Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-07-2022
Share:

By Village Missionary Movement

Tuesday, 19-Jul-2022

ଆଜିର ବାକ୍ୟ (Oriya) 20-07-2022

 

ଅପେକ୍ଷା ଶେଷ ହେଉଛି 

 

“ଆଶାସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ; ମାତ୍ର ବାଞ୍ଛାର ସିଦ୍ଧି ଜୀବନ-ବୃକ୍ଷ ସ୍ୱରୂପ।“ - ହିତୋପଦେଶ 13:12

 

ଇରାନ ଏବଂ ଇରାକ ମଧ୍ୟରେ ହୋଇଥିବା ଯୁଦ୍ଧରେ କିଛି ଲୋକଙ୍କୁ ବନ୍ଦୀ ରୂପେ ଇରାକକୁ ନିଆଗଲା !ସେମାନଙ୍କ ମଧ୍ୟରେ ସଂପୂର୍ଣ୍ଣ ଗର୍ଭବତୀ ଥିବା ଜଣେ ସୈନିକର ସ୍ତ୍ରୀ, ତାର ସ୍ୱାମୀ କାରାଗାରକୁ ବନ୍ଦୀ ରୂପେ ଯାଉଛି ବୋଲି ଶୁଣି, ତାହାର ହୃଦୟ ଭାଙ୍ଗିଗଲା !ସ୍ୱାମୀ ନିମନ୍ତେ ଅପେକ୍ଷାରେ ଥିବା ତାହାକୁ ପ୍ରସବ ବେଦନା ଆରମ୍ଭ ହୋଇ ଶିଶୁଟି ଜନ୍ମ ହେଲା !ତାହାର ଛୁଆଁକୁ ଏନସିଲାଇଟର ବୋଲି ନାମ ଦେଲା !ତାହାର ଅର୍ଥ "ମୋ ଅପେକ୍ଷା ଶେଷ ହେଉଛି "!ତାହାର ଛୁଆଁଟିକୁ ଡାକୁଥିବା ପ୍ରତ୍ୟେକ ଥର ତାହାର ସ୍ୱାମୀ ନିମନ୍ତେ ଅପେକ୍ଷାରେ ଥିବା ଅପେକ୍ଷାଟି ବୃଥା ନୁହେଁ !ଆଉ ସେ ଫେରିବ ବୋଲି ବିଶ୍ୱାସ ତାହାଙ୍କ ଠାରେ ବୃଦ୍ଧି ହେବା ଜାଣି ପାରିଲା !ବହୁ ବର୍ଷ ଅପେକ୍ଷା କଲା ପରେ ଦିନେ ଯୁଦ୍ଧ ବନ୍ଦୀଙ୍କୁ ମୁକ୍ତି କରି ଡ଼ଙ୍ଗାରେ ଫେରାଇ ଆଣୁଛନ୍ତି, ଏହି ସମ୍ବାଦ ଶୁଣି ମାଆ ଓ ଝିଅ ଧୌଡିଧୌଡି ଗଲେ !ସ୍ୱାମୀଙ୍କୁ ଦେଖିବା କ୍ଷଣି ମୋ ନୀରିକ୍ଷଣ ଶେଷ ହେଲା ବୋଲି କହି ଆନନ୍ଦିତ ହେଲା !

 

