Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-07-2022
Share:

By Village Missionary Movement

Sunday, 17-Jul-2022

ଆଜିର ବାକ୍ୟ (Oriya) 17-07-2022

 

ଜେରୀର ଆନନ୍ଦ 

 

“କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।“ - ଯୋହନ 3:16

 

ହାଇ ପିଲାମାନେ, କେମିତି ଅଛ ? ଖୁସିରେ ଅଛ କି ? ଭିନ୍ନଭିନ୍ନ ଖେଳନାରେ ସାଙ୍ଗସାଥୀଙ୍କ ସହ ଖେଳିବା ବେଳେ, ଅନେକ ପ୍ରକାରର ଖେଳ ଖେଳଲିବା ବେଳେ ଅତିଆନନ୍ଦ ଥିବତ !ଆଜି ଜେରୀ ନାମକ ଭାଇ କିପରି ଖୁସିରେ ରହିବା ଉଚିତ, ତାହା ଶିଖିଲା ଦେଖିବା କି ? 

 

ଜେରୀକୁ ସେଲ୍ସିଙ୍କ ଘରେ ଛାଡି ତାଙ୍କ ପିତାମାତା ଗୋଟିଏ ସ୍ଥାନକୁ ଗଲେ !ଜେରୀ ସେଲ୍ସି ସହ ମିଶି କଣ୍ଡେଇ ଏବଂ କାର ସହ ଉତ୍ତମ ରୂପ ଖେଳୁ ଥାଏ !ଜେରୀକୁ ନେବାପାଇଁ ଆସିବା କ୍ଷଣି ସେଲ୍ସିର କଣ୍ଡେଇ ଏବଂ କାର ମୋର ଦରକାର କହି ଜେରୀ ଯିଦିଆ କଲା !ଜେରୀଙ୍କ ମାଆ ସେ ସବୁ ପାଶୋରି ଯିବା ପାଇଁ କହିଲା, ଜେରୀ ଏହାକୁ ଆମେ ପ୍ରାତଃ ଭ୍ରମଣରେ ଯିବାବେଳେ ଆମେ କ୍ରୟ କରିବା !ସଙ୍ଗେସଙ୍ଗେ ତାହା ଛାଡି ପିତାମାତାଙ୍କ ସହିତ ଭ୍ରମଣକୁ ଗଲା !ସେମାନେ ଯିବା ସ୍ଥାନର ଘର ଗୁଡିକ ଅତିଛୋଟ ଥିଲା !ସେଠାରେ ଥିବା ପିଲାମାନେ,, ସେମାନଙ୍କର ଠାରେ ଥିବା ଭଙ୍ଗା ଖେଳନା, ପେଣ୍ଡୁ ଏବଂ ପୁରୁଣା ସାଇକେଲରେ ଖୁସିରେ ଖେଳୁଛନ୍ତି !କ୍ରନ୍ଦନ କରୁଥିବା ଜଣେ ଛୋଟ ଛୁଆଁ ସହଜଣେ ଭାଇ କହିଲା , ମୋ'ଠି ଥିବା ଜାହାଜ ସହିତ ଖେଳିବା ଆସିବ କି, କହି ତାଙ୍କ ପାଖରେ ଥିବା, ଚକ ନ ଥିବା ଜାହାଜ ଦେବା ଦେଖି ଜେରୀକୁ ଅତିଆଚର୍ଯ୍ୟ ଲାଗିଲା !ସଙ୍ଗେସଙ୍ଗେ ମାଆଙ୍କ ସହ କହିଲା, ଆଜିଠୁ ଅନ୍ୟର ଦ୍ରବ୍ୟ ପ୍ରତି ଆଶା ହେବିନି ମାଆ, ଏହି ପିଲାମାନେ ତାଙ୍କ ସହ ଯାହା ଅଛି ସେଥିରେ ଖୁସିରେ ଖେଳୁଛନ୍ତି !ଆଉ ଜେରୀ କହିଲା,ମୁଁ ମଧ୍ୟ ମୋ ପାଖରେ ଥିବା ଖେଳନା ଗୁଡିକ ଆଣି, ଛୁଟି ଦିନ ଏଠାକୁ ଆସି ଏମାନଙ୍କୁ ଦେବି !କଣ ପିଲାମାନେ ତୁମ୍ଭେମାନେ ମଧ୍ୟ ଅନ୍ୟର ଦ୍ରବ୍ୟ ପ୍ରତି ଲାଳସା ହେଉଛ ତ !ତୁମ୍ଭ ପାଖରେ ଥିବା ଖେଳନା ଅନ୍ୟକୁ ଦେଇ ଖେଳିବା ବେଳେ ବହୁ ଆନନ୍ଦ ଥିବ !ଯୀଶୁବାପା ମଧ୍ୟ ଆମେ ଖୁସିରେ ରହିବା ଉଚିତ କହି, ସେ ନିଜକୁ ଆମ ନିମନ୍ତେ ସମର୍ପିତ ହେଲାତ !ଠିକ ଅଛି ପିଲାମାନେ, ଯୀଶୁବାପା ଆମକୁ ଅତିବେଶୀ ପ୍ରେମ କରିବା ଯୋଗୁ, ଆମେ ଖୁସିରେ ରହିବା ଉଚିତ ବୋଲି ସେ ଆମକୁ ତାଙ୍କ ଜୀବନ ହିଁ ଅର୍ପଣ କଲେ !

- ଭଉଣୀ ଆଇଡା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş holiganbet matbet matbet giriş sahabet onwin betcio casibom giriş casibom realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel casibom giriş casibom matbet matbet giriş jojobet superbetin superbetin giriş amgbahis amgbahis giriş betsmove betsmove giriş holiganbet holiganbet giriş jasminbet jasminbet giriş kargabet kargabet giriş matbet matbet giriş norabahis norabahis giriş piabellacasino piabellacasino giriş supertotobet supertotobet giriş marsbahis casibom casibom giriş holiganbet holiganbet giriş jojobet jojobet giriş holiganbet casibom çarkbet casinomilyon cratosroyalbet jojobet betbey holiganbet jojobet jojobet jojobet grandpashabet grandpashabet