ଆବାସରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ ବୋଲି ପଢ଼ୁଛୁ !ଯଦି ( ଯିଶାଇୟ 26:3)ପଡ଼ିବା, ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ; କାରଣ ସେ ତୁମ୍ଭଠାରେ ନିର୍ଭର ରଖେ।ପ୍ରଭୁଙ୍କର ଲୋକମାନଙ୍କୁ ସମାଧାନ ହେଉଛି, ଆମେ ସ୍ଥିର ହୋଇ ରହିଥିବା ସ୍ଥାନ ଅନୁଯାୟୀ ନୁହେଁ, ତାହା ବଦଳରେ ଜଣେ ଖ୍ରୀଷ୍ଟଙ୍କ ଠାରେ ରଖିଥିବା ସମ୍ପର୍କ ଅନୁଯାୟୀ ହୁଏ !ସମାଧାନ ବିଷୟରେ ପବିତ୍ର ବାଇବଲରେ ଅନେକ ବାକ୍ୟରେ ପବିତ୍ରଆତ୍ମା ପରମେଶ୍ୱର କଥା ହୋଇଛନ୍ତି !ପ୍ରଭୁଙ୍କର ଠାରେ ଆମେ ଅଛୁ, ଏହା କେମିତି କହି ପାରିବା ? ତୁମ୍ଭେ ସଂକୋଚିତ ଅବସ୍ଥା ଆସିବା ବେଳେ, କୃତଜ୍ଞତାର ପ୍ରାର୍ଥନାରେ ପ୍ରଭୁଙ୍କୁ ଖୋଜିବା ବେଳେ ସବୁଠାରୁ ପ୍ରଭୁଙ୍କର ସମାଧାନ, ଆମ ଆଲୋଚନା, ହୃଦୟ ଖ୍ରୀଷ୍ଟଙ୍କ ଠାରେ ଆମକୁ ଉଦ୍ଧାର କରିବ !ସମାଧାନ ହୋଇ ଜୀବନଯାପନ କରିବାକୁ ଆଶା କରିବା ଲୋକ ସମାଧାନକୁ ଖୋଜି କେଉଁଠିକୁ ଯିବା ଆବଶ୍ୟକ ନାହିଁ !ତାହା ଖ୍ରୀଷ୍ଟଙ୍କ ଠାରେ ଦେଖାଯିବ !ତୁମେ ଧିରସ୍ଥିରରେ ବଞ୍ଚିବାକୁ ହେଲେ ଯୀଶୁଙ୍କୁ ଖୋଜିଖୋଜି ଆସ, ପୃଥିବୀ ଦେଇ ନ ପାରିବା ପ୍ରକୃତ ସମାଧାନ ତୁମେ ପାଇ ପାରିବ !ଆମେନ୍ !
- ପି. ଜାକବ ଶଙ୍କର
ପ୍ରାର୍ଥନାର ଅଂଶ :-
ପୃଥିବୀକୁ ଦୋହଲେଇବା 120 ମିଶିନାରୀ ସଦାପ୍ରଭୁ ଆମ ଠାରେ ଏକତା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.