Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-07-2022
Share:

By Village Missionary Movement

Wednesday, 27-Jul-2022

ଆଜିର ବାକ୍ୟ (Oriya) 28-07-2022

 

ଅଦଭୂତ ପରମେଶ୍ୱର 

 

“ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ; ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ।” - ଗୀତସଂହିତା 50:15

 

ତାହା ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟ !ଜଣେ ଆମେରିକାନ ଯୁଦ୍ଧବୀର ତାଙ୍କ ସୈନିକମାନଙ୍କ ଠାରୁ ହଜିଗଲା !ସେଠାରେ ଯୁଦ୍ଧ ଅତିଭୟଙ୍କର ରୂପେ ହେଉଥାଏ !ତାଙ୍କ ସୈନିକମାନଙ୍କୁ ଦେଖି ନ ପାରିବା ପରି ସବୁକିଛି ଗୁମ୍ଫାରେ ପରିପୂର୍ଣ୍ଣ ଥିଲା !ସେ ତାର ପ୍ରାଣର ସୁରକ୍ଷା ନିମନ୍ତେ ଏକଲା ଗୋଟିଏ ଅରଣ୍ୟକୁ ଚାଲିଗଲା !ତାହାର ଧୌଡ଼ର ଶବ୍ଦ ଶୁଣି ଶତ୍ରୁ ଦେଶର ସୈନିକମାନେ ମଧ୍ୟ ତାହାକୁ ଗୋଡ଼ାଇ ଆସିଲେ !ସେ ତାର ଜୀବନ ବଞ୍ଚାଇବାକୁ କେଉଁଠି କିଛି ସ୍ଥାନ ଅଛିକି ଭାବନା କରି ଚାରିପଟେ ଖୋଜିଲା !ସେଠାରେ ଛୋଟଛୋଟ ଗୁମ୍ଫା ରହିବା ଦେଖିଲା !କିନ୍ତୁ ତାହା ସଂରକ୍ଷିତ ନ ଥିଲା !ହେଲେ ଅନ୍ୟ ଗତି ନ ପାଇ ସେଥି ମଧ୍ୟରୁ ଗୋଟିଏ ଗୁମ୍ଫାରେ ଲୁଚିଲା !ସେହି ଗୁମ୍ଫା ଭିତରେ ନିଃଶବ୍ଦରେ ପ୍ରାର୍ଥନା କଲା, ପ୍ରଭୁ ମୋ ଚାରିପଟେ ଶତ୍ରୁ ଅଛନ୍ତି, ଯଦି ତୁମର ଇଚ୍ଛା ଅଛି, ତେବେ ମୋତେ ଉଦ୍ଧାର କର !ସେହି ଗୁମ୍ଫାରେ ହିଁ ମୁଁ ମଧ୍ୟ ଅଛି !ମୁଁ କିଏ ବୋଲି ଆଲୋଚନା କରୁଛ କି ? କହିବି ଶୁଣନ୍ତୁ !

 

ଅକସ୍ମାତରେ କହିଲେ, ସେହି ଗୁମ୍ଫାର ଦ୍ଵାରଟି ବନ୍ଦ କରାଯାଉ !ଆଜ୍ଞାକାରୀ ମୋତେ ସୃଜନ କାରୀ ତ !ସଙ୍ଗେସଙ୍ଗେ ପ୍ରଭୁଙ୍କ ଆଜ୍ଞା ଅନୁସାରେ, ମୁଁ ଶୀଘ୍ରଶୀଘ୍ର ଜାଲବୁଣି ସେଇ ଗୁମ୍ଫାକୁ ବନ୍ଦ କରି ସେଠାରେ ବସିକି ଅଛି !ମୋତେ ସେଇ ଯୁଦ୍ଧବୀର ଆଚର୍ଯ୍ୟରେ ଦେଖୁଛି !ପାଦର ଶବ୍ଦ ଶୁଣାଗଲା !ଶତ୍ରୁ ସୈନିକଗଣ ପ୍ରତ୍ୟେକ ଗୁମ୍ଫାକୁ ଯାଇ ଦେଖୁଥାନ୍ତି !ଏହି ସୈନିକ ଥିବା ଗୁମ୍ଫା ନିକଟକୁ ଆସିବା ବେଳେ ଏହା ଜାଲରେ ପରିପୂର୍ଣ୍ଣ ଅଛି !ଏଠାରେ କେହି ଜଣେ ରହିବା ଅନୁଚିତ ବୋଲି ଭିତରକୁ ନ ଯାଇ ଫେରିଗଲେ !ସେଇ ସୈନିକ ଅତିଆନନ୍ଦରେ ସଦାପ୍ରଭୁଙ୍କୁ କୃତଜ୍ଞତା ଜଣାଇ ଫେରିଲା !ସେ କିଏ ବୋଲି ଆପଣ ଭାବୁଥିବ !ସେଇ ଜାଲ ବୁଣି ଥିବା ମୁଁ ଜଣେ ବୁଢ଼ିଆଣୀ ପୋକ !

 

ପ୍ରିୟ ମନୁଷ୍ୟଗଣ, ମୁଁ ଗୋଟିଏ ଭାବନା କଲି, ମନୁଷ୍ୟ ହୋଇଥିବା ଆପଣମାନଙ୍କୁ ସଦାପ୍ରଭୁ କେତେ ପ୍ରେମ କରୁଛନ୍ତି (ମାଥିଉ :-6:26) ଯୀଶୁ କହନ୍ତି !ମୋ ଠାରୁ ଆପଣମାନେ ଶ୍ରେଷ୍ଠ ଅଟ !ମୋତେ ସାହାଯ୍ୟ କରିବାକୁ କେହି ନାହାନ୍ତି !ମୋତେ ପ୍ରେମ କରିବାକୁ କେହି ନାହାନ୍ତି ବୋଲି ଭାବୁଥିଲେ, ତୁମକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରଭୁଯୀଶୁ ଖ୍ରୀଷ୍ଟ ଅଛନ୍ତି !ତେଣୁକରି ସଦାସର୍ବଦା ପ୍ରଭୁଙ୍କ ଠାରେ ଆନନ୍ଦ କର !

- ଭାଇ ଆଲବିନ ଜେକାଵ 

 

ପ୍ରାର୍ଥନାର ଅଂଶ :-

ତାମିଲନାଡୁରେ ଘଟୁଥିବା ଉଜ୍ଜିବକୁ ଆଶା କରୁଥିବା ସମାବେଶ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon grandpashabet palacebet sonbahis wbahis grandpashabet betpuan betsalvador matbet meritking