Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-02-2021
Share:

By Village Missionary Movement

Thursday, 04-Feb-2021

ଆଜିର ବାକ୍ୟ (Oriya) 04-02-2021

ଧଉର୍ଯ୍ୟରେ ଉଠନ୍ତୁ 

“ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି, ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ, ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ ।“ - ପ୍ରେରିତ 2:4
     
ୱେଲସ ଦେଶରେ ଇୱାନ ରାବଟ ନାମକ ଯୁବକ ପ୍ରାର୍ଥନା କରିବା ସମୟରେ, ସଦାପ୍ରଭୁ କହିଲେ,  ୱେଲସ ଦେଶରେ  ଉଧିପଣା ପଠାଉଛି, ଏହି ଉଧିପଣା ଅଗ୍ନି ଇଙ୍ଗଲଣ୍ଡ, ୟୁରୋପ, ଆପ୍ରିକା ଏବଂ ଏସିଆ ପର୍ଯ୍ୟନ୍ତ ପ୍ରସାରଣ ହେବ !ଇୱାନ ସେ ପାଇଥିବା ଦର୍ଶନ ମଣ୍ଡଳୀରେ ପ୍ରଚାର କରିବାକୁ  ଉଚ୍ଚାହିତ ଥିଲେ,  ମାତ୍ର ତାଙ୍କୁ ସୁଯୋଗ ମିଳିଲା ନାହିଁ !ଶେଷରେ ପାଲକ ଇୱାନକୁ କହିଲେ, ଆସନ୍ତା ସପ୍ତାହ ବୁଧବାର ରାତ୍ରି ପ୍ରାର୍ଥନାରେ ପ୍ରଚାର କର, କିଏ ଶୁଣି ପାରନ୍ତି କି ଦେଖନ୍ତୁ !ଏହି ପ୍ରଚାର ଶୁଣିଥିବା ପାଳକ ଓ ସତର ଜଣ ପରମେଶ୍ୱରଙ୍କର  ଅଗ୍ନି ଦ୍ଵାରା ସ୍ୱର୍ସ ହେଲେ ! ଯୁବକ ଇୱାନ ପରମେଶ୍ୱରଙ୍କ ବାକ୍ୟକୁ ଧଉର୍ଯ୍ୟରେ ପ୍ରଚାର କଲେ !ଏହାଙ୍କ ସାଧାରଣ ବାକ୍ୟ ଅନେକଙ୍କୁ ଛୁଇଲା !ଉଧିପଣାର ଅଗ୍ନି ବହୁତ ବେଗରେ ପ୍ରସାରିତହେବା ଆରମ୍ଭ  ହେଲା !ତାପରେ  30ଦିନରେ 37, 000ଲୋକ ତାଙ୍କର ପାପକୁ ସ୍ୱୀକାର କରି ମନ ପରିବର୍ତ୍ତନ କରି ଯୀଶୁଙ୍କୁ ଉଦ୍ଧାର କର୍ତ୍ତା ରୂପରେ ଗ୍ରହଣ କଲେ !ପାଞ୍ଚ ମାସରେ ଏକ ଲକ୍ଷ ଲୋକ ଉଦ୍ଧାର ପାଇଲେ !ଏହିପରି ସେହି ଦେଶ ସାରା ଉଧିପଣା ପ୍ରସାରଣ ହେଲା !

ପବିତ୍ର ଗ୍ରନ୍ଥ ବାଇବଲରେ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗକୁ ଆରୋହନ କଲା ପରେ ସେ ସଫଥ କରିଥିବା ପବିତ୍ର ଆତ୍ମା ଯେରୁଶାମର ଉପର ମହଲ କଠୋରୀରେ ବର୍ଷାଇଲେ !ସେହି ଦିନ ପିତରଙ୍କ ପ୍ରଚାର ଶୁଣି ତିନି ହଜାର ଲୋକ ମନ ପରିବର୍ତ୍ତନ କରି ଉଦ୍ଧାର ହୋଇ ମଣ୍ଡଳୀରେ ସଂଯୁକ୍ତ ହେଲେ !ଅଧିକା ପାଠ ପଢି ନ ଥିଲେ ମଧ୍ୟ ମାଛ ଧରାଳି ପିତରଙ୍କ ଦ୍ଵାରା ମହାନ ଉଧିପଣା ସୃଷ୍ଟି ହେଲା !ପ୍ରେରିତମାନେ ଯାଉଥିବା ସ୍ଥାନମାନଙ୍କରେ ସଦାପ୍ରଭୁ ଆଚ୍ଛର୍ଯ୍ୟ କର୍ମ କରି ସେମାନଙ୍କୁ ବିଶେଷତ୍ଵ କଲେ !ଏହିପରି ପ୍ରେରିତ ଯୁଗରେ ମହାନ ଉଧିପଣା ସୃଷ୍ଟି ହୋଇ ଥିଲା !