ଗାବ୍ରିଏଲ ନାମକ ଦେବଦୂତ କନ୍ୟା ଥିବା ମରୀୟମ ନିକଟକୁ ଆସି ଦୂତ ତାହାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ୱରଙ୍କ ଛାମୁରେ ଅନୁଗ୍ରହ ପାଇଅଛ ।ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ ।ଏହା କହିବା ବେଳେ ପ୍ରଥମେ ବିଚଳିତ ହୋଇ ଏହା କିପରି ସମ୍ଭବ ବୋଲି ପଚାରିଥିବା ସେ, ତାପରେ ସଦାପ୍ରଭୁଙ୍କର ବାକ୍ୟକୁ ନିଜକୁ ସମର୍ପିତ ହୋଇ, କହିଥିବା ବାକ୍ୟକୁ ତାହାଙ୍କ ଠାରେ ଗ୍ରହଣ କରିବା ଦ୍ଵାରା ପାଇଥିବା ଫଳ ହେଉଛି, ଆମ ପରିତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲା !ସେହି କାଳରେ ଅନେକ ପବିତ୍ର କନ୍ୟାଗଣ ଯୀଶୁଖ୍ରୀଷ୍ଟଙ୍କୁ ଜନ୍ମ ବିଷୟରେ ପ୍ରବକ୍ତାମାନଙ୍କ ଦ୍ଵାରା ଶୁଣି, ତାଙ୍କ ଗର୍ଭରେ ଯୀଶୁ ଜନ୍ମ ନେବା ଉଚିତ ବୋଲି ତାହାଙ୍କ ସହ ଅପେକ୍ଷାରେ ଥିବା ସମୟରେ କେବଳ ମରିୟମଙ୍କୁ ହିଁ ସେହି ସୁଯୋଗ ଆସିବା, ସେ ସଂପୂର୍ଣ୍ଣ ମନରେ, ସେହି ସମ୍ବାଦକୁ ଗ୍ରହଣ କରି, ଭାଗ୍ୟଟି ପାଇଲା !ତାହାଙ୍କ ନୀରିକ୍ଷଣ ବୃଥା ହୋଇନାହିଁ !ରକ୍ଷାକର୍ତ୍ତା ଜନ୍ମ ନେଲା !ଆମ ଜୀବନରେ ମଧ୍ୟରେ ଅନେକ ସମୟରେ କିଛି ଉପକାର ନିମନ୍ତେ ଅପେକ୍ଷା କରିବା ଅବସ୍ଥା ଆସିବ !ଅନେକ ଦିନରୁ ପ୍ରାର୍ଥନା କରି, ସମ୍ବାଦ, ସଫଥ ଗୁଡିକ ପାଇ, ଉତ୍ତର ଆସିବା ଡେରି ହେଲେ ସୁଧା, ବିଚଳିତ ହୋଇ, ଧିମେଇ ଯାଇ ସଦାପ୍ରଭୁ କରିଥିବା ସଫଥକୁ ପାଶୋରି ଯାଉଛୁ !ଏହୋବାଙ୍କ କଥା ଅନୁସାରେ ସାରା, ସନ୍ତାନ ନିମନ୍ତେ ସହଜ ମାର୍ଗରେ ଚେଷ୍ଟା କରିବା ଅନୁଯାୟୀ ଆମେ ରହିବା ଉଚିତ ନୁହେଁ !ଆଶାସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ; ମାତ୍ର ବାଞ୍ଛାର ସିଦ୍ଧି ଜୀବନ-ବୃକ୍ଷ ସ୍ୱରୂପ ବାକ୍ୟ ଅନୁସାରେ ଦିଆ ଯିବାକୁ ଥିବା ଉପକାର ପାଇବା ପର୍ଯ୍ୟନ୍ତ, ପ୍ରଭୁ ଆମକୁ ଅନୁଗ୍ରହ କରିଥିବା ବାକ୍ୟକୁ ହୃଦୟରେ ରଖି, ତାହାକୁ ପାଇବା ନିମନ୍ତେ ଚେଷ୍ଟା କରିବା, ବିଜୟୀ ପାଇବା !ହାଲେଲୁୟା !

- ଶ୍ରୀମତୀ ବାସନ୍ତି ରାଜ ମୋହନ 

 

ପ୍ରାର୍ଥନାର ଅଂଶ :-

ସେବା କରିବା ନିମନ୍ତେ ଇଚ୍ଛା ହେଉଥିବା ଲୋକଙ୍କ ନିମନ୍ତେ ପ୍ରକାଶିତ କରୁଥିବା ପତ୍ରିକା ମାଧ୍ୟମରେ ଅନେକ ନୂତନ ସେବକଗଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom