Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-08-2022
Share:

By Village Missionary Movement

Thursday, 04-Aug-2022

ଆଜିର ବାକ୍ୟ (Oriya) 04-08-2022

 

କଟୁ ଭାବ 

 

“ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୁର ହେଉ;” - ଏଫିସୀୟ 4:31

          

ଜିମି ବୂକନାର ସ୍ଵୀଡନ ଶୋହଳ ବର୍ଷର ଜଣେ ଯୁବକ !ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସେ ସାଙ୍ଗସାଥି ନ ଥାଇ ଏକଲା ରହୁଥାଏ !ତାହାଙ୍କ ସହପାଠୀ କେତେକ କଳାବର୍ଣ୍ଣ ବିଦ୍ୟାର୍ଥୀ ମାନେ ତାହାଙ୍କୁ ଅଟହାସ୍ୟ ଓ ଉପହାସ କରି, ତଳକୁ ଠେଲି ଦେଉଥାନ୍ତି !ସେହିପରି ଅନେକ ଥର ହେଲା !ଆରମ୍ଭରେ ଜିମି କେବଳ ଉପହାସ କରିବା ଲୋକଙ୍କୁ ଘୃଣା କଲା !ମାତ୍ର ଶେଷରେ ମହାବିଦ୍ୟାଳୟରେ ଥିବା କଳାବର୍ଣ୍ଣର ଜାତିର ସବୁ ବିଦ୍ୟାର୍ଥୀକୁ ଘୃଣା କରିବାକୁ ଲାଗିଲା !ତାପରେ ସେମାନେ ବାସ କରୁଥିବା ଦେଶ ପ୍ରତି ଧର୍ମର ଘୃଣା ଆସିଲା !ଶେଷରେ ଜିମି ନାସନାଲ ସୋସାଲିଷ୍ଟ ପ୍ରେଣ୍ଟ ନାମକ ଧଳା ଜାତି ସର୍ବଉଛୋତା ସମୂହରେ ମିଶିଲା !ଏହି ପ୍ରତ୍ୟାଖ୍ୟାନର ଉଦ୍ଦେଶ୍ୟ ହେଉଛି, ସ୍ଵିଡେନ ଦେଶରେ ଉତ୍ତମ ଭାବେ ପାଠ ପଡି, ଚାକିରୀ ନ ଥିବା ଯୁବକଙ୍କୁ ସଂଗ୍ରହ କରି, ତୁମ୍ଭର ଏହି ପରିସ୍ଥିତି ଅନ୍ୟ ଦେଶରୁ ଚାକିରୀ ନିମନ୍ତେ ଆସିଥିବା ଲୋକ ହିଁ କହିଲା !ତୁମ୍ଭେ ତୁମ୍ଭ ଦେଶବାସୀ ଛଡା, ଅନ୍ୟ ଦେଶୀୟମାନେ ଦେଖା ଦେଲେ, ସେମାନଙ୍କୁ ମାରିବା, ଭୟ କରାଇବା ପରି ଜଘନ୍ୟତାର ଅନ୍ତର୍ଭୁକ୍ତ ହେଉଛ !ହିଟଲର ଲେଖିଥିବା ନାଜି ସୂତ୍ର ପୁସ୍ତକକୁ ଆପଣମାନେ ଇଚ୍ଛା କରନ୍ତି !ଥରେ ଜିମି ଏବଂ ଆଉ କେତେକ ଜଣ ଏସିଆରୁ ଆସିଥିବା ବ୍ୟକ୍ତିମାନଙ୍କୁ ମାରି ତାଡନା କଲେ ବୋଲି ପୋଲିସମାନେ ଶୁଣି ସେମାନଙ୍କୁ ଗିରିଫ କଲେ !ଏହାକୁ ଅପମାନିତ ହୋଇଥିବା ଜିମି ସେହି ସମାବେଶରୁ ଦୂରେଇ ଗଲା !ଏହି ଘଟଣା ରୀଡର୍ସ ଡାଏଜେଷ୍ଟ ନାମକ ପତ୍ରିକାରେ ପ୍ରକାଶିତ ହେଲା !ଉପର ଘଟଣାରେ କିଛି ଲୋକଙ୍କ ପ୍ରତି ସୃଷ୍ଟି ହୋଇଥିବା କଟୁଭାବ ସେହି ସବୁ ଜାତିଙ୍କ ପ୍ରତି ଏବଂ ସେହି ଦେଶ ପ୍ରତି ହେଲା !

 

ପ୍ରିୟ ବନ୍ଧୁଗଣ, ଗୋଟିଏ ନିର୍ଦ୍ଦିଷ୍ଟ ଗ୍ରାମରୁ ବିବାହିତ କନ୍ୟାର ଗୁଣ ସଠିକ ନ ଥିଲେ ଅମୂକ ଗାଁର ଝିଅ ଅହଂକାରରେ ଅଛନ୍ତି, ତେଣୁ ସେଇ ଗାଁ ଝିଅଙ୍କୁ ବିବାହ କରିବା ଉଚିତ ନୁହେଁ ବୋଲି କିଛି ଲୋକ କହନ୍ତି !ଖରାପ ଭାଷାରେ କଥା କହି ଜଣେ ଭୂଲ କରିଥିବା ଯୋଗୁ ଖରାପ ଭାଷାରେ କଥା କହିଥିବା ସମସ୍ତଙ୍କୁ ଦୁଷ୍ଟ କହନ୍ତି !ଗୋଟିଏ ନିର୍ଦ୍ଦିଷ୍ଟ ମିଶିନାରୀ ସଂସ୍ଥାରେ ଯଦି ଜଣେ ସେବକ ଉତ୍ତମ ନ ଥିଲେ, ଶହଶହ ଥିବା ସେଇ ସଂସ୍ଥାକୁ ଭଲ ନାହିଁ କହିବେ !ଏପରି ଭାବନା ପୁରାପୁରି ଭୂଲ ଅଟେ !ଯେକୌଣସି ବିଷୟରେ ଆଲୋଚନା କରି ଶାନ୍ତିରେ ନିର୍ଣ୍ଣୟ ନେବା ଉତ୍ତମ ଅଟେ !ଜଣେ ବ୍ୟକ୍ତି ପ୍ରତି ଅଥବା ଗୋଟିଏ ସମାଜ ପ୍ରତି ଏପରି କଟୁଭାବ ଆମ ଠାରେ ଜାତ ନ ହୋଇ ସୁରକ୍ଷା କରିବା !ସେହି କଟୁଭାବ ଆମ ସମାଜକୁ ବିନାଶ କରିଦେଉଛି, ତେଣୁକରି ସବୁକୁ ନିଧାନ କରି, ଆଲୋଚନା କରି କରିବା !

- ଜେ. ସନ୍ତୋଷ 

 

ପ୍ରାର୍ଥନାର ଅଂଶ '-

ଘରେ ଘରେ ହେଉଥିବା ପ୍ରାର୍ଥନା ଦୋଳରେ ଅଂଶଗ୍ରହଣ କରୁଥିବା ପ୍ରତିଜଣ ପ୍ରଭୁଙ୍କର ଆତ୍ମାରେ ପୂର୍ଣ୍ଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al superbetin pashagaming jojobet jojobet giriş holiganbet instagram unban service instagram unban service