Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-07-2022
Share:

By Village Missionary Movement

Tuesday, 12-Jul-2022

ଆଜିର ବାକ୍ୟ (Oriya) 13-07-2022

 

ସାହାଯ୍ୟ ଦରକାର କି ? 

 

“କାରଣ ସେ ନିଜେ ପରୀକ୍ଷିତ ହୋଇ ଦୁଃଖଭୋଗ କରିଥିବାରୁ ପରୀକ୍ଷିତ ହେଉଥିବା ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି ।“ - ଏବ୍ରୀ 2:18

 

ନିକଟରେ ରେଚାଲ ନାମକ ଜଣେ ଝିଅଙ୍କ ବିବାହ ହେଲା !ତାର ଝିଅକୁ ସାକ୍ଷାତ କରିବାକୁ ତାଙ୍କ ବାପା ଯିବାବେଳେ ଝିଅଜୁଇ ପ୍ରେମରେ ଆହ୍ୱାନ କଲେ !ବାପା କହିଲା, ରେଚାଲ ତୁମ ପସନ୍ଦର ମାଛ ଆଣିଛି, ଶୀଘ୍ର ରନ୍ଧା କର !ବାପା ତୁମ ଜୁଇର ମାଛ ଖାଇବା ପସନ୍ଦ ନୁହେଁ, ତେଣୁ ଏବେ ମାଛ ରନ୍ଧା କରିବା ମନା କରିଦେଲି ବୋଲି ରେଚାଲ କହିବା ବେଳେ ବାପା ବହୁତ ଆନନ୍ଦିତ ହେଲା !କାହିଁକିନା ବିବାହିତ ଜୀବନରେ ଅନ୍ୟର ପସନ୍ଦକୁ ଅନ୍ୟ ଜଣେ ବୁଝି ପାରିବା ବେଳେହିଁ ଜୀବନରେ ବିଜୟୀ ସାଧନ କରି ପାରିବା !

 

ଆମେ ଏ ପୃଥିବୀରେ ଯୀଶୁଖ୍ରୀଷ୍ଟଙ୍କ ପ୍ରିୟ ହୋଇ ଜୀବନଯାପନ କରିବାକୁ ଆହ୍ୱାନ ହୋଇଛୁ !ଆମ୍ଭେ କରିଥିବା ଏହି କାର୍ଯ୍ୟଗୁଡିକ ପ୍ରଭୁଙ୍କର ପ୍ରିୟ କି, ଏହାକୁ ସେ ଗ୍ରହଣ କରିବ କି ? ବୋଲି ତାହାଙ୍କ ଇଚ୍ଛାକୁ ଜାଣି ଜୀବନଯାପନ କଲା ବେଳେ ଆମେ ମଧ୍ୟ ପାପରୁ ଦୂରେଇ ହୋଇ ବିଜୟୀ ଜୀବନରେ ବଞ୍ଚି ପାରିବା !ପ୍ରଭୁଙ୍କର ଇଚ୍ଛାରୁ ଦୂରେଇ ଯିବା ହିଁ ପାପ !ଆଦିମାନବ ତଦ୍ରୁପ ହିଁ ଦୂରେଇ ଯାଇ ପାପ କଲା !କିନ୍ତୁ ଦ୍ୱିତୀୟ ଆଦମ ହୋଇଥିବା ଯୀଶୁଖ୍ରୀଷ୍ଟଙ୍କ ରକ୍ତମାଂସର ମନୁଷ୍ୟ ରୂପରେ ଏହି ପୃଥିବୀକୁ ଆସିଲା !ତାହାଙ୍କର ଇଶ୍ଵରୀତ୍ଵକୁ, ମନୁଷ୍ୟତ୍ଵକୁ ରହିଥିବା ସମ୍ପର୍କ ଆମକୁ ଜଣା ନାହିଁ !କିନ୍ତୁ ଇଶ୍ଵରୀୟତା ଦୁଃଖଭୋଗ ନାହିଁ କି ପାପ ନାହିଁ !ସେଥିପାଇଁ ଯୀଶୁଖ୍ରୀଷ୍ଟ ସଂପୂର୍ଣ୍ଣ ରୂପେ ମନୁଷ୍ୟ ଭାବେ ହାସଲ ହେଲା !କିନ୍ତୁ ପବିତ୍ରତାରେ କିପରି ଜୀବନଯାପନ କଲା ? 

 

ପ୍ରିୟ ବନ୍ଧୁଗଣ, ଯୀଶୁଖ୍ରୀଷ୍ଟ ପିତାଙ୍କ ପ୍ରିୟଭାଜନ ହେବା ହେତୁ ପିତାଙ୍କ ଏକତାରେ, ସଦାପ୍ରଭୁଙ୍କର ଆତ୍ମାର ଶକ୍ତିରେ, ପ୍ରୋଚାହିଁତ ପ୍ରାର୍ଥନା ଦ୍ଵାରା ପାରକ୍ଷୀତକୁ ବିଜୟୀ ହେଲେ !ପାପକୁ ନାହିଁ କହି ପାରିବା, ଆମକୁ ଉପକାର କରିବାକୁ ହସ୍ତ ବଢ଼ାଇଲେ !କାହିଁକିନା ଏହି ପାପର ଜଗତରେ ସେ ଜୀବନଯାପନ କଲା ବେଳେ ଶଇତାନ ଦ୍ଵାରା, ଶତ୍ରୁମାନଙ୍କ ଦ୍ଵାରା, ସାଧାରଣ ଲୋକଙ୍କ ଦ୍ଵାରା, ଜାତି ଦ୍ଵାରା, ଶିଷ୍ୟମାନଙ୍କ ଦ୍ଵାରା ତାଡନା ପାଇ ଦୁଃଖଭୋଗ କରି ପାପ ନ କରିବା ଯୋଗୁ, ପରୀକ୍ଷିତ ହେଉଥିବା ଆମ୍ଭ ନିମନ୍ତେ ସେ ସହନଶୀଳ ହେଉଛନ୍ତି, ଉପକାର କରୁଛନ୍ତି !ସେଥିପାଇଁ ଯୀଶୁଖ୍ରୀଷ୍ଟଙ୍କ ଇଚ୍ଛାକୁ ଆମ ଇଚ୍ଛାରେ ବଦଳାଇବା !ତାହାଙ୍କୁ ଜାବୁଡି, ତାହାଙ୍କୁ ହିଁ ବିଶ୍ୱାସ କରି ଥିବାବେଳେ, ସେ ହିଁ ଆମର ସବୁ କାର୍ଯ୍ୟଗୁଡିକୁ ସାହାଯ୍ୟ କରିବେ !ହାଲେଲୁୟା !

- ଏ. ବିହୁଲା 

 

ପ୍ରାର୍ଥନାର ଅଂଶ :-

ସାତ ହଜାର ମିଶିନାରୀ ମାନଙ୍କ ଦ୍ଵାରା ଏକ ଲକ୍ଷ ଗ୍ରାମ ଗୁଡିକ ପାଇବା ନିମନ୍ତେ କରୁଥିବା ଚେଷ୍ଟାରେ ସଦାପ୍ରଭୁଙ୍କର ହସ୍ତ ସହଯୋଗୀ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet