Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-07-2022
Share:

By Village Missionary Movement

Wednesday, 20-Jul-2022

ଆଜିର ବାକ୍ୟ (Oriya) 21-07-2022

 

ଅଳସୁଆ 

 

“ଅଳସୁଆର ବାଞ୍ଚିତ ବିଷୟ ତାହାର ମୃତ୍ୟୁୁ ଘଟାଏ; କାରଣ ତାହାର ହସ୍ତ କର୍ମ କରିବାକୁ ନାସ୍ତି କରେ।“ - ହିତୋପଦେଶ 21:25

 

ବିଶ୍ୱ ବିଖ୍ୟାତ ଜ୍ଞାନୀ ଲିଓ ଡାଳଷ୍ଟାଇନ ବଞ୍ଚି ଥିବା ସମୟରେ ଜଣେ ଅଳସୁଆ ଥିଲା !ସେ ଲିଓ ଡାଳଷ୍ଟାଇନକୁ ସାକ୍ଷାତ କରିବାକୁ ଆସି ମାଗିଲା, ବାପା ମୋ ପିତାଙ୍କର ଗୋଡ଼ ନାହିଁ, ତେଣୁକରି ମୋତେ ଟିକେ ସାହାଯ୍ୟ କର !ହୃଷ୍ଟପୁଷ୍ଟ ଥିବା ସେଇ ବାଳକକୁ ଦେଖି, ଲିଓ ପଚାରିଲା, ତୁମର ଅତିଆବଶ୍ୟକ ସାହାଯ୍ୟ ଦରକାର ନା ସ୍ବାଶ୍ୱତ ସାହାଯ୍ୟ ଆବଶ୍ୟକ !ସେ ଅଳସୁଆଟି ଖୁସିରେ ସ୍ବାଶ୍ୱତ ସାହାଯ୍ୟ ହିଁ ମାଗିବା ବୋଲି କହିଲା, ବାପା ଦୟାକରି ସ୍ବାଶ୍ୱତ ସାହାଯ୍ୟ ହିଁ ଦିଅନ୍ତୁ !ସେତେବେଳେ ଲିଓ କହିଲା, ତାହାହେଲେ ତୁମ ଡାହାଣ ହାତ କାଟିକି ମୋତେ ଦିଅ, ତେବେ ମୁଁ ତୁମକୁ ପାଞ୍ଚ ଶହ ଟଙ୍କା ଦେବି !ତେବେ ସେ ଅଳସୁଆକୁ ବହୁତ କ୍ରୋଧ ଜନ୍ମିଲା !ସେ ପ୍ରଶ୍ନ କଲା, କଣ ମୋ ହାତର ମୂଲ୍ୟ କେବଳ ପାଞ୍ଚ ଶହ ଟଙ୍କା ମାତ୍ର ? ଠିକ ଅଛି, ତେବେ ତୁମ ଡାହାଣ ଚକ୍ଷୁଟି ଦିଅ, ତେବେ ତୁମକୁ ଏକ ହଜାର ଟଙ୍କା ଦେବି !ପୁନର୍ବାର ଅଳସୁଆ କ୍ରୋଧରେ ଜଳିଗଲା !ସେତେବେଳେ ଲିଓ ବିବରଣୀଟି ବିସ୍ତୃତ କରିବାକୁ ଆରମ୍ଭ କଲା !ସ୍ୱଷ୍ଟରୂପେ ବୁଝିବା ସଦୃଶ୍ୟ ଲିଓ କହିଲା, ତୁମ ବହୁମୂଲ୍ୟ ଶରୀର ଦ୍ଵାରା କାମ କରି ଜୀବନଯାପନ କର !ତେବେ ସେହି ଯୁବକର ଚକ୍ଷୁ ଖୋଲିଲା !ତାହା ଠାରେ କେତେ ଶକ୍ତି ଅଛି, ତାହା ଜାଣି ନ ପାରି ଅଳସୁଆ ହୋଇ ରହିବା ଜାଣି ନିଜକୁ ଲଜ୍ଜିତ ହେଲା !ସେହିଦିନରୁ ତାହାର ଅଳସୁଆପଣ ପରିତ୍ୟାଗ କରି, ସକ୍ରିୟ ଯୁବକ ଭାବେ ରହିବା ଆରମ୍ଭ କଲା ! ସ୍ବର ରଚନା କରିଥିବା ବିଶ୍ୱ ବିଖ୍ୟାତ ଜ୍ଞାନୀ ଲିଓ ଡାଳଷ୍ଟାଇନ ମାଧ୍ୟମରେ ଜଣେ ଅଳସୁଆ ପରିବର୍ତ୍ତନ ହେବା ଅତି ବିଶେଷ ଥିଲା !

 

ଖ୍ରୀଷ୍ଟଙ୍କଠାରେ ପ୍ରିୟ ବନ୍ଧୁଗଣ, ଶଲୋମନ ଜ୍ଞାନୀଙ୍କ ଦ୍ଵାରା ଅନେକ ଅଳସୁଆଙ୍କୁ ଶିକ୍ଷା ଯୋଗାଇ ଦିଆଉଛି !ଅଳସୁଆ ଏକ ମଣିଷ ଜୀବନରେ କେତେ ବଡ଼ ଦରିଦ୍ର, ଅଳିଆ ଆଣି ଦେଉଛି ତାହା ଆମେ ପବିତ୍ର ବାଇବଲର ହିତୋପଦେଶ ପୁସ୍ତକରେ ପଡୁଛୁ !ଆଜିର କାମକୁ କାଲିକି କରିବି ବୋଲି ଘୁଞ୍ଚାଉ ଥିବା ହିଁ ଅଳସୁଆର ମୁଖ୍ୟ ଲକ୍ଷ୍ୟ !ଯେଉଁ ଦିନର କାମ ସେ ଦିନ ହିଁ, କେବର ତେବେ ହିଁ !ସେହି ସେହି ସମୟରେ କ୍ରମ ଅନୁସାରେ କରିବାକୁ ହେଲେ, ଅଳସୁଆକୁ ସେଠାରେ କାମ ନାହିଁ !ଅଳସୁଆର ମନ୍ଦ ଦାସକୁ ଅନ୍ଧାରରେ ଠେଲି ଦିଆ ଯିବ ବୋଲି ମାଥିଉ ପୁସ୍ତକରେ ଯୀଶୁଖ୍ରୀଷ୍ଟ କହନ୍ତି !ମଦ ଶରୀର ଓ ଦେଶ ପକ୍ଷେ କ୍ଷତିକାରକ ଅଟେ ବୋଲି କହିବା ସଦୃଶ୍ୟ ଅଳସୁଆ ମଧ୍ୟ ପରିବାରକୁ ଦେଶକୁ ବଡ଼ ବୋଝ ହୋଇଅଛି !ପ୍ରାର୍ଥନା କରନ୍ତୁ, ଅଳସୁଆରୁ ମୁକ୍ତି ପାଇବା ନିମନ୍ତେ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ସାହାଯ୍ୟ କରିବେ !ଆମେନ୍ !

- ପି. ଜାକୋବ ଶଙ୍କର 

 

ପ୍ରାର୍ଥନାର ଅଂଶ :-

ପ୍ରତ୍ୟେକ ମାସରେ ପତ୍ରିକା ଗୁଡିକ ମୁଦ୍ରଣ କରିବାକୁ ଏବଂ ପ୍ରକାଶିତ କରିବାକୁ ଆବଶ୍ୟକ ହେଉଥିବା ଆବଶ୍ୟକତା ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş holiganbet matbet matbet giriş sahabet onwin betcio casibom giriş casibom realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel casibom giriş casibom matbet matbet giriş jojobet superbetin superbetin giriş amgbahis amgbahis giriş betsmove betsmove giriş holiganbet holiganbet giriş jasminbet jasminbet giriş kargabet kargabet giriş matbet matbet giriş norabahis norabahis giriş piabellacasino piabellacasino giriş supertotobet supertotobet giriş marsbahis casibom casibom giriş holiganbet holiganbet giriş jojobet jojobet giriş holiganbet casibom çarkbet casinomilyon cratosroyalbet jojobet betbey holiganbet jojobet jojobet jojobet grandpashabet grandpashabet