ମୋର ପ୍ରିୟ ବନ୍ଧୁଗଣ, ଆପଣଙ୍କର ମଧ୍ୟ ଭାରତ ଦେଶର ଉଧିପଣା ନିମନ୍ତେ ଇଚ୍ଛା ଥାଇପାରେ !ମୋର ହୃଦୟରେ ଇୱାନଙ୍କପରି ପ୍ରେରିତଙ୍କ ପରି ଆତ୍ମୀୟ ବୋଝ କଣ ମୋ ଠାରେ ନାହିଁ କି  ଆସିପାରେ  !ଏହିପରି ବୋଝ ନିଜକୁ ନିଜେ ଆସେନାହିଁ, ମାତ୍ର ପବିତ୍ର ଆତ୍ମା ପରମେଶ୍ୱର ଆମ ଉପରେ ବରଷିଲେ ହିଁ ଏହିପରି ବୋଝ ପାଇପାରିବା !ଭାରତ ଦେଶର ଉଧିପଣା  ବୋଝରେ ମୋର ଭାଗ କଣ, ମୁଁ କଣ କରିବି ବୋଲି ଇଚ୍ଛା ଥିଲେ ଆତ୍ମୀୟ ବୋଝ ପାଇ ପାରିବା !ତାମିଲନାଡୁ ରାଜ୍ୟରେ କେବଳ  ଶତକଡା ଚାରି ଜଣ ହିଁ ଖ୍ରୀଷ୍ଟିଆନ ଅଛନ୍ତି !ଅର୍ଥାତ ଶହେ ଶତକଡା ଖ୍ରୀଷ୍ଟିଆନ ହେବାକୁ ହେଲେ ଜଣେ ଖ୍ରୀଷ୍ଟିଆନ ପଚିଶି ଜଣକୁ ପ୍ରଭୁଙ୍କର ନିକଟକୁ ଆଣିବାକୁ ହେବ !ଏହିପରି ଗଣନା କଲେ ଏହା ଆମ ଦ୍ଵାରା ସାଧ୍ୟ କି,  ଭାବିବାକୁ ପଡିବ !ମାତ୍ର ପବିତ୍ର ଆତ୍ମା ଦ୍ଵାରା ପୂର୍ଣ୍ଣ ହୋଇ ଥିବା କୋଣସି ଲୋକ ନିଚ୍ଛୟ କରି ପାରିବେ !ସାଧାରଣ ଯୁବକ ଇୱାନ, ଅପାଠୁଆ ପିତର ଆତ୍ମାରେ ପୂର୍ଣ୍ଣ ହେବାରୁ ଏହାଙ୍କ ଦ୍ଵାରା ପରମେଶ୍ୱର କାର୍ଯ୍ୟ କଲେ !ନିଚ୍ଛୟ ଆପଣଙ୍କ ଦ୍ଵାରା ମଧ୍ୟ କରିବେ !ଧଉର୍ଯ୍ୟ ହୋଇ ଉଠନ୍ତୁ, ଉଧିପଣାରେ ଆପଣ ମଧ୍ୟ ଭାଗିଦାର ହୁଅନ୍ତୁ !
-    ଭାଇ ପି. ଷ୍ଟିଭ ମାଥିଉ 

ପ୍ରାର୍ଥନା କରନ୍ତୁ :-ଆମ ସହିତ ମିଶି କାର୍ଯ୍ୟ କରୁଥିବା ସହଭାଗି ପ୍ରଚାରକଙ୍କର ଯାତ୍ରାରେ ସଦାପ୍ରଭୁଙ୍କର ହସ୍ତ ସହବର୍ତ୍ତୀ ହେବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet